p purohi

ଗଞ୍ଜାମ ଏନ୍‌ଏସି ଇଓ ଅଭିନାଶ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ

dr. purohit

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗୃହ ନଗର ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଚିଠି ନଂ୧୫୦୩୩ ତା ୨୮/୭/ରେ ଗଞ୍ଜାମ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ସ୍ୱତନ୍ତ୍ର ଯୋଜନା ଅଧିକାରୀ (ଏସ୍‌ପିଏ) ଅତିରିକ୍ତ ଦାୟିତ୍ୱ ମିଳିଛି । ସରକାର ଯେଉଁ ଦାୟିତ୍ୱ ଦେବେ ତାହା ସୁଚାରୁ ରୂପେ ତୁଲାଇବା ପାଇଁ ଚେଷ୍ଟା କରିବା ସହ ଏନ୍‌ଏସି ଅଫିସ ହେଉଛି ସର୍ବସାଧାରଣ ଅଫିସ ତେଣୁ ସ୍ଥାନୀୟ ଅଞ୍ଚଳର ଉନ୍ନୟନ ଏବଂ ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେବେ ବୋଲି ଇଓ ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।

nrusinghnath
Leave A Reply

Your email address will not be published.