Yearly Archives

2025

ଭୁବନେଶ୍ୱରଠାରେ ବେସାମରିକ ବିମାନ ଚଳାଚଳ ଉପରେ ପୂର୍ବାଞ୍ଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ

● କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମରେ ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ପାଇଲଟ୍ ଟ୍ରେନିଂ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ● ଗତ ୧୧ ବର୍ଷ ମଧ୍ୟରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ହୋଇଛି ବ୍ୟାପକ ରୂପାନ୍ତରଣ; ପ୍ରତି ୪୫ ଦିନରେ ଗୋଟିଏ ବିମାନ ବନ୍ଦର ହେଉଛି କାର୍ଯ୍ୟକ୍ଷମ
Read More...

ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ ଉଦଯାପିତ

ଶୀର୍ଷରେ ରହିଲେ ଓଡ଼ିଶା, ମଧ୍ୟପ୍ରଦେଶ ଏବଂ କେରଳ ନୂଆଦିଲ୍ଲୀ, (ପିଆଇବି) : ଜାମ୍ମୁକାଶ୍ମୀର ଶ୍ରୀନଗରସ୍ଥିତ ଡାଲ୍ ହ୍ରଦରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବରେ ମଧ୍ୟପ୍ରଦେଶ, ଓଡ଼ିଶା ଏବଂ କେରଳ ଶ୍ରେଷ୍ଠ
Read More...

ବୁର୍ଡା ଦୁର୍ଗାପୂଜା କମିଟି ଗଠିତ

ଲୋଇସିଂହା : ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡ଼ା ସ୍ଥିତ ସାର୍ବଜନୀନ ମା ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜା ୨୭ ତମ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ
Read More...

ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍ ୨୦୨୫ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି କେନ୍ଦ୍ର…

ନୂଆଦିଲ୍ଲୀ, (ପିଆଇବି) : ଜଣେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଜେଲରୁ ସରକାର ଚଳାଇବା ଦେଶର ଗଣତନ୍ତ୍ର ପ୍ରତି ଅପମାନ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇଁ ସରକାରଙ୍କ ସଚିବ ଏବଂ ମୁଖ୍ୟ ସଚିବ ଜେଲକୁ ଯିବା ଆମ ଗଣତନ୍ତ୍ର ପାଇଁ ଠିକ୍ ନୁହେଁ
Read More...

ମହିଳା ସମାନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଭୋଟ୍ ଦେବାର ଅଧିକାର, ଗଣତନ୍ତ୍ରର ମୂଳଦୁଆ, ସମସ୍ତ ନାଗରିକଙ୍କର ଅଟେ କିନ୍ତୁ ଏହା ସର୍ବଦା ହୋଇନଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ, ଅଧିକାଂଶ ଦେଶ ସେମାନଙ୍କର ଜନସଂଖ୍ୟାର ଅଧାକୁ ଭୋଟ୍ ଅଧିକାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ମହିଳା । ସେମାନଙ୍କ ସ୍ୱର
Read More...

ପ୍ରଗତି ଉତ୍କଳ ସଂଘରେ ଦେବେନ୍ଦ୍ର ଦାଶ ସ୍ମାରକୀ ବକ୍ତୃତା

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଜ୍ଞା ପୁରୁଷ ଦେବେନ୍ଦ୍ର କୁମାର ଦାଶ ଥିଲେ ବହୁପ୍ରସ୍ତୀୟ ବୁଦ୍ଧିଜୀବୀ । ସାହିତ୍ୟର ବିବିଧ ଦିଗ ସହିତ ନନ୍ଦନ ତତ୍ୱ, ଇତିହାସ ଚର୍ଚ୍ଚା ଓ ସଂସ୍କୃତି ଚର୍ଚ୍ଚାରେ ତାଙ୍କର ବିଦ ବତ୍ତା ଉଲ୍ଲେଖନୀୟ । ଜଣେ ଯୁକ୍ତିବାଦୀ, ହେତୁବାଦୀ ରୂପେ ପରିଚିତ
Read More...

ନକଲି ଜମି ମାଲିକ ସହ ଦୁଇ ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ଫର୍ଦଫାଶ କରିଛି । ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼ (୩୦), ଦିଲୀପ ମାଳି (୫୧) ଓ ଦଣ୍ଡପାଣି
Read More...

ଗୋଇମୁଣ୍ଡରେ ୪୯ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ସହ ନୂତନ କମିଟି ଗଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଦୁର୍ଗାମଣ୍ଡପ ପ୍ରାଙ୍ଗଣରେ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ୪୯ତମ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଅଶୋକ ନାରାୟଣ
Read More...

କୁଟାସିଂହାରେ ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନା ଦିବସ

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଧର୍ମୋ ରକ୍ଷତି ରକ୍ଷତଃ - ଯିଏ ଧର୍ମକୁ ରକ୍ଷା କରେ ଧର୍ମ ତାକୁ ରକ୍ଷା କରେ ବୋଲି ବିଶ୍ଵ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂପାଦକ ଯୋଗୀନ୍ଦ୍ର ଦାଶ କହିଛନ୍ତି । ଆଗଲପୁର ବ୍ଲକ କୁଟାସିଂହାଠାରେ ଅନୁଷ୍ଠିତ ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନା ଦିବସ
Read More...

ଯାତ୍ରୀଙ୍କ ପାଇଁ ଖୁସି ଖବର : ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, (ପିଆଇବି) : ଆସନ୍ତା ପାର୍ବଣ ଋତୁରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ପରିଚାଳନା କରିବା ଏବଂ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବା ପାଇଁ, ଭାରତୀୟ ରେଳବାଇ ପାଟନା ଏବଂ ପୁରୀ ମଧ୍ୟରେ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌ ସେବା ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି ।
Read More...