Browsing Category
ଦେଶ ବିଦେଶ
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପ୍ରମୁଖ ସଚିବ ଡ. ପି.କେ. ମିଶ୍ରଙ୍କ ନେତୃତ୍ୱରେ ମା’ଙ୍କ ନାମରେ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପ୍ରମୁଖ ସଚିବ ଡ. ପି.କେ ମିଶ୍ରଙ୍କ ନେତୃତ୍ୱରେ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଆନ୍ଦୋଳନରେ ଆଜି ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି: 'ଏକ ସ୍ଥିର ଭବିଷ୍ୟତ ଦିଗରେ!-->…
Read More...
Read More...
ଆଗାମୀ ଦଶନ୍ଧିରେ ପ୍ରବେଶ ପାଇଁ ସ୍ୱଚ୍ଛ ଭାରତ ମିଶନ ପ୍ରସ୍ତୁତ
ଆସନ୍ତା ୧୫ ଦିନ ମଧ୍ୟରେ ୫ ଲକ୍ଷ ଅଳିଆ ସ୍ଥାନକୁ ସଫା କରିବା ଦିଗରେ ରାଜ୍ୟମାନେ ଆଗେଇ ଆସୁଥିବା ବେଳେ କେନ୍ଦ୍ର ସରକାରଙ୍କ ଆକଳନ ୨ ଲକ୍ଷକୁ ଟପି ରେକର୍ଡ ସୃଷ୍ଟି କରିବାକୁ ଦେଶ ପ୍ରସ୍ତୁତଲକ୍ଷ ଲକ୍ଷ ଲୋକଙ୍କ ସ୍ୱେଚ୍ଛାକୃତ ଉଦ୍ୟମରେ ଆରମ୍ଭ ହେଲା ନିଆରା ଅଭିଯାନ
ନୂଆଦିଲ୍ଲୀ, (ପିଆଇବି) :!-->!-->!-->…
Read More...
Read More...
ଗୁଜରାଟର ଗାନ୍ଧୀନଗରଠାରେ ଚତୁର୍ଥ ବିଶ୍ଵ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନଭେଷ୍ଟ)କୁ ଉଦ୍ଘାଟନ…
ପ୍ରଥମ ୧୦୦ ଦିନରେ ଆମର ପ୍ରାଥମିକତା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । ଏହା ମଧ୍ୟ ଆମର ଗତି ଓ ପ୍ରଗତିର ପ୍ରତିଫଳନବିଶ୍ୱସ୍ତରୀୟ ପ୍ରୟୋଗ ପାଇଁ ଭାରତୀୟ ସମାଧାନ‘ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ୱାନ’ସବୁଜ ଭବିଷ୍ୟତ ଏବଂ ନେଟ୍ ଜିରୋ ହେଉଛି ଭାରତର ପ୍ରତିବଦ୍ଧତା‘ଜି-୨୦ରେ ଭାରତ ହେଉଛି!-->…
Read More...
Read More...
ଇ-ସିନେ ପ୍ରମାଣରେ ସଫଳତା ପୂର୍ବକ କାର୍ଯ୍ୟକାରୀ ହେଲା ‘ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡସ୍’ ମଡ୍ୟୁଲ
ଫିଚର୍ ଚଳଚ୍ଚିତ୍ରରେ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ଅତିକମରେ ଗୋଟିଏ ସୁଗମତା ବୈଶିଷ୍ଟ୍ୟ ଉପଲବ୍ଧ ହେବ
ନୂଆଦିଲ୍ଲୀ, (ପିଆଇବି) : ‘ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡ’ ବା ସୁଗମତା ମାନକ ମଡ୍ୟୁଲକୁ ନିର୍ଦ୍ଧାରିତ ସମୟସୀମା ଅର୍ଥାତ୍ ୧୫ ସେପ୍ଟେମ୍ବର ୨୦୨୪ ଠାରୁ ଇ-ସିନେମା ପ୍ରମାଣରେ!-->!-->!-->…
Read More...
Read More...
