Yearly Archives

2025

ମାନେଶ୍ୱର ବ୍ଲକରେ ‘ଏକ୍ ପେଡ୍ ମା କେ ନାମ୍’ କାର୍ଯ୍ୟକ୍ରମ

ଜଳ ସଞ୍ଚୟ ଏବଂ ଜନ ଭାଗିଦାରୀ ସଂକ୍ରାନ୍ତରେ ଜନସଚେତନତା ସମ୍ବଲପୁର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ସମ୍ବଲପୁର କ୍ଷେତ୍ରୀୟ ଶାଖା ତରଫରୁ ଆଜି ସ୍ଥାନୀୟ ମାନ୍ଧାତା ବାବା ଉଚ୍ଚତର ବିଦ୍ୟାଳୟରେ ଏକ୍ ପେଡ୍ ମା କେ ନାମ୍
Read More...

ଭାରତୀୟ ରେଳ ନିମ୍ନ ଓ ମଧ୍ୟମ ଆୟ ବର୍ଗଙ୍କ ପରିବାରକୁ ସୁଲଭ ଯାତ୍ରା ଉପଲବ୍ଧ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ

୭୮% ଅଣ-ଏସି ସିଟ୍ ଏବଂ ୭୦% ଅଣ-ଏସି କୋଚ୍ ସହିତ, ବହୁ ସଂଖ୍ୟକ ମେଲ୍, ଏକ୍ସପ୍ରେସ୍ ଏବଂ ଯାତ୍ରୀବାହୀ ଟ୍ରେନ୍ ସାଧାରଣ ଶ୍ରେଣୀର ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରୁଛିଆସନ୍ତା ୫ ବର୍ଷ ମଧ୍ୟରେ ୧୭,୦୦୦ ଅଣ-ଏସି ଜେନେରାଲ୍ / ସ୍ଲିପର୍ କୋଚ୍ ପ୍ରଚଳନ କରାଯିବ; ମଞ୍ଜୁର ହୋଇଥିବା
Read More...

ଫ୍ୟାକ୍ଟ ଚେକ୍ ୟୁନିଟ୍ ମାଧ୍ୟମରେ ମିଥ୍ୟା ଖବର ଏବଂ ଭ୍ରମାତ୍ମକ ସୂଚନାର ମୁକାବିଲା କରୁଛନ୍ତି ସରକାର : ଅଶ୍ୱିନୀ…

● ସ୍ୱାୟତ୍ତ କର୍ତ୍ତବ୍ୟ ରୂପେ ସଠିକ୍ ସୂଚନା ପୋଷ୍ଟ କରୁଛନ୍ତି ସରକାର : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ● ପ୍ରିଣ୍ଟ, ଟିଭି ଏବଂ ଡିଜିଟାଲ୍ ପ୍ଲାଟଫର୍ମରେ ମିଥ୍ୟା ଓ ଅପମାନଜନକ କର୍ଯ୍ୟକ୍ରମକୁ ରୋକିବା ପାଇଁ ସରକାର ପିସିଆଇ, ପ୍ରୋଗ୍ରାମ କୋଡ୍ ଓ ଆଇଟି ନିୟମାବଳୀ ମାଧ୍ୟମରେ
Read More...

ଖଣ୍ଡଦେଉଳି ମେଡ଼ିକାଲକୁ ପରିଦର୍ଶନ କରିଲେ ସିଡିଏମଓ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସି ରୋଗୀଙ୍କ ସମସ୍ୟା ପଚାରି ବୁଝିଛନ୍ତି ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ସୁଶାନ୍ତ ନାୟକ । ପରିଦର୍ଶନ ବେଳେ ସାଙ୍ଗରେ ଥିଲେ ଜିଲ୍ଲା ସମ୍ପ୍ରସାରଣ ଅଧିକାରୀ
Read More...

