Daily Archives

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବନ୍ୟା ପରିଚାଳନା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ବିପର୍ଯ୍ୟୟ ପରିଚାଳନା 'ଜିରୋ କାଜୁଆଲିଟି ଆଭିମୁଖ୍ୟ' ସହିତ ଆଗେଇ ଚାଲିଛିକେନ୍ଦ୍ରୀୟ ଜଳ ଆୟୋଗର ବନ୍ୟା ନିରୀକ୍ଷଣ କେନ୍ଦ୍ର ଗୁଡ଼ିକ ଆମର ଆବଶ୍ୟକତା ଏବଂ ଅନ୍ତର୍ଜାତୀୟ ମାନର ହେବା ଉଚିତ – ସ୍ୱରାଷ୍ଟ୍ର ମନ୍ତ୍ରୀବ୍ରହ୍ମପୁତ୍ର ନଦୀର
Read More...

କଣ୍ଟାବାଞ୍ଜିର ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ମୁରିବାହାଲ ବ୍ଲକରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ବ୍ଲକ ପ୍ରଶାସନ, ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ, ଯାଦବ ସମାଜ, ହଳଦୀ ମଣ୍ଡଳ ସହ ବହୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶାର ତଥା ବଲାଙ୍ଗିର ଜିଲ୍ଲାର ବହୁ ଚର୍ଚ୍ଚିତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ ଚଳିତ
Read More...

ଗୁରୁ ଭଗବାନ ସାହୁଙ୍କ ରାଜ୍ୟ ସ୍ତରୀୟ ମହୋତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଅସ୍ମିତାର ମହାନାୟକ ଭାଷା କଳା, ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ରାଜ୍ୟ ସ୍ତରୀୟ ୯୪ ତମ ଜୟନ୍ତୀ ଚଳିତ ବର୍ଷ ଠାରୁ ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ମହୋତ୍ସବ ଗତକାଲି ବରଗଡ଼ ବିଜୁ ପଟ୍ଟନାୟକ ଟାଉନ୍‌ ହଲ୍‌ ଠାରେ ଗତକାଲି ପବିତ୍ର
Read More...

ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ ବଲାଙ୍ଗିର ବିଧାନସଭା କାର୍ଯ୍ୟାଳୟ ଠାରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଇଥିଲା । ଭାରତୀୟ ଜନତା ପାର୍ଟିର ବିଧାନସଭା ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ ଏଥିରେ ଯୋଗଦାନ କରିଥିଲେ । ଶ୍ୟାମା
Read More...

ପଡ଼ିଆରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବାରିପଦା : ବାରିପଦା ସଦର ଥାନା ଅନ୍ତର୍ଗତ ରଜାବସା ପଡ଼ିଆରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ବାରିପଦା ସଦର ଥାନା ଅଧିକାରୀଣି ମଧୁସ୍ମିତା ମହାନ୍ତି ସଦଳବଳେ ରବିବାର ସକାଳୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୃତ ମହିଳା ଜଣକ ହେଲେ
Read More...

ମାଓ ଶିବିରରୁ ଜବତ ହେଲା ନକଲି ଟଙ୍କା ସହ ନୋଟ୍ ତିଆରି ମେସିନ୍

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା । ପ୍ରତିଦିନ ଭଳି ସୁକମା ଜିଲ୍ଲା ପୁଲିସ, ଡ଼ିଆର୍‌ଜି ଯବାନ କୋରାଜଗୁଡା ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ମାଓ ଡ଼ମ୍ପ ଉଦ୍ଧାର କରାଯାଇଥିଲା । ଡ଼ମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିବା ସହ
Read More...

ଭାରତୀୟ ମଜଦୁର ସଂଘର ଜିଲ୍ଲା କମିଟି ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭାରତ ବର୍ଷର ସର୍ବବୃହତ ମହାସଂଘ ହେଉଛି ଭାରତୀୟ ମଜଦୁର ସଂଘ । ଏହି ସଂଘରେ ସର୍ବ ଭାରତୀୟ ସ୍ତରରେ ଏକ କୋଟି ସଦସ୍ୟ ଥିବାର ସଂଘ ଦାବୀ କରେ । ଏହି ମହାସଂଘରେ ଅନେକ ପ୍ରକାରର ମଜଦୁର ସଂଘଗୁଡିକ ଜଡିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଆଶା, ଅଙ୍ଗନୱାଡି,
Read More...

ଭାଲୁଖାଇ ସ୍କୁଲ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ : ମା’ ଓ ପୁଅ ଗୁରୁତର

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଭାଲୁଖାଇ ଗ୍ରାମ ସରକାରୀ ସ୍କୁଲ ନିକଟରେ ରବିବାର ଦିନ ପ୍ରାୟ ୧୨ଟା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଦୁର୍ଘଟଣା ଘଟଛି । ଏହି ଦୁର୍ଘଟଣାରେ ଗୋଟିଏ ବାଇକ୍‌ରେ ଥିବା ମାଆପୁଅ ଗୁରୁତର ହେବାର ଗ୍ରାମବାସୀ ବେଲପଡା ସରକାରୀ
Read More...

ସିରଜିନାର ବନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ କଚେରୀ ପରିସର ମଧ୍ୟରେ ସିରଜିନା ଅନୁଷ୍ଠାନ ପକ୍ଷରୁ ସୁଶ୍ରୀ ଜିତେଶ୍ୱରୀ ଦାସଙ୍କ ଅଧ୍ୟକ୍ଷତାରେ ସିରଜିନା ବନ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୭ ତାରିଖ ୫ଟାରେ ପଦ୍ମପୁର ସ୍ଥିତ ଶ୍ରୀ ଅରବିନ୍ଦ
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ, ଉପସଭାପତି ତଥା କାର୍ଯ୍ୟକ୍ରମର ସଂଯୋଜକ ଡ.
Read More...