Browsing Category
ଦେଶ ବିଦେଶ
ପ୍ରତ୍ୟେକ ପଦକ୍ଷେପ ସହିତ ସରକାର ମହିଳାମାନଙ୍କୁ ସଶକ୍ତ କରୁଛନ୍ତି, ଶିଶୁମାନଙ୍କର ଯତ୍ନ ନେଉଛନ୍ତି ଏବଂ…
ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଜୁନରୁ ଅଗଷ୍ଟ ୨୦୨୪ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି : ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀରାଞ୍ଚିରେ ସାମ୍ବାଦିକ!-->…
Read More...
Read More...
ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ୍ (ବିଏଏସ୍): ୨୦୨୮ରେ ପ୍ରଥମ ମଡ୍ୟୁଲ୍ ଉତ୍କ୍ଷେପଣ ସହିତ ବୈଜ୍ଞାନିକ ଗବେଷଣା ପାଇଁ…
ଗଗନଯାନର ପରବର୍ତ୍ତୀ ମିଶନ ଏବଂ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପ୍ରତିଷ୍ଠାକୁ ମଞ୍ଜୁର କଲା କେନ୍ଦ୍ର କ୍ୟାବିନେଟ୍: ବିଏଏସ୍ର ପ୍ରଥମ ୟୁନିଟ୍ ପ୍ରତିଷ୍ଠା ଏବଂ ତତ୍ସଂକ୍ରାନ୍ତ ମିଶନକୁ ସାମିଲ କରିବା ଲାଗି ଗଗନଯାନ-ଭାରତର ମାନବବାହୀ ମହାକାଶଯାନ କାର୍ଯ୍ୟକ୍ରମରେ ସଂଶୋଧନମହାକାଶ କେନ୍ଦ୍ର!-->…
Read More...
Read More...
ଏକକାଳୀନ ନିର୍ବାଚନ ନେଇ ଉଚ୍ଚସ୍ତରୀୟ କମିଟିର ସୁପାରିସ କେନ୍ଦ୍ର କ୍ୟାବିନେଟ୍ରେ ଗୃହୀତ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଦେଶବ୍ୟାପୀ ଏକକାଳୀନ ନିର୍ବାଚନ ପାଇଁ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଗ୍ରହଣ କରାଯାଇଛି ।ଏକକାଳୀନ!-->…
Read More...
Read More...
ଭାରତ ପାଇଁ ନୂତନ ପୁନଃବ୍ୟବହାରକ୍ଷମ ସ୍ୱଳ୍ପ ଖର୍ଚ୍ଚ ବିଶିଷ୍ଟ ପ୍ରକ୍ଷେପଣ ଯାନ
ଅଧିକ ପେଲୋଡ୍, ଖର୍ଚ୍ଚ ସାପେକ୍ଷ, ପୁନଃବ୍ୟବହାରକ୍ଷମ ଏବଂ ବାଣିଜ୍ୟିକ ଅନୁକୂଳ ପ୍ରକ୍ଷେପଣ ଯାନର ବିକାଶ କରିବ ଇସ୍ରୋପରବର୍ତ୍ତୀ ପିଢ଼ିର ସାଟେଲାଇଟ୍ ପ୍ରକ୍ଷେପଣ ଯାନର ବିକାଶ ପାଇଁ କ୍ୟାବିନେଟ୍ ମଞ୍ଜୁରି
ନୂଆଦିଲ୍ଲୀ, (ପିଆଇବି) : ପରବର୍ତ୍ତୀ ପିଢ଼ିର ପ୍ରକ୍ଷେପଣ ଯାନ ଏନ୍ଜିଏଲ୍ଭିର!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ ଦିନର ଉପଲବ୍ଧି ଉପରେ ଆଲୋକପାତ କରିଛନ୍ତି ଡ. ଏଲ୍ ମୁରୁଗନ୍
ଭିତ୍ତିଭୂମି, କୃଷି, ମହିଳା ସଶକ୍ତୀକରଣ ଏବଂ ଅନୁସୂଚିତ ଜାତି, ଜନଜାତି, ଓବିସି ଏବଂ ଗରିବଙ୍କ ପାଇଁ ୧୫ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ ଦିନର ସଫଳତା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସମ୍ପର୍କରେ ଆଜି…
ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଜୀଙ୍କୁ ୧୫ଟି ଭିନ୍ନ ଭିନ୍ନ ରାଷ୍ଟ୍ର ସେମାନଙ୍କର ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଛନ୍ତି, ଯାହା ତାଙ୍କର ଏବଂ ଭାରତର ଗୌରବକୁ ବଢ଼ାଇଛିମୋଦୀ ୩.୦ର ପ୍ରଥମ ୧୦୦ ଦିନ 'ବିକଶିତ ଭାରତ'!-->…
Read More...