ଶିରିଡି ଠାରେ ଏମକେସିଏଲ ପ୍ରତିନିଧିଦଳଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାରେ ଶିକ୍ଷା କ୍ଷେତ୍ରରେ ଡିଜିଟାଲ ବିପ୍ଳବ ଆଣିବାକୁ ପ୍ରଚେଷ୍ଟାରତ ଓକେସିଏଲ, ଏହାର ସମସ୍ତ ୩୦ଟି ଜିଲ୍ଲାର ମୁଖ୍ୟଙ୍କୁ ଏକ ସ୍ଵତନ୍ତ୍ର ତାଲିମ ନିମନ୍ତେ ମହାରାଷ୍ଟ୍ର ଗସ୍ତରେ ପଠାଇଛି । ଡିଜିଟାଲ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖଯୋୠ୍ୟ
Read More...

ବ୍ରହ୍ମପୁରରେ ବିଶ୍ଵ ମାନବ ଚାଲାଣ ପ୍ରତିରୋଧ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଆଇଏସ୍‌ଆର୍‌ଡି ଶକ୍ତିସଦନ ଓ ୱାନ ଷ୍ଟପ ସେଣ୍ଟର, ଗଞ୍ଜାମ ତରଫରୁ ବିଶ୍ଵ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ଏକ ମାନବ ଶୃଙ୍ଖଳା ଓ ପଦଯାତ୍ରାକୁ ଆନୁଷ୍ଠାନିକ ଭାବେ ରେଲୱେ ଷ୍ଟେସନ ମ୍ୟାନେଜର ଦୂର୍ଗା ପ୍ରସାଦ ବ୍ରହ୍ମା
Read More...

ୟୁ଼ଏଏସ୍ ପ୍ରଚଳନ ବ୍ୟବସ୍ଥାକୁ ଜୟପାଟଣା ପ୍ରାଥମିକ ଶିକ୍ଷକ ସଙ୍ଘର ବିରୋଧ

ଜୟପାଟଣା, (ଶେଷଦେବ ବେହେରା) : ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମୀ ନଥାଇ ୟୁଏଏସ୍, ଲାଗୁ କରିବା ବିଭାଗୀୟ ଦୁରଦୃଷ୍ଟିର ଅଭାବ ବୋଲି ଦାବି କରିଛି ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ । ପ୍ରକାଶ ଥାଉ କି କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ, ମାନ୍ୟବର
Read More...

ରାଜ୍ୟସଭାରେ ଅପରେସନ ସିନ୍ଦୂର ସ୍ୱତନ୍ତ୍ର ଆଲୋଚନା ପ୍ରସଙ୍ଗରେ : ସାଂସଦ ଶ୍ରୀ ବିଶିଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଦୃଢ଼, ସଫଳ, ନିର୍ଣ୍ଣାୟକ "ଅପରେସନ୍ ସିନ୍ଦୂର" ଉପରେ ସ୍ୱତନ୍ତ୍ର ଆଲୋଚନା ସମୟରେ, ଆଜି ସାଂସଦ (ରାଜ୍ୟସଭା) ନିରଞ୍ଜନ ବିଶି ଅପରେସନ ସମୟରେ ପ୍ରାଣବଳି ଦେଇଥିବା ସମସ୍ତ ସହିଦ ସୈନିକ ଏବଂ ସାମରିକ
Read More...

ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ବ୍ରହ୍ମପୁର ଅଜୟ କୁମାର ସାହୁ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଗମୀ ଦିନରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଛି । ତେବେ ଏହି ମାମଲାର କ୍ରାଇମବ୍ରାଞ୍ଚ ଅଧିକା ତଦନ୍ତ ଜାରୀ ରଖିଛି । ଏହି ମାମଲାରେ ହାତ ଥିବା ସନ୍ଦେହରେ କ୍ରାଇମବ୍ରାଞ୍ଚ ଟିମ୍ ଏବଂ
Read More...

ବଙ୍ଗୋମୁଣ୍ଡା ଏସବିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରେ ୮ ଜଣ ନୋମିନୀଙ୍କୁ ୨ ଲକ୍ଷ ଟଙ୍କା…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨ ଲକ୍ଷ ଟଙ୍କା ଲେଖାଏଁ ୮ ଜଣ ନୋମିନୀ ଚେକ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା
Read More...