om academy

ଶ୍ରୀମନ୍ଦିର ସମ୍ମୁଖରେ ରଥଯାତ୍ରା ନେଇ ଅନୁଧ୍ୟାନ କଲେ ପୁରୀ ଏସ୍‌ପି

jsm

ପୁରୀ : ରଥଯାତ୍ରାକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନ ଅନୁଧ୍ୟାନ କଲେ ପୁରୀ ଏସ୍‌ପି କେ. ବିଶାଲ ସିଂ । ୨୩ ଅକ୍ଷୟ ତୃତୀୟା, ଜୁନ୍ ୪ ସ୍ନାନ ପୂର୍ଣ୍ଣିମା, ଜୁନ୍ ୨୦ ରଥଯାତ୍ରା, ବାହୁଡା ଯାତ୍ରା ୨୮, ସୁନାବେଶ ୨୯, ଜୁଲାଇ ୧ ନିଳାଦ୍ରୀ ବିଜେ । ଜୁନ ରଥଯାତ୍ରାକୁ ଆଉ ୭୭ ଦିନ ବାକି ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା, ରଥଯାତ୍ରା ସମୟରେ ଶୃଙ୍ଖଳିତ ଦର୍ଶନ ଓ ବ୍ୟାରିକେଡିଂ ବ୍ୟବସ୍ଥା ଇତ୍ୟାଦିକୁ ନଜରରରେ ରଖି କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି ପୁରୀ ଏସ୍ପି କନବର ବିଶାଲ ସିଂହ ।

ଏହି ସ୍ପଟ ଭିଜିଟରେ ପୁରୀ ଏସ୍‌ପିଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିବା ବେଳେ ଶ୍ରୀମନ୍ଦିର, ଶ୍ରୀମନ୍ଦିର ଚତୁଃପାର୍ଶ୍ଵ, ବଡଦାଣ୍ଡ, ଗୁଣ୍ଡିଚା ମନ୍ଦିରଠାରେ କ୍ଷେତ୍ର ପରିଦର୍ଶନ କରିଛନ୍ତି ।

Leave A Reply

Your email address will not be published.