ବ୍ରାଉନସୁଗାର୍ ଜବତ ସହ ୧ ଗିରଫ

ଖୋର୍ଦ୍ଧା : ଆଜି ସକାଳୁ ଅବକାରୀ ବିଭାଗ କର୍ମଚାରୀ ସଦର ଥାନା ଅଧିକାରୀ ଡିହପୁର୍ ଗ୍ରାମ୍ୟ ରାସ୍ତାରୁ ବ୍ରାଉନ ସୁଗାର୍ ବିକ୍ରି ଅଭିଯୋଗରେ ନରୋତ୍ତମ ରଣ ସିଂହ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଠାରୁ ୪୧ ଗ୍ରାମ ବ୍ରାଉନ ସୁଗାର ଜବତ୍ ହୋଇଛି । ଏହାର ଅନୁମାନିକ୍ ମୂଲ୍ୟ ୪ ଲକ୍ଷ ୧୦ ହଜାରେ ଟଙ୍କା ହେବ ବୋଲି ଜଣାପଡିଛି । ଏ ଘଟଣାରେ ଅବକାରୀ ବିଭାଗ ଅଭିଯୁକ୍ତ ନାମରେ ୮୭/୨୩ ଏକ ମାମଲା ଦାୟର କରିବା ସହ ନିଶା ଜିନିଷ ବିକିବା ଅଭିଯୋଗରେ ଗିରଫ କରିଛି ।

Leave A Reply

Your email address will not be published.