ବକ୍ସିଂ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଖ୍ରୀଷ୍ଟମାସ ପରଦିନକୁ ବ୍ରିଟିଶ ମୂଳ ଉପନିବେଶ ସହିତ ବିଭିନ୍ନ ଦେଶରେ ବକ୍ସିଂ ଦିବସ ଭାବରେ ପାଳନ କରାଯାଏ । ଏହି ଦିନଟି ଉଭୟ ଐତିହାସିକ ଅଭ୍ୟାସ ଏବଂ ଆଧୁନିକ ଉତ୍ସବରେ ପରିପୂର୍ଣ୍ଣ, ଯାହା ଦାନ, କ୍ରୀଡା ଏବଂ ବିଭିନ୍ନ ସାମଗ୍ରୀ କ୍ରୟକୁ ମିଶ୍ରିତ
Read More...

ମୁରିବାହାଲରୁ ପୁଣି ୧୩ ଦାଦନ ଶ୍ରମିକ ଉଦ୍ଧାର : ଜେଲ୍‌ ଗଲା ଦାଦନ ସର୍ଦ୍ଦାର ଲକ୍ଷ୍ମଣ ତାଣ୍ଡି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଦାଦନ ପ୍ରବଣ ମୁରିବାହାଲ ବ୍ଲକ ଅଞ୍ଚଳରୁ ପୁଲିସ ପୁଣି ୧୩ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କୁ ଚାଲାଣ ପାଇଁ ଘରେ ଲୁଚାଇ ରଖିଥିବା ଅଭିଯୋଗରେ ଲକ୍ଷ୍ମଣ ତାଣ୍ଡି ନାମକ ଜଣେ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟ
Read More...

ଲାଠୋର ବନବିଭାଗର ନିଷ୍କ୍ରିୟତା ନେଲା ଜଣେ ମହିଳାଙ୍କ ଜୀବନ

ହାତୀ ଆତଙ୍କରେ ବେନ୍ଦେର ଅଞ୍ଚଳ, ସଚେତନତା ଶୂନ୍ୟ ପ୍ରଶାସନ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨ ଟିକିଆ ହାତୀପଲ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣ ଲାଠୋର ବନବିଭାଗର
Read More...

କେସିଙ୍ଗା ବିଜେପି ତରଫରୁ ୧୦୧ ତମ ଅଟଳଜୀଙ୍କ ଜନ୍ମ ଜୟନ୍ତୀ ପାଳନ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି ହେଉଛି ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ । ଏହି ଅବସରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ବିଜେପି ତରଫରୁ ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ଵରେ କେସିଙ୍ଗା ନଗର କାର୍ଯ୍ୟାଳୟରେ
Read More...

ଦୟାନନ୍ଦ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଦୟାନନ୍ଦ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ (ଉଦୟନ) ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ସଭାପତି ରାଜେନ୍ଦ୍ର ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ
Read More...

ଧର୍ମପରାୟଣା ମହିଳା ଭାନୁମତୀ ପଣ୍ଡାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟସ୍ଥ ଆଲୋକ ନଗର ବାସିନ୍ଦା ପୀତବାସ ପଣ୍ଡାଙ୍କ ଧର୍ମପତ୍ନୀ ଶ୍ରୀମତୀ ଭାନୁମତୀ ପଣ୍ଡାଙ୍କର ପରଲୋକ ହୋଇଯାଇଛି । ସ୍ଵର୍ଗତ ଭାନୁମତୀ ପଣ୍ଡା ଜଣେ ଧର୍ମପରାୟଣା ଓ ବନ୍ଧୁବତ୍ସଳା ମହିଳା ଭାବେ ଜଣାଶୁଣା ଥିଲେ । ପ୍ରାୟ ୮ ଦିନ
Read More...

ପାରିବାରିକ କଳହର କରୁଣ ପରିଣତି : ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ୱାମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଚାଞ୍ଚଲ୍ୟ । ପାରିବାରିକ କଳହର କୁପରିଣତି । ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ୱାମୀ । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା । ଶ୍ୱଶୁର ଆଗରେ ସ୍ତ୍ରୀକୁ
Read More...

ପାଟଣେଶ୍ୱରୀ ମହୋତ୍ସବ ପାଇଁ ସାଲେଭଟା ଗ୍ରାମରେ ପାଟଣେଶ୍ୱରୀ ପୀଠ ଉନ୍ନତି କରଣ ପାଇଁ ଦାବି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଐତିହାସିକ ସାଲେଭଟା ଗ୍ରାମରେ ହଜାର ହଜାର ବର୍ଷ ପୂର୍ବରୁ ଗୋଟିଏ ଗମ୍ଭିରା ଘରରେ ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀ ପୂଜା ପାଇ ଆସୁଛନ୍ତି । ପାଟଣା ଶାସନ ସମୟରେ ରାଜା ବଳରାମ ଦେଓ ନିର୍ମାଣ କରିଛନ୍ତି ବୋଲି କିମ୍ବଦନ୍ତି ଅଛି । ବଲାଙ୍ଗିରର ମାଁ
Read More...

ସୁଶାସନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ସୁଶାସନ ଦିବସ" (ଉତ୍ତମ ଶାସନ ଦିବସ) ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଭାରତରେ ପାଳନ କରାଯାଏ । ଯାହା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ । ସୁଶାସନର ଅର୍ଥ ହେଉଛି ପ୍ରକ୍ରିୟା ଏବଂ ସଂସ୍ଥାଗୁଡ଼ିକ ଏପରି
Read More...

ଚତୁରଙ୍ଗ ୧୩ତମ ସଂଖ୍ୟା ଉନ୍ମୋଚିତ

ଜିଲ୍ଲାପାଳ ଉପସ୍ଥିତ ରହି ସଭାକୁ କଲେ ସମ୍ବୋଧିତକବି ଓ କବିତା କାର୍ଯ୍ୟକ୍ରମରେ ୧୭ କବିଙ୍କ କବିତା ଆବୃତ୍ତି ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଧବାର ଅପରାହ୍ନ ୩ ଟା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସନାତନ ଠାକୁରଙ୍କ ସଭାପତିତ୍ୱରେ ଏକସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ
Read More...