Yearly Archives

2025

ଉତ୍ତର ପ୍ରଦେଶର ବାରାଣସୀରେ ପ୍ରାୟ ୨,୨୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ…

ପିଏମ-କିଷାନର ୨୦ତମ କିସ୍ତି ପ୍ରଦାନସହଦେଶବ୍ୟାପୀ୯.୭ କୋଟିରୁ ଅଧିକ ଚାଷୀଙ୍କୁ ୨୦,୫୦୦ କୋଟିରୁଅଧିକ ଟଙ୍କା ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀସରକାର କୃଷକଙ୍କ ଜୀବନ ପରିବର୍ତ୍ତନ, ଆୟ ବୃଦ୍ଧି, ଚାଷ ଖର୍ଚ୍ଚ ହ୍ରାସ ପାଇଁ ପୂର୍ଣ୍ଣ ଶକ୍ତିରେକାର୍ଯ୍ୟ କରୁଛି, ଆମେବିହନ ଠାରୁ ବଜାର ପର୍ଯ୍ୟନ୍ତ
Read More...

ବରଗଡ ମହିଳା ସମିତି ପକ୍ଷରୁ ସମ୍ବଲପୁରୀ ଦିନରେ ଦାବି

ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଉ ବରଗଡ, (ନିରୋଜ କୁମାର ପାଣୀ) : ସାହିତ୍ୟ, ସଂସ୍କୃତିରେ ସମୃଦ୍ଧ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଆନୁଛେଦରେ ସ୍ଥାନ ଦେବାକୁ ବହୁ ଦିନରୁ ଦାବି ହେଉଛି । କାଳ ବିଳମ୍ବ ନକରି ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ
Read More...

ବିଜେପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ବରଗଡ, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନର ଅପେକ୍ଷା ପରେ ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁର ୨୦୨୫/୨୬ ଶିକ୍ଷା ବର୍ଷରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଘନଶ୍ୟାମ ସାହୁ (ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅକାରୀ)ଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ମୁଖ୍ୟ ବକ୍ତା ଭାବରେ
Read More...

ବାଲାଜୀ କଲେଜ ଅଫ୍‌ ନର୍ସିଂରେ ପୋସ ଦିନ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଜାତୀୟ ରାଜପଥରେ ବାଲାଜୀ କଲେଜ ଅଫ୍‌ ନର୍ସିଂ ତରଫରୁ କର୍ମକ୍ଷେତ୍ରରେ ମହିଳାମାନେ କିଭଳିି ନର୍ଯ୍ୟାତନା ନ ହେଲେ ସେ ଦିଗରେ ପୋସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନର୍ସିଂ ବିଭାଗୀୟ ମୁଖ୍ୟ ଦେବାଶିଷ ପାଣ୍ଡିଆଙ୍କ ସଂଯୋଜନାରେ ମୁଖ୍ୟ
Read More...

ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧିର ସିଧା ପ୍ରସାରଣ ଅନୁଷ୍ଠିତ : ପିଏମ୍ କିଶାନର ୨୦ତମ କିସ୍ତି ରାଶି ଚାଷୀଙ୍କୁ…

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସଂସ୍କୃତି ଭବନଠାରେ କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ଓ କୃଷକ ଶସକ୍ତିକରଣ ବିଭାଗ, ସୁନ୍ଦରଗଡର ମିଳିତ ସହଯୋଗରେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧିର ୨୦ ତମ କିସ୍ତି ବିତରଣ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିଲା । ଉତ୍ତର ପ୍ରଦେଶରର
Read More...

ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଭାଗିରଥି ମହାପାତ୍ରଙ୍କ ୫୦ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପ୍ରାତଃ ସମୟରେ କଟକର ମହାନଦୀ ଗଡଗଡିଆ ଘାଟଠାରେ ସରଳା ଦେବୀ ଭାଗିରଥି ମହାପାତ୍ର ଟ୍ରଷ୍ଟ ତରଫରୁ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସାଧାରଣ ସମ୍ପାଦକ, କଟକ ମ୍ୟୁନିସିପାଲଟିର ପ୍ରଥମ ନିର୍ବାଚିତ ଅଧ୍ୟକ୍ଷ ତଥା
Read More...

ରାଧେଶ୍ୟାମ ଫାଉଣ୍ଡେସନ ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ରିକାପଲ୍ଲୀ କଲ୍ୟାଣ ମଣ୍ଡପ ପରିସରରେ ସମାହିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ତଥା ଛତ୍ରପୁର
Read More...

ମାତୃ ନିକେତନରେ ବିକାଶ ହସ୍ପିଟାଲର ଡାକ୍ତରମାନଙ୍କ ସ୍ଵେଚ୍ଛାକୃତ ଚିକିତ୍ସା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ରାସ୍ତାରେ ଥିବା ସ୍ଵାଧୀନତା ସଂଗ୍ରାମୀ ବଡ଼ ମା ପାର୍ବତୀ ଗିରିଙ୍କ ପ୍ରତିଷ୍ଠିତ "କସ୍ତୁରବା ଗାନ୍ଧୀ ମାତୃ ନିକେତନ"ରେ ଶନିବାର ବରଗଡ଼ ବିକାଶ ହସ୍ପିଟାଲର ଦୁଇ ଜଣ ଡାକ୍ତରମାନେ ସ୍ଵେଚ୍ଛାକୃତ
Read More...

ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୨୫/୨୬ଶିକ୍ଷା ବର୍ଷ ପାଇଁ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ୧୬୪ଜଣ ଛାତ୍ରଛାତ୍ରୀ ନିଜ ନିଜର ପ୍ରକଳ୍ପ ମାନ ପ୍ରଦର୍ଶନ କରିଥିଲେ । ଉଦଘାଟନୀ ସମାରୋହରେ ଅନୁଷ୍ଠାନର
Read More...

ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ କପସିଲା ପି.ଏମ୍.ଶ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ

ତୁଷୁରା, (ଖୁସିରାନୀ ସାହୁ) : ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ କପସିଲା ପି.ଏମ୍‌.ଶ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନ୍ମଥ ରାଜହଂସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏବିଇଓ ବିପିନ ବାଗ ମୁଖ୍ୟ ଅତିଥି ଭାବେ
Read More...