Daily Archives

ଭିଜିଲାନ୍ସ ଜାଲରେ ରାଜସ୍ଵ ନିରୀକ୍ଷକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅନ୍ତର୍ଗତ ସିନ୍ଦୁରପୁର ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବିବେକାନନ୍ଦ ତ୍ରିପାଠୀ ୨୦ ହଜାର ଟଙ୍କା ଲଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ଜମିର କିସମ
Read More...

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଓ ଗନ୍ଧମାର୍ଦ୍ଦନ ପର୍ବତର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ଓଡ଼ିଶାର ବୃହତ୍ ଦ୍ଵିତୀୟ ଚିଡ଼ିଆଖାନା ହେଉ ନୃସିଂହନାଥରେ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଲୋକସଭା କ୍ଷେତ୍ରର ସାଂସଦ ତଥା ଗନ୍ଧମାର୍ଦ୍ଦନ ଆନ୍ଦୋଳନର ପୁରୋଧା ପ୍ରଦୀପ ପୁରୋହିତଙ୍କ ତତ୍ତ୍ଵାବଧାନରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଉପ-ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,
Read More...

ବଲାଙ୍ଗିର ତଣ୍ଡାମୁଣ୍ଡା ଘାଟିରେ ପଡ଼ିଛି ୨ ଅଜଣା ଯୁବକ ଯୁବତୀଙ୍କ ମୃତଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁତଲା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଘାଟିରେ ପଡ଼ିଛି ୨ ଅଜଣା ଯୁବକ ଯୁବତୀଙ୍କ ମୃତଦେହ । ଯୁବକଙ୍କ ତଣ୍ଟି କଟା ହୋଇଥିବା ବେଳେ ଅର୍ଦ୍ଧନଗ୍ନ ଅବସ୍ଥାରେ ପଡ଼ି ରହିଛନ୍ତି ଯୁବକ ଜଣକ । ଅନପଟେ ଯୁବତୀ ମଧ୍ୟ ତାଙ୍କ ନିକଟରେ ପଡ଼ି ରହିଛନ୍ତି ।
Read More...

ଡିଏପି ଅଭାବ କାରଣରୁ ରବି ଫସଲ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ଥିବା ବିଷୟରେ ଗଣମାଧ୍ୟମରେ ପ୍ରକାଶିତ କେତେକ ଖବର…

ଡିଏପି ଉପରେ ସବସିଡି ଆଦୌ ହ୍ରାସ କରାଯାଇନାହିଁ, କୋଭିଡ୍ ସମୟରୁ ଡିଏପିର ସର୍ବାଧିକ ଖୁଚୁରା ମୂଲ୍ୟ ୫୦ କିଗ୍ରା ବସ୍ତା ପିଛା ୧୩୫୦/- ଟଙ୍କା ରଖାଯାଇଛିଦୁଇଟି କ୍ୟାବିନେଟ୍ ନିଷ୍ପତ୍ତି ମାଧ୍ୟମରେ ରବି ଋତୁ ପାଇଁ ସବସିଡି ବୃଦ୍ଧି କରାଯାଇଛି୨୦୨୪-୨୫ ରବି ଋତୁ ପାଇଁ ମୋଟ୍‌ ବଜେଟ୍ ଆବଣ୍ଟନ
Read More...

୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩ ଅକ୍ଟୋବର ୨୦୨୪ରେ କାଜାନଠାରେ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସାକ୍ଷାତ କରିଥିଲେ । ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳରେ ୨୦୨୦ରେ ଉପୁଜିଥିବା ସମସ୍ୟାଗୁଡ଼ିକର ସମ୍ପୂର୍ଣ୍ଣ
Read More...

୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଜାନଠାରେ ଋଷ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ନୂଆଦିଲ୍ଲୀ, (ପିଆଇବି) : ବ୍ରିକ୍ସ ନେତାମାନେ ବହୁପକ୍ଷବାଦକୁ ସୁଦୃଢ଼ କରିବା, ଆତଙ୍କବାଦର ମୁକାବିଲା, ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା,
Read More...

ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ବାତ୍ୟା ଦାନାର ଲ୍ୟାଣ୍ଡଫଲ୍‌କୁ ଦୃଷ୍ଟିରେ ରଖି ଆଇସିଜି ପ୍ରତିଷେଧକ ମୂଳକ ପଦକ୍ଷେପ…

ଜାହଜ ଏବଂ ବିମାନକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରଖାଯାଇଛି, ପାଣିପାଗ ଚେତାବନୀ ଏବଂ ସୁରକ୍ଷା ପରାମର୍ଶ ପ୍ରସାରିତ ହେଉଛି; ବିପର୍ଯ୍ୟୟ ପ୍ରଶମନ ଦଳ ପ୍ରସ୍ତୁତ ନୂଆଦିଲ୍ଲୀ, (ପିଆଇବି) : ୨୪ – ୨୫ ଅକ୍ଟୋବର ୨୦୨୪ରେ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଘୂର୍ଣ୍ଣିଝଡ଼ ଦାନା ଲ୍ୟାଣ୍ଡଫଲ୍
Read More...

ପୂର୍ବତନ ସରପଞ୍ଚଙ୍କ ବିୟୋଗରେ ଲାଠୋର ଅଞ୍ଚଳରେ ଶୋକାକୁଳ ପରିବେଶ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ପୂର୍ବତନ ସରପଞ୍ଚ ହରେକୃଷ୍ଣ ଭଇଁସାଲ(୭୯)ଙ୍କ ବୁଧବାର ତାଙ୍କ ବାସ ଭବନରେ ମୃତ୍ୟୁ ଘଟିଛି । ସେ ଦୀର୍ଘ ଦିନରୁ କିଡ଼ନି ଜନିତ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ
Read More...

ଛତ୍ରପୁର ଲୱେର ବସ୍‌ଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀବଜାରରେ ମେଢ଼ ବିସର୍ଜନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୱେର ବସ୍‌ଷ୍ଟାଣ୍ଡ ନିକଟସ୍ଥ ଲକ୍ଷ୍ମୀବଜାରରେ ଆୟୋଜିତ ପୂଜା ମଣ୍ଡପରେ ଗଜଲକ୍ଷ୍ମୀଙ୍କ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଉଦ୍‌ଯାପିତ ଅବସରରେ ମଙ୍ଗଳବାର ମଧ୍ୟାହ୍ନରେ ପୂଜା ମଣ୍ଡପ ପରିସରରେ ଅନ୍ନପ୍ରସାଦ ବ୍ୟବସ୍ଥା
Read More...