କାଶୀପୁର ବନ ବିଭାଗର ବଡ ସଫଳତା : ଦୁଇ ବାଘ ଛାଲ ସହ ୫ ଅଟକ
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କାଶୀପୁର ବନ ବିଭାଗର ବଡ ସଫଳତା । ଦୁଇ ବାଘ ଛାଲ ସହ ୫ ଅଟକ । ପୂର୍ବ ଯୋଜନା ଅନୁଯାୟୀ ଦୁଇ ଜିଲ୍ଲାର ବନାଞ୍ଚଳ ବିଭାଗ ଦ୍ୱାରା ବିଛାଇଥିବା ଜାଲରେ ଫସିଲେ ଖୋଦ ବାଘ ଛାଲ ଚାଲାଣକାରୀ । ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳରୁ ଦୁଇଟି କଲରାପତରିଆ ବାଘ ଛାଲ!-->…
Read More...
Read More...