ଝାଡ଼ଖଣ୍ଡର ଟାଟାନଗରରେ ୬୬୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ…
ଯୋଗାଯୋଗ ବୃଦ୍ଧି ପାଇଁ ୬ଟି ବନ୍ଦେ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ୩୨ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍ଏୱାଇ-ଜି) ହିତାଧିକାରୀଙ୍କୁ ମଞ୍ଜୁରୀ ପତ୍ର ବଣ୍ଟନ ସହ ୩୨ କୋଟି ଟଙ୍କା ସହାୟତାର ପ୍ରଥମ କିସ୍ତି ପ୍ରଦାନ୪୬,୦୦୦ ହିତାଧିକାରୀଙ୍କ!-->…
Read More...
Read More...
କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ସରକାରୀ ଭାଷା ହୀରକ ଜୟନ୍ତୀ ସମାରୋହ ଏବଂ ଚତୁର୍ଥ…
ହିନ୍ଦୀ ଦିବସର ଉଦ୍ଦେଶ୍ୟ ସରକାରୀ ଭାଷାକୁ ଯୋଗାଯୋଗ, ଲୋକ, ପ୍ରଯୁକ୍ତି ବିଦ୍ୟାର ଭାଷା କରିବା ଏବଂ ଏହାକୁ ଆନ୍ତର୍ଜାତୀୟ ଭାଷା ଭାବରେ ବିସ୍ତାର କରିବାନୂତନ ଶିକ୍ଷା ନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱ ମାତୃଭାଷାରେ ପ୍ରାଥମିକ ଶିକ୍ଷା ଉପରେ ରହିଛିଆଗାମୀ ବର୍ଷଗୁଡ଼ିକରେ!-->…
Read More...
Read More...
ସେପ୍ଟେମ୍ବର ୧୫ରୁ ୧୭ ମଧ୍ୟରେ ଝାଡ଼ଖଣ୍ଡ, ଗୁଜରାଟ ଓ ଓଡ଼ିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ଝାଡ଼ଖଣ୍ଡର ଟାଟାନଗରରେ ୬୬୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀଝାଡ଼ଖଣ୍ଡରେ ୬ଟି ବନ୍ଦେ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀଅହମ୍ମଦାବାଦରେ ୮୦୦୦ କୋଟି ଟଙ୍କାରୁ ଅଧିକ!-->…
Read More...
Read More...
ନିଜ ବାସଭନରେ ଜନ୍ମିତ ବାଛୁରୀର ନାମ ‘ଦୀପଜ୍ୟୋତି’ ରଖିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ନବ ଜନ୍ମିତ ବାଛୁରୀକୁ ‘ଦୀପଜ୍ୟୋତି’ ଭାବେ ନାମକରଣ କରିଛନ୍ତି । ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି : 'ଆମ ଶାସ୍ତ୍ରରେ କୁହାଯାଇଛି- ଗାବଃ ସର୍ବ ସୁଖପ୍ରଦାଃ’ । ଲୋକ କଲ୍ୟାଣ!-->…
Read More...
Read More...
କୃଷି ଓ କୃଷକ କଲ୍ୟାଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ କୃଷକ ମାନଙ୍କର…
ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ୦%ରୁ ୨୦%କୁ ବୃଦ୍ଧି କରିବାକୁ ମୋଦୀ ସରକାର ନିଷ୍ପତ୍ତି ନେଇଛନ୍ତି : ଶ୍ରୀ ଚୌହାନବାସମତୀ ଚାଉଳ ଉପରେ ସର୍ବନିମ୍ନ ରପ୍ତାନି ଶୁଳ୍କ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି : ଶ୍ରୀ ଚୌହାନରିଫାଇନ୍ ତେଲ ଉପରେ ମୂଳ ଶୁଳ୍କ ୩୨.୫%କୁ ବୃଦ୍ଧି କରିବାକୁ ସରକାର!-->…
Read More...
Read More...
କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଦୁଇ ଦିନିଆ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ -୨୦୨୪କୁ…
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଦୁଇ ଦିନିଆ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ-୨୦୨୪କୁ ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କର୍ତ୍ତବ୍ୟରେ ସର୍ବୋଚ୍ଚ!-->…
Read More...
Read More...