oom

ମାରୱାଡ଼ି ସମ୍ପ୍ରଦାୟର ହୋଲି ଦହନ

jsmm

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ରେ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ହୋଲି ଦହନ କାର୍ଯ୍ୟକ୍ରମ ଆଜି ବି ବଞ୍ଚି ରହିଛି । ମାରୱାଡ଼ି ସମ୍ପ୍ରଦାୟ ପକ୍ଷରୁ ହୋଲି ଦହନ କାର୍ଯ୍ୟକ୍ରମକୁ ସ୍ଥାନୀୟ ମାରୱାଡ଼ି ପଞ୍ଚାୟତ ଧର୍ମଶାଳାରେ ମଧ୍ୟ ରାତ୍ରିରେ ସମ୍ପ୍ରଦାୟର ବହୁ ଯୁବକ, ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ସେଠାରେ ପୂଜା ପାଠ କରିବା ପରେ ହୋଲି ଦହନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ସୁନୀଲ ଗୋୟଲ, ଅର୍ଜୁନ ପ୍ରସାଦ ଅଗ୍ରୱାଲ, ଜଗଦୀଶ ଅଗ୍ରୱାଲ, ସୁରେଶ ଶର୍ମା, ଜସକୀରନ ଅଗ୍ରୱାଲ, କୈଳାଶ ଅଗ୍ରୱାଲ, ଅନୋଜ ଅଗ୍ରୱାଲ, ସୁଭମ ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ନିତେଶ ଅଗ୍ରୱାଲ, ମୁନା ପନସାରି, ବଣ୍ଟି ଅଗ୍ରୱାଲ, ମନୋଜ ଅଗ୍ରୱାଲ, ଅଭିଷେକ ଅଗ୍ରୱାଲ, ରିଚିକ ଛାପାଡ଼ିଆ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.