oom

ବଲାଙ୍ଗିର ଜିଲ୍ଲାରେ ଆଜି ୬୮ ଜଣ ନୂଆ ଆକ୍ରାନ୍ତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରେ ୱାର୍ଡ ନଂ.୨ରୁ ୧, ୬ରୁ ୧, ୧୪ରୁ ୧, ୧୮ରୁ ୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ବଲାଙ୍ଗିର ବ୍ଲକ୍‌ ଖଲିଆପାଲି ଗ୍ରା.ପ.ରୁ ୧, ତୁଷୁରାବାହାଲ ଗ୍ରା.ପ.ରୁ ୨, ବଙ୍ଗୋମୁଣ୍ଡା ବ୍ଲକ୍‌ ଚୁଲିଫୁଙ୍କା ଗ୍ରା.ପ.ରୁ ୨, ବିରିପାଲି ଗ୍ରା.ପ.ରୁ ୧, ବଡ଼ଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧, ବେଲପଡ଼ା ଗ୍ରା.ପ.ରୁ ୧, କୁରସୁଡ଼ ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ନୁନ୍‌ହାଡ଼ ଗ୍ରା.ପ.ରୁ ୪, ବେଲପଡ଼ା ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ବନ୍ଧପଡ଼ା ଗ୍ରା.ପ.ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୫ରୁ ୨, ୬ରୁ ୧, ୮ରୁ ୧, ୧୧ରୁ ୧, ୧୪ରୁ ୩, ୧୫ରୁ ୧, ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ୬, ସାହାଜପାଣି ଗ୍ରା.ପ.ରୁ ୩, ଲୋଇସିଂହା ବ୍ଲକ୍‌ କୁସ୍‌ମେଲ ଗ୍ରା.ପ.ରୁ ୧, ଉପରବାହାଲ ଗ୍ରା.ପ.ରୁ ୧, କୁଶଙ୍ଗ ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ହଲଦି ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ବଥର୍ଲା ଗ୍ରା.ପ.ରୁ ୧, ସୋଲବନ୍ଧ ଗ୍ରା.ପ.ରୁ ୨, ବରପଦର ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୧ରୁ ୧, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୧, ସଇଁନ୍ତଲା ଗ୍ରା.ପ.ରୁ ୮, ଡୁଙ୍ଗୁରିପାଲି ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ କତରକେଲା ଗ୍ରା.ପ.ରୁ ୫, ଖୋଲାନ ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୨ରୁ ୧, ୩ରୁ ୧, ୪ରୁ ୧ ଓ ୫ରୁ ୨ ଜଣ ସଂକ୍ରମିତ ହୋଇଥିବା କୁହାଯାଇଛି । ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ୬୪୨ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ରହିଛନ୍ତି ।

jittmm
Leave A Reply

Your email address will not be published.