ମାର୍ଚ୍ଚ ୧୨ରେ ହେବ ଆଦିବାସୀ ମହାମେଳି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିରର ସ୍ଥାନୀୟ ଇଚ୍ଛାପଡା ଶବରୀନାରାୟଣ କଲ୍ୟାଣ ମଣ୍ଡପ ଠାରେ ଏକ ଜରୁରୀ କାଳିନ ବୈଠକ ସତ୍ୟନାରାୟଣ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପୁରୁଷୋତ୍ତମ ଧରୁଆ ସାଧାରଣ ସଂପାଦକ, ଶରତ ସିଂ ଭୋଇ!-->…
Read More...
Read More...