Daily Archives

ସଇଁତଲାରେ ଡେଙ୍ଗୁ ବ୍ୟାପୁଛି ଘଟଣାରେ ପ୍ରଶାସନର ଜରୁରୀକାଳୀନ ବୈଠକ : ଲୋକଙ୍କୁ ସଚେତନତା କରିବା ପାଇଁ ପରାମର୍ଶ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଡେଙ୍ଗୁ ବ୍ୟାପୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ପ୍ରଗତିବାଦୀରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ବଲାଙ୍ଗିର ଓ ସଇଁତଲା ଡାକ୍ତରୀ ଟିମ୍‌ ପହଂଚି ମହିଳା ଓ ପୁରୁଷମାନଙ୍କୁ ଜ୍ୱର ହେଉଥିବା ନେଇ
Read More...

ଟିଟିଲାଗଡ଼ ବିଧାୟକଙ୍କ ଡେଙ୍ଗୁ ପୀଡିତା ଅଞ୍ଚଳ ପରିଦର୍ଶନ : ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ…

ସଇଁତଲା, (ପ୍ରମୋଦ ସେଲମା) : ଶନିବାର ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ସଇଁତଲା ସହରକୁ ପରିଦର୍ଶନ କରିଛନ୍ତି । ଗତ ସପ୍ତାହେ ହେଲାଣି ଡେଙ୍ଗୁ ରୋଗୀ ଚିହ୍ନଟ ସଂଖ୍ୟା ୨୫ରୁ ବୃଦ୍ଧି ପାଉଥିବା ବେଳେ ଲୋକେ ଭୟଭୀତ ବାତାବରଣ ସୃଷ୍ଟି ଦେଖାଦେଇଛି । ଘଟଣା ଖବର ପାଇଁ ବିଧାୟକ ଶ୍ରୀ ଜୈନ
Read More...

ରେଡ୍‌କ୍ରସ୍‌ ତରଫରୁ ରଥଯାତ୍ରା ଉପଲକ୍ଷେ ସାମାଜିକ ସେବା ଶିବିର ଉଦ୍‌ଘାଟିତ

ପୁରୀ : ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ତରଫରୁ ପବିତ୍ର ରଥଯାତ୍ରା ଉପଲକ୍ଷେ ସାମାଜିକ ସେବା ଶିବିର ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଠାରେ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମହାମହିମ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ଶିବିରକୁ
Read More...

ପାଇକମାଲ ଠାରେ ବ୍ଲକସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ କୋଟି କୋଟି ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଗତ ୨୦୨୩ ମସିହାରୁ ଶୁଭ ଉଦ୍‌ଘାଟନ ହୋଇଥିଲା । ନୀତି ଆୟୋଗଙ୍କ ଦ୍ୱାରା ପରିଚାଳିତ ଏହି ଅଭିଯାନ
Read More...

ପିସି କାରବାର ଉପରେ ଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ କହି ତାଗିଦ୍ କଲେ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାପାଳଙ୍କୁ ପାଇକମାଲ ବ୍ଲକରେ ହୋଇଥିବା ପିସି କାରବାର ଉପରେ ତଦନ୍ତ କରିବାକୁ ବରଗଡ଼ ଜିଲ୍ଲାପାଳଙ୍କୁ ବୈଠକର ମଞ୍ଚ ଉପରେ ଅନୁରୋଧ କରି ଉପସ୍ଥିତ ବିଡ଼ିଓ ଏବଂ ସରକାରୀ କର୍ମଚାରୀଙ୍କୁ ତାଗିଦ୍ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବରଗଡ଼
Read More...

ବୃକ୍ଷରୋପଣ କଲେ ସରପଞ୍ଚ ସୁବାସିନୀ ନନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟ ପରିସରରେ ସରପଞ୍ଚ ଶ୍ରୀମତୀ ସୁବାସିନୀ ନନ୍ଦ ଓ ନନ୍ଦିକିଶୋର ନନ୍ଦ ବୃକ୍ଷରୋପଣ କରିଛନ୍ତି । ଏକ ସ୍ୱତନ୍ତ୍ର ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନ ତଥା ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ ।
Read More...

କେନ୍ଦ୍ରୀୟ ଯୋଜନାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

ଅଣଧାନ ଚାଷରେ ଏଫ୍. ପି. ଓ.ଙ୍କୁ ଅଗ୍ରାଧିକାର ଦେବାପାଇଁ ଗୁରୁତ୍ଵ ଭବାନୀପାଟଣା, (କେପିଏନ୍‌ଏସ୍‌) : ଉଭୟ ଅର୍ଥନୈତିକ ବିକାଶ ଏବଂ ରାଷ୍ଟ୍ର ନିର୍ମାଣରେ କୃଷି କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ୨୦୨୪-୨୫ ସୁଦ୍ଧା ଭାରତରେ କୃଷି ଉତ୍ପାଦର ରପ୍ତାନୀ ବୃଦ୍ଧି ଓ
Read More...

ଝାରବନ୍ଧ କଲେଜରେ ‘ମାଁ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ 'ମାଁ ପାଇଁ ଗଛଟିଏ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହା ବିଦ୍ୟାଳୟ ଏନ୍ଏସ୍ଏସ୍‌ ୟୁନିଟ୍‌ ଓ ଯୁବ ରେଡ୍‌କ୍ରସ୍‌ ୟୁନିଟ୍‌ ଆନୁକୁଲ୍ୟରେ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରାଙ୍କ ନେତୃତ୍ୱରେ ଅନେକ ଫଳ,
Read More...

ଜୁଏଲ୍‌ଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଅଗ୍ରସେନ ଭବନରେ, ରାଉରକେଲା ବିଧାନସଭା କ୍ଷେତ୍ରର ଏକ ନାଗରିକ ସମ୍ବର୍ଦ୍ଧନା ଓ ମତଦାତା ଅଭିନନ୍ଦନ ସମାରୋହ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ଼ ମାଟିର ପୁଅ, ଟାଣୁଆ ଆଦିବାସୀ ନେତା
Read More...

ବନ ମହୋତ୍ସବ ସପ୍ତାହ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ତରଫରୁ ଭଗବାନ ବିଦ୍ୟା ମନ୍ଦିର ଖୁଜେନପାଲି ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଜର୍ଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଡକ୍ଟର ପବିତ୍ର
Read More...