Daily Archives

ଭାଇ ହେଲା ଭଗାରୀ : ଭାଇ ହାତରେ ଭାଇର ଜୀବନ ଗଲା

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗାଁରେ ଜଣେ ଭାଇର ଶାବଳ ମାଡ଼ରେ ଅନ୍ୟ ଭାଇର ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଜମିଜମା ବିବାଦକୁ ନେଇ ବଡ଼ ବାପା ପୁଅ ଏବଂ ଦାଦା ପୁଅ ଭାଇମାନଙ୍କ ମଧ୍ୟରେ
Read More...

ସିନେମା ଷ୍ଟାଇଲରେ କାର୍ ଲୁଟ୍ ଘଟଣାରେ ଦୁଇ ଗିରଫ : ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଫେରାର

ଭଞ୍ଜନଗର : ଭଞ୍ଜନଗର–ଫୁଲବାଣୀ ରାସ୍ତାର ଦଦରାଲୁଣ୍ଡା ନିକଟରେ କାର୍ ଲୁଟ୍ ଘଟଣାରେ ୨ ଗିରଫ । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ସମେତ ୩ଜଣ ଏବେ ବି ଫେରାର ଅଛନ୍ତି । ଏହାସହ ଲୁଟ୍ ହୋଇଥିବା କାରକୁ ପୁଲିସ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଘଟଣା ଅନୁଯାୟୀ, ଗତ ୨୪ତାରିଖ
Read More...

ISROର ଆଉ ଏକ ସଫଳତା, ସିଙ୍ଗାପୁରର ୭ଟି ସାଟେଲାଇଟ୍ ନେଇ କକ୍ଷପଥରେ ସ୍ଥାପନ କଲା PSLV-C56 ରକେଟ

ନୂଆଦିଲ୍ଲୀ : ମହାକାଶ କ୍ଷେତ୍ରରେ ଭାରତ ଏକ ନୂତନ ଇତିହାସ ସୃଷ୍ଟି କରିଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ରବିବାର ଏକାସାଙ୍ଗରେ ୭ଟି ସାଟେଲାଇଟ୍ ଉତକ୍ଷେପଣ କରିଛି । ଏଥିମଧ୍ୟରେ ଗୋଟିଏ ସ୍ବେଦେଶୀ ଏବଂ ସିଙ୍ଗାପୁରର ୬ଟି ସାଟେଲାଇଟ୍ ଅନ୍ତର୍ଭୁକ୍ତ । ଆନ୍ଧ୍ରପ୍ରଦେଶର
Read More...

ଅକ୍ଟୋବର ମାସରୁ ବାଘ ଗଣନା କରିବ ରାଜ୍ୟ

ଭୁବନେଶ୍ୱର : ଓଡ଼ିଶାରେ ବାଘର ପ୍ରକୃତ ସଂଖ୍ୟା ଜାଣିବାକୁ ରାଜ୍ୟ ସରକାର ନିଜସ୍ୱ ଗଣନା କରିବେ । ଆସନ୍ତା ଅକ୍ଟୋବର ମାସରୁ ଏହି ଗଣନା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜଙ୍ଗଲ ବିଭାଗ ଏହି ଗଣନା କରିବ । ଗତ ମେ’ ମାସରେ ବିଭାଗୀୟ ସମୀକ୍ଷାବେଳେ
Read More...

କୋତକୋମୁହାଣ ପୋଲ ଉପରେ ପ୍ରବାହିତ ହେଉଛି ୫ ଫୁଟ୍ ବନ୍ୟା ଜଳ

ଗୁଡ଼ଭେଲା : ଗୁଡ଼ଭେଲା ବ୍ଲକ ଯାମୁଟ ନିକଟରେ ଥିବା କୋତକୋମୁହାଣ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଗମ୍ଭୀରିଗୁଡ଼ା ପଞ୍ଚାୟତର ୯ଟି ଗାଁ ସମେତ ଜାମୁଟ ପଞ୍ଚାୟତର ଗୋଟିଏ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଖଡ଼ଙ୍ଗନଦୀରେ ଜଳସ୍ତର ବୃଦ୍ଧି
Read More...

