Yearly Archives

2025

ମହୁଲପାଲିଠାରେ ଶ୍ରାବଣ ପୂର୍ଣ୍ଣିମାରେ ଅଙ୍ଗ ଆଳତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ଶନିବାର ଶ୍ରାବଣ ପୂଣ୍‌ମା ଅବସରରେ ଐତିହାସିକ ୧୨ଶହ ଅଙ୍ଗ ଆଳତୀ କରାଯାଇଛି । ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଲତାକୁ ଉପାସନା କରିବାର ଧାରା ରହି
Read More...

ନୃସିଂହନାଥରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ବିନ୍ଧ୍ୟ ବାସିନୀ ମଣ୍ଡପରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଆଦିବାସୀ ସମାଜ ମାନଙ୍କୁ ନେଇ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଗେଟ୍ ସମ୍ମୁଖରୁ ଏକ
Read More...

ଦେବଙ୍ଗରେ ବିଶ୍ୱ ଆଦିବାସୀ ଦିବସ ପାଳିତ : ବିଶ୍ୱ ଆଦିବାସୀ ଦିବସକୁ ଛୁଟି ଘୋଷଣା ଦାବି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବୀର ମାଏଟ ଦେବଙ୍ଗ ଗ୍ରାମଠାରେ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଆରାଧ୍ୟ ଦେବୀ ମାଁ ଜାଡେନଙ୍କୁ ପୂଜାର୍ଚ୍ଚନା କଲା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର, ବେଶଭୁଷା, ଡାକାବାଦ୍ୟ ସହ ଏକ ବିଶାଳ
Read More...

ଗୋଇମୁଣ୍ଡରେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ, ଗଛରେ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷାର ବାର୍ତ୍ତା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପରିବେଶ ବିନା ଜୀବନ ନାହିଁ । ପରିବେଶର ସୁରକ୍ଷା ଅତି ଜରୁରୀ । ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ପବିତ୍ର ରକ୍ଷା ବନ୍ଧନରେ ବୃକ୍ଷ ସହ ରକ୍ଷା ବନ୍ଧନ ପାଳିତ ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଆରା ଢଙ୍ଗରେ ପରିବେଶ ସୁରକ୍ଷା
Read More...

ମୁରିବାହାଲ ଦୁର୍ଗାବାହିନୀ ଓ ବଜରଙ୍ଗ ଦଳ ପକ୍ଷରୁ ଜରୁରୀକାଳୀନ ସେବା ଯୋଗାଉଥିବା ସମସ୍ତ କାର୍ଯ୍ୟାଳୟରେ ସ୍ଵତନ୍ତ୍ର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଦୁର୍ଗାବାହିନୀ ଓ ବଜରଙ୍ଗ ଦଳ ପକ୍ଷରୁ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅତି ଜରୁରୀକାଳୀନ ସେବା ଯୋଗାଉଥିବା ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଓ ପୋଲିସ ବିଭାଗ କାର୍ଯ୍ୟାଳୟକୁ ଯାଇ ସମସ୍ତ କର୍ମଚାରୀଙ୍କୁ
Read More...

ମୁରିବାହାଲ ବ୍ଲକ ଜିନ୍ଦାବାଦ ସଂଗଠନ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସରେ ରେଞ୍ଜ କାର୍ଯ୍ୟାଳୟ ଘେରାଉ

୧୭ଦଫା ଦାବିପତ୍ର ପ୍ରଦାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ମୁରିବାହାଲ ଓ ଟିଟିଲାଗଡ ବ୍ଲକର ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ସ୍ଵୀକୃତି ଆଇନ- ୨୦୦୬, ସଂଶୋଧିତ ନିୟମ-୨୦୧୨କୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା
Read More...

ଠିକାସଂସ୍ଥାର ମନାମାନି ଯୋଗୁଁ ସ୍କୁଲ ପାଚେରୀ ଭାଙ୍ଗିଲା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗରି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ପାଚେରୀକୁ ଏକ ଠିକାସଂସ୍ଥାର ଜେସିବି ଭାଙ୍ଗି ଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଶୁକ୍ରବାର ସକାଳ
Read More...

ଜାମପଡା ଗ୍ରାମର ସନ୍ତୋଷ ରଣା ହତ୍ୟାକାଣ୍ଡର ପର୍ଦାଫାଶ କଲା ପୋଲିସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ତଥା ସିନ୍ଧେକେଲା ଥାନା ଜାମଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ ଜାମପଡ଼ା ଗ୍ରାମର ସନ୍ତୋଷ ରଣା ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୋଲିସ । ଜାମପଡ଼ା ଗାଁ ନିକଟସ୍ଥ ମଞ୍ଜୁରମୁଡା ଡ଼ଙ୍ଗର ନିକଟରେ ଏକ ମୃତଦେହ
Read More...

ବିଶ୍ୱ ଆଦିବାସୀ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଇଚ୍ଛାପଡା ସ୍ଥିତ ଶବରୀ ନାରାୟଣ ମନ୍ଦିର ଧର୍ମଶାଳା ପରିସରରେ ଆଦିବାସୀ ଅଧିକାର ମହାସଂଘ ଆନୁକୁଲ୍ୟରେ ସଭାପତି ମୟ ପ୍ରଧାନୀଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରଣଜିତ ବେହେରା, ସମ୍ମାନିତ ଅତିଥି ଚମାର ସିଂ
Read More...

ନରେନ୍ଦ୍ର କବାଟଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ବରପାଲିପଡା ନିବାସୀ ତଥା ସାମାଜିକ ସଂଗଠକ ନରେନ୍ଦ୍ର କବାଟ (୬୫)ଙ୍କ ଆଜି ପରଲୋକ ହୋଇଯାଇଛି । ଏହି ଖବର ପ୍ରଚାର ହେବା ପରେ ବଲାଙ୍ଗିର ସହରରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକଙ୍କ ସୁତ୍ରରୁ ପ୍ରକାଶ ଯେ, ସେ ଗତକିଛି ଦିନ ହେଲା ସେ
Read More...