ପୁଞ୍ଜିପଥର ଡଙ୍ଗରବୁଢା ମନ୍ଦିରରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି କରିନେଲେ ଦୁବୃର୍ତ୍ତ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି- ବଙ୍ଗୋମୁଣ୍ଡା ୪୨ ନଂ ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ପୁଞ୍ଜିପଥର ଡଙ୍ଗରବୁଢା ମନ୍ଦିରରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି କରିନେଲେ ଦୁବୃର୍ତ୍ତ । କଣ୍ଟାବାଞ୍ଜି ଥାନାରେ ମନ୍ଦିର ପରିଚାଳନା କମିଟି!-->…
Read More...
Read More...