Read More...
ମୋଦୀଙ୍କ ୩.୦ କାର୍ଯ୍ୟକାଳର ୧୦୦ ଦିନ ପୂର୍ତ୍ତି ଅବସରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ…
ମୋଦୀଙ୍କ ୩.୦ କାର୍ଯ୍ୟକାଳର ୧୦୦ ଦିନ ପୂର୍ତ୍ତି ଅବସରରେ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି, "ଗତ ୧୦ ବର୍ଷରେ ହୋଇଥିବା କାମ ପୂର୍ବରୁ କେବେ ହୋଇ ନଥିଲା'
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଆମେରିକା ଗସ୍ତରେ ଥିବା ସମୟରେ ସୋମବାର ଦିନ (ୱାଶିଂଟନ ଡିସିର!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପ୍ରମୁଖ ସଚିବ ଡ. ପି.କେ. ମିଶ୍ରଙ୍କ ନେତୃତ୍ୱରେ ମା’ଙ୍କ ନାମରେ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପ୍ରମୁଖ ସଚିବ ଡ. ପି.କେ ମିଶ୍ରଙ୍କ ନେତୃତ୍ୱରେ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଆନ୍ଦୋଳନରେ ଆଜି ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି: 'ଏକ ସ୍ଥିର ଭବିଷ୍ୟତ ଦିଗରେ!-->…
Read More...
Read More...
ଆଗାମୀ ଦଶନ୍ଧିରେ ପ୍ରବେଶ ପାଇଁ ସ୍ୱଚ୍ଛ ଭାରତ ମିଶନ ପ୍ରସ୍ତୁତ
ଆସନ୍ତା ୧୫ ଦିନ ମଧ୍ୟରେ ୫ ଲକ୍ଷ ଅଳିଆ ସ୍ଥାନକୁ ସଫା କରିବା ଦିଗରେ ରାଜ୍ୟମାନେ ଆଗେଇ ଆସୁଥିବା ବେଳେ କେନ୍ଦ୍ର ସରକାରଙ୍କ ଆକଳନ ୨ ଲକ୍ଷକୁ ଟପି ରେକର୍ଡ ସୃଷ୍ଟି କରିବାକୁ ଦେଶ ପ୍ରସ୍ତୁତଲକ୍ଷ ଲକ୍ଷ ଲୋକଙ୍କ ସ୍ୱେଚ୍ଛାକୃତ ଉଦ୍ୟମରେ ଆରମ୍ଭ ହେଲା ନିଆରା ଅଭିଯାନ
ନୂଆଦିଲ୍ଲୀ, (ପିଆଇବି) :!-->!-->!-->…
Read More...
Read More...
ଗୁଜରାଟର ଗାନ୍ଧୀନଗରଠାରେ ଚତୁର୍ଥ ବିଶ୍ଵ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନଭେଷ୍ଟ)କୁ ଉଦ୍ଘାଟନ…
ପ୍ରଥମ ୧୦୦ ଦିନରେ ଆମର ପ୍ରାଥମିକତା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । ଏହା ମଧ୍ୟ ଆମର ଗତି ଓ ପ୍ରଗତିର ପ୍ରତିଫଳନବିଶ୍ୱସ୍ତରୀୟ ପ୍ରୟୋଗ ପାଇଁ ଭାରତୀୟ ସମାଧାନ‘ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ୱାନ’ସବୁଜ ଭବିଷ୍ୟତ ଏବଂ ନେଟ୍ ଜିରୋ ହେଉଛି ଭାରତର ପ୍ରତିବଦ୍ଧତା‘ଜି-୨୦ରେ ଭାରତ ହେଉଛି!-->…
Read More...
Read More...