ଉଗ୍ରତାରା ମନ୍ଦିରରୁ ଚୋରି ଅଭିଯୋଗ

ଖୋର୍ଦ୍ଧା : ଟାଙ୍ଗୀ ସ୍ଥିତ ଉଗ୍ରତାରା ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ମାଆଙ୍କ ଅଳଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ମନ୍ଦିରରେ ପଶି ମା’ଙ୍କର ମୁକୁଟ, ଅଣ୍ଟା ପଟି, ହାର, ହାତ ପଲା, ଆଖି, ମଥା ଚିତା, ହାତ ପଟି ଆଦି ସୁନା ଓ ରୁପାର ଅଳଙ୍କାର
Read More...

ବର୍ଷାର ଲୁଚକାଳି କରୁଛି ଚାଷୀକୁଳକୁ ହତାଶ

ବଣାଇ, (ହବିବ ମହମ୍ମଦ) : ବଣାଇଗଡ଼ ବ୍ଲକର ସମସ୍ତ ୧୩ ଗୋଟି ପଂଚାୟତର ଚାଷୀକୁଳ ହତାଶ ହୋଇପଡିଛନ୍ତି । ବର୍ଷାର ଲୁଚକାଳି ଏ ବର୍ଷ ବଣାଇ ଅଂଚଳର ଚାଷୀଙ୍କ ସ୍ୱପ୍ନକୁ ଚୁରମାର କରିଦେଇଛି । ଘରେ ଥିବା ସଂଚିତ ବିହନ ଧାର କରଜ କରି ସାର ହଳ ମଜୁରିଆଙ୍କୁ ମଜୁରୀ ଦେବା ପରେ ସର୍ବହରା ଚାଷୀକୁଳ ।
Read More...

ବାଲିଗୁଡାରେ ଛତୁ ଖାଇ ୭ ଅସୁସ୍ଥ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ୭ନଂ.ୱାଡ ନୂଆସାହିର ହରିଜନ ବସ୍ତିର ମଳିକ ନାୟକଙ୍କ ପରିବାର ଜଙ୍ଗଲି ଛତୁ ଖାଇ ୭ ଜଣ ଅସୁସ୍ଥ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତିଙ୍କ ମଧ୍ୟରେ ମଳିକ
Read More...

ସର୍ବଭାରତୀୟ ବାଘ ସଂଖ୍ୟା ଆକଳନ-୨୦୨୨: ସବିଶେଷ ରିପୋର୍ଟ ପ୍ରକାଶିତ

ବିଶ୍ୱ ବ୍ୟାଘ୍ର ଦିବସରେ ‘କର୍ବେଟ ଟାଇଗର ରିଜର୍ଭ’ରେ ପ୍ରକାଶ ପାଇଲା ପୂର୍ଣ୍ଣାଙ୍ଗ ବାଘ ଗଣନା ରିପୋର୍ଟ ନୂଆଦିଲ୍ଲୀ, (ପିଆଇବି): ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ଆଜି ଉତ୍ତରାଖଣ୍ଡର ଜିମ୍ କର୍ବେଟ ଟାଇଗର ରିଜର୍ଭ ଠାରେ ଭାରତର ବାଘ ଗଣନା ସଂକ୍ରାନ୍ତ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରକାଶିତ
Read More...

ବିଷାକ୍ତ ଛତୁଖାଇ ୫ ଅସୁସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସର୍ଗିଗୁଡ଼ାରେ ବିଷାକ୍ତ ଛତୁଖାଇ ୫ ଜଣ ପିଲା ଅସୁସ୍ଥ ହୋଇ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଟିଟିଡୁଙ୍ଗୁରିପଡ଼ାର ଜଣେ ନାବାଳିକାଙ୍କ ସମେତ ୫ ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି ।
Read More...