Yearly Archives

2025

ଆଦର୍ଶ ପାଠାଗାରର ନବନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ ଉତ୍ସବ

ରାଧାକାନ୍ତ ମିଶ୍ର ସଭାପତି ଓ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ସାଧାରଣ ସମ୍ପାଦକ ଦାୟିତ୍ଵ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର କର୍ମକର୍ତ୍ତାଙ୍କ ନିର୍ବାଚନରେ ନବ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ ଉତ୍ସବ ପାଠାଗାର ପରିସରରେ ଅନୁଷ୍ଠିତ
Read More...

ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଦ୍ଵାରା ବୀମା ରାଶି ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବଣାଇଗଡ ଶାଖା ଦ୍ଵାରା ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ବୀମା ରାଶି ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ବ୍ୟାଙ୍କ୍ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗଦେଇ
Read More...

ଦ୍ୱିଦୀବସୀୟ ଆଞ୍ଚଳିକ ଖୋ ଖୋ ପ୍ରତିଯୋଗିତା ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଆଇଏସସିଇ ପରିଚାଳିତ ଆଞ୍ଚଳିକ ଖୋ ଖୋ ବାଳିକା ପ୍ରତିଯୋଗିତା ହମିରପୁର ସ୍କୁଲ ପଡ଼ିଆ ଠାରେ ଆରମ୍ଭ ହୋଇଯାଇଛି । ହମିରପୁର ସ୍ଥିତ କାର୍ମେଲ ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଫେଡିଲେସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି
Read More...

ସେଣ୍ଟ୍ରାଲ୍‌ ଚର୍ଚ୍ଚ କମିଟିର ବାର୍ଷିକ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୩୦ ତାରିଖ ଦିନ କେନ୍ଦ୍ର ଉପାସନାଳୟସ୍ଥିତ ଲାଇବ୍ରୋରୀ ହଲ୍‌ ଠାରେ ସେଣ୍ଟ୍ରାଲ୍‌ ଚର୍ଚ୍ଚ କମିଟିର ବାର୍ଷିକ ସଭା ଆ. ନିମୁଏଲ୍‌ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବିଦାୟୀ ସଂପାଦକ କୁଲଦୀପ ବାଗ ଓ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ବାରିକ ବିଗତ ଦିନର
Read More...

ଜନ୍ମ ଦିନ ବୃଦ୍ଧାଶ୍ରମ ଅନ୍ତୋନିବାସୀ ସହ ପାଳିଲେ ଯୋଗାଣ ଅଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଳକ ଯୋଗାଣ ଅଧିକାରୀ ଦେବାଶିଷ ମେହେରଙ୍କ ୨୭ତମ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଇକମାଲ ସ୍ଥିତ ବୃଦ୍ଧାଶ୍ରମରେ ପାଳନ କରାଯାଇଛି । ଏହି ଅବସରରେ ଅନ୍ତୋନିବାସିନୀ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରୀ ମେହେରଙ୍କ
Read More...

ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାୟଗଡ଼ା, (ଅକ୍ଷୟ ପିଡ଼ିସିକା) : ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଆଶା କର୍ମୀ ସଂଘ ପକ୍ଷରୁ ରାୟଗଡ଼ା ଜିଲ୍ଲା ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଏବଂ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କୁ ବିଭିନ୍ନ ସମସ୍ୟା ନେଇ ବାରମ୍ଵାର ଲିଖିତ ଅଭିଯୋଗ କରିଆସୁଥିଲେ
Read More...

ଯୁବକଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲେ : ୨ ଜଣଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଙ୍କୁରା ନାଏକ ସାହିର ଜଣେ ୨୮ବର୍ଷ ଯୁବକଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଉଛନ୍ତି ଉକ୍ତ ଗାଁର ଭକ୍ତ ବନ୍ଧୁ ନାଏକଙ୍କ ପୁଅ ଗଙ୍ଗାଧର ନାଏକ । ଗଙ୍ଗାଧରଙ୍କ ମା’ ପାଳଙ୍ଗଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର
Read More...

ପ୍ରଦେଶକଂଗ୍ରେସ ମିଡିଆସେଲ ଅଧ୍ୟକ୍ଷଙ୍କୁ ବଲାଙ୍ଗିରରେ ନାଗରିକ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଦେଶ କଂଗ୍ରେସରେ ଭକ୍ତଚରଣ ଦାସ ପିସିସି ସଭାପତି ହେବାପରେ କିଛି ନୂଆଲୋକଙ୍କୁ ତାଙ୍କ ଟିମରେ ନେଇଛନ୍ତି । ସେଥିରେ ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ତଥା ସଂଗଠକ ଅରବିନ୍ଦ ଦାସଙ୍କୁ ପ୍ରଦେଶକଂଗ୍ରେସର ମିଡିଆ, ପ୍ରଚାର ଓ ପ୍ରସାର କମିଟିର ଅଧ୍ୟକ୍ଷ ଦାୟୀତ୍ୱ
Read More...

ବାଲେଶ୍ୱରରେ ଏକ୍ ପେଡ୍ ମା’ କେ ନାମ୍ ଏବଂ ଜଳ ସଞ୍ଚୟ – ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ଏକ୍ ପେଡ୍ ମା’ କେ ନାମ୍ ଏବଂ ଜଳ ସଞ୍ଚୟ - ଜନଭାଗିଦାରୀ ଉପରେ ଏକ ସମନ୍ୱିତ ଯୋଗାଯୋଗ ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଦିଲ୍ଲୀ ମୁମ୍ବାଇ ରେଳ ମାର୍ଗର ମଥୁରା-କୋଟା ସେକ୍ସନରେ କାର୍ଯ୍ୟକ୍ଷମ ହେଲା ସ୍ୱଦେଶୀ କବଚ ୪.୦ ସୁରକ୍ଷା ପ୍ରଣାଳୀ

• ବ୍ୟସ୍ତବହୁଳ ଦିଲ୍ଲୀ-ମୁମ୍ବାଇ ମାର୍ଗରର ମଥୁରା-କୋଟା ସେକ୍ସନରେ ରେକର୍ଡ ସମୟରେ କବଚ ୪.୦ କୁ କାର୍ଯ୍ୟକ୍ଷମ କରିବା ଏକ ବଡ଼ ସଫଳତା: ଶ୍ରୀ ଅଶ୍ୱିନୀ ବୈଷ୍ଣବ• କବଚ ପ୍ରଭାବଶାଳୀ ବ୍ରେକ୍ ପ୍ରୟୋଗ ମାଧ୍ୟମରେ ଲୋକୋ ପାଇଲଟଙ୍କ ପାଇଁ ଟ୍ରେନର ଗତି ନିୟନ୍ତ୍ରଣ ସୁବିଧା ଦେବ; ଲୋକୋ ପାଇଲଟମାନେ
Read More...