Daily Archives

ପଦ୍ମପୁର ଓକିଲ ସଂଘ ତରଫରୁ ୩୦୦ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଏବଂ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରରେ ୩୦୦ ଶର୍ଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଏବଂ ଏକ ମେଡ଼ିକାଲ କଲେଜ ସ୍ଥାପନ ଉଦ୍ଦେଶ୍ୟରେ ଆଜି ଓକିଲ ସଂଘ, ପଦ୍ମପୁରର ସଭାପତି ଆନନ୍ଦ କୁମାର ପଣ୍ଡା ଓ ସମ୍ପାଦକ ଚିନ୍ମୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ, ପଦ୍ମପୁରଙ୍କ ଜରିଆରେ
Read More...

ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ଶିକ୍ଷ୍ୟାବିତ୍‌, ସୁନାମଧନ୍ୟ ଜ୍ୟୋତିଷ ତଥା ସମାଜସେବୀ ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ଆଜି ତାଙ୍କ ଜନ୍ମସ୍ଥାନ, ବଲାଙ୍ଗିର ଜିଲ୍ଲାର ଲୋଇସିଂହା ତହସିଲଦାର ଅଧିନ ସ୍ଥିତ ସିଂହାଣୀମୁଣ୍ଡା ଗ୍ରାମରେ ଅନାବରଣ ହୋଇଯାଇଛି । ଶ୍ରୀ ଗୁରୁ ନିଜ
Read More...

ନୂଆଁଖାଇ ପାଳିଲେ ଲକ୍ଷେଘର ଗଣ୍ଡା ସମାଜର ପରିବାର : ସୃଷ୍ଟି କଲେ ନିଆରା ଉଦାହରଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଏକାଠି ମିଶି ୫୨ ପରିବାରର ୨୦୫ ଜଣ ପଡ଼ାବାସୀ ନୂଆଁ ଖାଇଲେ । ନୂଆଁଖାଇ ହେଉଛି ଅନେକତାରେ ଏକତା ସୂତ୍ରରେ ବାନ୍ଧିବାର ପର୍ବ । ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ଗ୍ରାମର ଗୋଟିଏ ସାହି ଏକା ସାଙ୍ଗେ ନୁଆଁ ଖାଇବା ହେଉଛି ଏକ ସୂତ୍ରରେ ବାନ୍ଧି ହୋଇ
Read More...

ସାନଟିକାରେ ନୂଆଁଖାଇ ଭେଟ୍‌ଘାଟ୍‌

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଜଳେଶ୍ୱର ପୀଠ ସାନଟିକାରେ ଆଜାଦ ୟୁଥ କ୍ଳବ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସନ୍ତୋଷ ସାହୁ, ଭାରତୀୟ ବାୟୁସେନାର ଅଧିକାରୀ ରାମଚନ୍ଦ୍ର ସାହୁ, ଦିଲୀପ
Read More...

ବାଦିବାହାଲରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ନେତାଜୀ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ମେଘୁ ନାଗ ପୌରହିତ୍ୟ କରିଥିବାବେଳେ ଅବସରପ୍ରାପ୍ତ ପ୍ରତିରକ୍ଷା ବିଭାଗ
Read More...

ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ : ୪ ଦୁର୍ବୃତ୍ତ ଫେରାର୍‌

କଳାହାଣ୍ଡି : ନର୍ଲା ଥାନା ମୁଣ୍ଡା ଗାଁରେ ଚାଞ୍ଚଲ୍ୟ । ଜଣେ ପୂଜକଙ୍କୁ ଟାଙ୍ଗିଆରେ ହାଣିଲେ ୪ ଜଣ ଦୁର୍ବୃତ୍ତ । ଗୁରୁତର ପୂଜକ ମେଡିକାଲରେ ଭର୍ତ୍ତି । ମଙ୍ଗଳବାର ୧୧ଟା ସମୟରେ ମୁଣ୍ଡା ଗାଁର ତାରିଣୀ ମନ୍ଦିର ପୂଜକ ସୁଶାନ୍ତ ଠାକୁର ପତ୍ନୀଙ୍କ ସହ ପିଲାଙ୍କୁ ଆଣିବାକୁ ସ୍କୁଲ ଯାଉଥିଲେ ।
Read More...

ମାଳିଗୁଡା ପାହାଡ଼ରୁ ଖସୁଛି ମାଟି ଅତଡ଼ା : ଗାଁରେ ପଶୁଛି ପଥର ଓ ପାଣି, ଗ୍ରାମବାସୀ ଭୟଭୀତ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ୍‌) : ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବା ଫଳରେ ଲଘୁଚାପ ଜନିତ ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ବାଣ୍ଡିଗୁଡା ପଞ୍ଚାୟତ ମାଳିଗୁଡା ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଦେଖାଦେଇଛି । ମାଳିଗୁଡା ଗ୍ରାମ ପାହାଡ଼ର ପାଦଦେଶରେ ରହିଥିବା ହେତୁ ଗତ
Read More...

ଇସ୍ପାତ ସାହିତ୍ୟ ସଂସଦର ନାରୀ କବି ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ନାରୀକବି ସମ୍ମିଳନୀ ସଂସଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରଶ୍ମିବାଳା ରାଉତରାୟଙ୍କ ସଭାପତିତ୍ୱ ଓ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଏସ୍‌ପି
Read More...

ଉତ୍କଳ ସମ୍ମିଳନୀ ରାଉରକେଲା ଶାଖାର ନୂଆଁଖାଇ ପର୍ବ ପାଳିତ

ରାଉରକଲା, (ସସ୍ମିତା ପ୍ରଧାନ) : ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଉତ୍କଳ ସମ୍ମିଳନୀ ରାଉରକେଲା ଶାଖାର ଆନୁକୂଲ୍ୟରେ ନୂଆଁଖାଇ ପର୍ବ ମହା ସମାରୋହରେ ପାଳନ ହୋଇଯାଇଛି । ଡ. କିଶୋରୀ ଦାଶଙ୍କ ସଂଯୋଜନାରେ ଉଦ୍ଘାଟକ ଭାବେ ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡା. ଉତ୍ତମ ଚରଣ ଜେନା ତାଙ୍କର ଉଦ୍‌ଘାଟନୀ
Read More...

ମାତାଲ ଡ୍ରାଇଭର୍‌ ଏବଂ କଣ୍ଡକ୍ଟର ହାତରେ ଲକ୍ଷ୍ମୀ ବସ୍‌ ଷ୍ଟିୟରିଂ

ବେଲପଡା, (ଅଶୋକ କୁମାର ବାଗ) : ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍‌ ବ୍ୟବସ୍ଥା ଏବେ ଅବ୍ୟବସ୍ଥାରେ ପଡ଼ିଥିବା ନଜରକୁ ଆସିଛି । ଲକ୍ଷ୍ମୀ ବସ୍‌ରେ ମଦ ପିଇ ଡ୍ରାଇଭର୍‌ ଏବଂ କଣ୍ଡକ୍ଟର ମାତାଲ । ମଦ ପିଇ ଗାଡି ଚଳାଇବାକୁ ଜନସାଧାରଣ ମନା
Read More...