Yearly Archives

2025

ମୁରିବାହାଲ ବ୍ଲକ କଂଗ୍ରେସ କମିଟି ସଭାପତି ଚୟନ ପାଇଁ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଫରେଷ୍ଟ ବିଭାଗ ଡାକବଙ୍ଗଳାଠାରେ ମଙ୍ଗଳବାର ବ୍ଲକ କଂଗ୍ରେସ କମିଟିର ଉପସଭାପତି ବିଭୀଷଣ ମହାନନ୍ଦଙ୍କ ସଭାପତିତ୍ୱରେ ବ୍ଲକ କଂଗ୍ରେସ ସଭାପତି ଚୟନ ପାଇଁ ଏକ ସ୍ୱତନ୍ତ୍ର ତଥା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି
Read More...

ମୁରିବାହାଲ ସାର୍ବଜନୀନ ଦୂର୍ଗାପୂଜା କମିଟିର ପ୍ରତିଷ୍ଠାତା ସଦସ୍ୟ ଟିକେଲାଲ ଭୋଇଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା(ବସ୍ତି)ର ଟିକେଲାଲ ଭୋଇ(୭୫)ବର୍ଷଙ୍କ ମଙ୍ଗଳବାର ଅପରାହ୍ନରେ ବଲାଙ୍ଗିରଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ମୁରିବାହାଲ ସାର୍ବଜନୀନ ଦୂର୍ଗାପୂଜା କମିଟିର ଜଣେ ପ୍ରତିଷ୍ଠାତା ସଦସ୍ୟ
Read More...

ଭରସା ପୋର୍ଟାଲ୍ ଖୋଲି ଚର୍ଚ୍ଚାରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ବିଧାନ ସଭାର ୧୨୭- ଛତ୍ରପୁର ନିର୍ବାଚନ ମଣ୍ଡଳୀ କ୍ଷେତ୍ରର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଲୋକଙ୍କ ହାରି ଗୁହାରି ଶୁଣିବା ନିମନ୍ତେ "ଭରସା" ପୋର୍ଟାଲ୍ ଖୋଲି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ପୋର୍ଟାଲ୍ ମାଧ୍ୟମ ଖୋଲି ଛତ୍ରପୁର
Read More...

ଆୟର୍ବେଦ କଲେଜ ଅଡିଟରିୟମ ନିର୍ମାଣରେ ମନ୍ଥରତା କ୍ଷେତ୍ର ପରିଦର୍ଶନ କରି କ୍ଷୋଭ ପ୍ରକାଶ କଲେ ନରସିଂହ

ସୁବର୍ଣ୍ଣ ଜୟନ୍ତୀ ପୂର୍ବରୁ ପ୍ରକଳ୍ପ ସମ୍ପୁନ୍ନତାକୁ ନେଇ ସନ୍ଦେହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସ୍ଥାନୀୟ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ପରିଦର୍ଶନରେ ଯାଇଥିଲେ । ଶ୍ରୀ ମିଶ୍ର
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ସମାପ୍ତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ ସ୍ୱାଗତ ଭାଷଣ ଦେଲା ପରେ ସଭାପତି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସଂପାଦକ କପିଳେଶ୍ୱରୀ
Read More...

ପତଞ୍ଜଳି ପରିବାର ଦ୍ୱାରା ବଲାଙ୍ଗିରରେ ବିଶ୍ୱ ଯୋଗ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପତଞ୍ଜଳି ପରିବାର ବଲାଙ୍ଗିର ଆନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୧ତମ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜଗଦୀଶ ଯୋଗଲୟଠାରେ ଭାରତ ସ୍ୱାଭିମାନ ଜିଲ୍ଲା ପ୍ରଭାରୀ ରଘୁନାଥ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଯୋଗ ଦିବସ
Read More...

ଅଦା, ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କର : ବରଗଡ଼ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଦା, ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କରିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି । ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜସିଂହ ଚୌହ୍ୱାନଙ୍କ ନିକଟରେ ଏଭଳି ଦାବି ଉପସ୍ଥାପନ କରିଛନ୍ତି ବରଗଡ଼ ସାଂସଦ । ଓଡ଼ିଶାରେ ମସଲା ବିକାଶ ଓ ପାମ୍ ତେଲ
Read More...

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସାରା ବିଶ୍ୱରେ ସରକାରୀ ତଥା ବେସରକାରୀ ସ୍ତରରେ କର୍ମଶାଳା, ବୈଠକ, ଆଲୋଚନା ତଥା ରେଲି ମାଧ୍ୟ୍ୟମ ଲରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ କ୍ରାଏ କଲିକତା ତରଫରୁ ପାଟଣାଗଡ ବ୍ଲକ
Read More...

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ଗଙ୍ଗାଧର ମେହେରଙ୍କ ରଚିତ କବିତା ଆବୃତ୍ତି ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସେକ୍ଟର-୭ ସ୍ଥିତ ସଂସଦ କାର୍ଯ୍ୟାଳୟଠାରେ ସ୍ୱଭାବ ଗଙ୍ଗାଧର ମେହେର ରଚିତ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲାର ବିଭିନ୍ନ
Read More...

ଜଡ଼ିବୁଟି ଦିବସରେ ଔଷଧୀୟ ଚାରା ରୋପଣ କଲେ ପତଞ୍ଜଳି ଯୋଗ ପରିବାର

ରାଉରକେଲା, (ସସ୍ମିତା ପ୍ରଧାନ) : ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକ୍ରୀଷ୍ଣଜୀଙ୍କ ଜନ୍ମ ଦିବସକୁ ଜଡ଼ିବୁଟି ଦିବସ ରୂପେ ପ୍ରତି ବର୍ଷ ଅଗଷ୍ଟ ମାସ ୪ ତାରିଖରେ ପତଞ୍ଜଳି ଯୋଗ ପରିବାର ତରଫରୁ ସମଗ୍ର ଦେଶରେ ପାଳନ କରାଯାଉଛି । ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ତରଫରୁ ଜଡ଼ିବୁଟି
Read More...