oom

ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୩ : ବଲାଙ୍ଗିର ମ୍ୟୁନିସିପାଲିଟିରେ ୧୨

jsmm

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩ ରହିଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟିରେ ୧୨ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ବଲାଙ୍ଗିର ମ୍ୟୁନିସିପାଲିଟିରେ ୱର୍ଡ ନଂ.୨ରୁ ୧, ୫ରୁ ୨, ୭ରୁ ୪, ୧୯ରୁ ୪ ଓ ୨୦ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍ ମୁରସୁଣ୍ଢି ଗ୍ରା.ପ.ରୁ ୩, ବଲାଙ୍ଗିର ବ୍ଲକ୍ ଶିବତଲା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍ କୁରସୁଡ ଗ୍ରା.ପ.ରୁ ୧, ସିନ୍ଧେକେଲା ଗ୍ରା.ପ.ରୁ ୩, ଗନ୍ଧରେଲ ଗ୍ରା.ପ.ରୁ ୧, ବେଲପଡା ବ୍ଲକ୍ କୁମ୍ଭାରଖାନ ଗ୍ରା.ପ.ରୁ ୧, ନୁନହାଡ ଗ୍ରା.ପ.ରୁ ୧, ଭରୁଆପାଲି ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ କୁଠୁର୍ଲା ଗ୍ରା.ପ.ରୁ ୪, ସାଲେପାଲି ଗ୍ରା.ପ.ରୁ ୧, କଂଟାବାଂଜି ଏନଏସି ୱର୍ଡ ନଂ.୩ରୁ ୧, ୫ରୁ ୨, ୧୩ରୁ ୧, ଖପ୍ରାଖୋଲ ବ୍ଲକ ଲୁହାସିଂହା ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍ କନ୍ଦାଜୁରୀ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍ ତମିଆଁ ଗ୍ରା.ପ.ରୁ ୧, ବରପଦର ଗ୍ରା.ପ.ରୁ ୨, ପାଟଣାଗଡ଼ ଏନଏସି ୱର୍ଡ ନଂ. ୯ରୁ ୧, ପୁଇଁନ୍ତଲା ବ୍ଲକ୍ ଛତାପିପଲ ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍ ସଇଁନ୍ତଲା ଗ୍ରା.ପ.ରୁ ୧, ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୩, କୁମ୍ଭାରୀ ଗ୍ରା.ପ.ରୁ ୧ ଓ କନ୍ଧକେଲଗାଁ ଗ୍ରା.ପ.ରୁ ୨, ଟିଟିଲାଗଡ଼ ବ୍ଲକ୍ ଦିଗଶିରା ଗ୍ରା.ପ.ରୁ ୧, ତୁଷରା ଏନଏସି ୱର୍ଡ ନଂ.୬ରୁ ୩, ଟିଟିଲାଗଡ଼ ମ୍ୟୁନିସିପାଲଟି ୱର୍ଡ ନଂ. ୨ରୁ ୩, ୬ରୁ ୩, ୮ରୁ ୧, ୧୩ରୁ ୨, ୧୪ ରୁ ୨, ତୁରେକେଲା ବ୍ଲକ୍ ଚଉଲଶୁଖା ଗ୍ରା.ପ.ରୁ ୧, ତୁରେକେଲା ଗ୍ରା.ପ.ରୁ ୨, ବଡବାଙ୍କି ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.