Yearly Archives

2025

ଫିଜି ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ମହାମହିମ ପ୍ରଧାନମନ୍ତ୍ରୀ ରାବୁକା,ଉଭୟ ଦେଶର ପ୍ରତିନିଧିଗଣ,ସାମ୍ବାଦିକ ବନ୍ଧୁମାନେ,ନମସ୍କାରବୁଲା ବିନାକାମୁଁ ପ୍ରଧାନମନ୍ତ୍ରୀ ରାବୁକା ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରୁଛି । ୩୩ ବର୍ଷ ପରେ ୨୦୧୪ ମସିହାରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଫିଜି ମାଟିରେ ପାଦ ଦେଇଥିଲେ ।
Read More...

ଅଗଷ୍ଟ ୨୯ରେ ରାଉରକେଲାରେ ଅନୁଷ୍ଠିତ ହେବ ‘ପଥ ଉତ୍ସବ’

ଓଲିଉଡ ତାରକାଙ୍କ କଣ୍ଠର ଯାଦୁରେ ଝୁମିବେ ରାଉରକେଲାବାସୀ ସ୍ଥାନୀୟ କଳାକାରଙ୍କ ପାଇଁ ପ୍ଲାଟଫର୍ମ ପାଲଟିବ 'ପଥ ଉତ୍ସବ' ରାଉରକେଲା, (ସସ୍ମିତା ପ୍ରଧାନ) : ୨୫ ଅଗଷ୍ଟ ୨୦୨୫ ଦୀର୍ଘ ଦୁଇ ବର୍ଷ ପରେ ପୁଣି ରାଉରକେଲା ସହରରେ ଆୟୋଜନ ହେବାକୁ ଯାଉଛି ପଥ ଉତ୍ସବ । ରାଉରକେଲା ବାସୀଙ୍କୁ
Read More...

ଗୋଇମୁଣ୍ଡରେ ୪୯ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ଧାଉଡ଼ିଆ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଦୂର୍ଗାମଣ୍ଡପ ପ୍ରାଙ୍ଗଣରେ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ୪୯ତମ ସାର୍ବଜନୀନ ଦୂର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଅଶୋକ ନାରାୟଣ ଭୋଇ ସଭା ସଂଯୋଜନା
Read More...

ଉତ୍ତମ ବ୍ୟକ୍ତିତ୍ୱ ପାଇଁ ଉପଯୁକ୍ତ ଶୈଶବ ଜରୁରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ଆଜି ସ୍ଥାନୀୟ ଜେଆଇଟିଏମ୍‌ କଲେଜରେ ଶିଶୁ ଅଧିକାର, ଶିଶୁ ସୁରକ୍ଷା ନିମିତ୍ତ ବିଭିନ୍ନ ବିଧି ବ୍ୟବସ୍ଥା ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନତା
Read More...

ବ୍ରହ୍ମକୁମାରୀ ବଲାଙ୍ଗିର ପକ୍ଷରୁ ରକ୍ତଦାନ ମହୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଲାଲଟିକ୍ରା ସ୍ଥିତ ବ୍ରହ୍ମା କୁମାରୀଜ୍‌ ମୁଖ୍ୟାଳୟ ବିଶ୍ୱ କଲ୍ୟାଣ ଭବନଠାରେ ଦିବଂଗତ ଦାଦୀ ପ୍ରକାଶ ମଣିଜୀଙ୍କ ୧୮ତମ ପୂଣ୍ୟତିଥି ଉପଲକ୍ଷେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମା କୁମାରୀ ଭାଇଭଉଣୀ ତଥା ତାଙ୍କର
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସ୍ୱତନ୍ତ୍ର ଜାତୀୟ ସେବା ଶିବିର

ମା ନାମରେ ଗଛଟିଏ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଗତ ତା.୨୪.୦୮.୨୦୨୫ ରିଖ ଦିନ ଜାତୀୟ ସେବା ସଂସ୍ଥା ପକ୍ଷରୁ ମା’ନାମରେ ଗଛଟିଏ ୨.୦ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ସଂସ୍ଥାର
Read More...

ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଗୌରବଜନକ କୃତିତ୍ୱ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରତିଭାଶାଳୀ ଛାତ୍ରୀ ସୁଶ୍ରୀ ହିରଣ୍ମୟୀ ଦାଶ ସର୍ବ ଭାରତୀୟ ସ୍ତରର କ୍ୟାଟ୍ ଓ ମ୍ୟାଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏନଆଇଟି, (ଜାତୀୟ ପ୍ରାଦ୍ୟୋତିକ ପ୍ରତିଷ୍ଠାନ) ରାଉରକେଲାର ଏମବିଏ ପାଠ୍ୟକ୍ରମରେ ନାମ ଲେଖାଇବା
Read More...

ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସାଂସ୍କୃତିକ ଜାଗରଣ ମାନସିକ ସ୍ୱାସ୍ଥ୍ୟକୁ ସଜାଡ଼ିବ ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିକ ସ୍ୱାସ୍ଥ୍ୟ ସାଂସ୍କୃତିକ ଜାଗରଣର ଯଥେଷ୍ଟ ଆବଶ୍ୟକତା ରହିଛି । ଏହାଫଳରେ ସାମାଜିକ ସ୍ୱଚ୍ଛତା ତିଆରି ହୋଇ ପାରିବ ବୋଲି ବରଗଡ ଜିଲ୍ଲା ପଦ୍ମପୁର ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟର ଦ୍ଵିତୀୟ
Read More...

ଷ୍ଟାଟ୍ – ଅପ୍, ଇନୋଭେସନ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ସଭାପତିତ୍ୱରେ ଷ୍ଟାଟ୍-ଅପ୍ , ଇନୋଭେସନ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଷ୍ଟାଟ୍-ଅପ, ଇନୋଭେସନକୁ
Read More...

ନୂଆଖାଇ ପାଇଁ ନୃସିଂହନାଥକୁ ଝିଟିକି ଗ୍ରାମରୁ ଆସିଲା ସାଲିଆନା ଭାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ନୂଆଁଖାଇ ପାଇଁ ନୃସିଂହନାଥ ମନ୍ଦିରକୁ ଆସିଲା ସାଲିଆନା ଭାର । ଝିଟିକି ଗ୍ରାମର ଚାଷୀମାନଙ୍କ ସହ ସମଗ୍ର ଗ୍ରାମବାସୀ ପ୍ରାୟ ୩୦୦ ପରିବାର ଗାଁରେ ଘର ଘର ବୁଲି ସଂଗ୍ରହ
Read More...