oum

ବାତ୍ୟା ୟସ୍‌ର ପ୍ରଭାବରେ ପଡିଯାଇଥିବା ଗଛଗୁଡିକୁ କଟାଯାଇ ରାସ୍ତା ଅବରୋଧ ହଟାଯାଉଛି

jsm

ପାରାଦୀପ, (କେପିଏନ୍‌ଏସ୍‌) : ପାରାଦୀପ ଅଞ୍ଚଳରେ ବାତ୍ୟା ୟସ୍‌ର ପ୍ରଭାବରେ ପଡିଯାଇଥିବା ଗଛଗୁଡିକୁ କଟାଯାଇ ରାସ୍ତା ଅବରୋଧ ହଟାଯାଉଛି । ଏନ୍‌ଡିଆର୍‌ଏଫ୍‌ର ଏବଂ ଓଡ୍ରାଫ୍‌ର ଏକାଧିକ ଟିମ୍ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଅବରୋଧ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.