Monthly Archives

March 2022

ଆଦିବାସୀ ଦିବ୍ୟାଙ୍ଗ ଛାତ୍ରୀ ଅଞ୍ଜୁଙ୍କୁ ରାସନ କାର୍ଡ ପ୍ରଦାନ ପାଇଁ ବ୍ଲକ ପ୍ରଶାସନକୁ ଅନୁରୋଧ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଖପ୍ରାଖୋଲ ଗାଁର ଗରିବ ଆଦିବାସୀ ପ୍ରଫୁଲ୍ଲ ବରିହାଙ୍କ ଝିଅ ଅଞ୍ଜୁ ବରିହା ଜନ୍ମରୁ ଦିବ୍ୟାଙ୍ଗ । ହେଲେ ମଧ୍ୟ ଦୃଢ ମନୋବଳ ଯୋଗୁଁ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ବିକଳାଙ୍ଗ ସାର୍ଟିଫିକେଟ୍ ଥିବାରୁ ତାଙ୍କୁ ବିକଳାଙ୍ଗ
Read More...

ମାଝୀପଡା ବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ମହିଳାମାନେ ଚାହିଁଲେ ଏକ ସୁନ୍ଦର ରାଷ୍ଟ୍ର ନିର୍ମାଣ କରିପାରିବେ ବୋଲି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସଭାପତି ସହଦେବ
Read More...

ମାନବ ସମାଜରେ ନାରୀଙ୍କ ମର୍ଯ୍ୟାଦା ବଳବତ୍ତର ରହୁ

ସୁଶ୍ରୀ ସ୍ନେହଲତା ଆଜି ଆନ୍ତର୍ଜାତିକ ମହିଳା ଦିବସ । ଏହି ଦିବସରେ ମାନବ ସମାଜ ସଂକଳ୍ପବଦ୍ଧ ହେବା ଉଚିତ ଯେ, ନାରୀଙ୍କ ମର୍ଯ୍ୟାଦା ସମାଜରେ ସମସ୍ତ କ୍ଷେତ୍ରରେ ବଳବତ୍ତର ରହୁ । ଜାତିର ଜନକ ମହାତ୍ମା ଗାନ୍ଧୀ କହିଥିଲେ, ଯେଉଁଦିନ ଜଣେ ମହିଳା ନିଛାଟିଆ ରାସ୍ତାରେ ଏକାକୀ ନିର୍ଭୟରେ ଚାଲି
Read More...

ସ୍ୱଳ୍ପ ସଂଚୟ ଅଭିକର୍ତ୍ତାମାନଙ୍କ ଏକ ଦିବସୀୟ ଅଭିମୁଖୀକରଣ ଶିବିର ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ବଲାଙ୍ଗିର ଜିଲ୍ଲାର ସମସ୍ତ ସ୍ୱଳ୍ପ ସଂଚୟ ଅଭିକର୍ତ୍ତାମାନଙ୍କ ଏକ ଦିବସୀୟ ଅଭିମୁଖୀକରଣ ଶିବିର ଜିଲ୍ଲାପାଳ ଚଂଚଳ ରାଣାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱଳ୍ପ ସଂଚୟ ସଂଗଠନ, ଅର୍ଥ
Read More...

ବିଜେଡ଼ି ପକ୍ଷରୁ ପ୍ରଚାର ଆରମ୍ଭ, ଚେୟାରମ୍ୟାନ ପ୍ରାର୍ଥିନୀ ଲିକା ସାହୁ ସୁଦପଡ଼ାର ଘରକୁ ଘର ଯାଇ ଭୋଟର୍‌ଙ୍କୁ ଭେଟିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୭ ତାରିଖ ଦିନ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଆସନ୍ତା କାଲି ପ୍ରାର୍ଥୀପତ୍ର ଯାଂଚ କରାଯିବାର କାର୍ୟ୍ୟକ୍ରମ ରହିଛି । ତେବେ ପୌର ନିର୍ବାଚନରେ ସଫଳତା ହାତେଇବାକୁ ଏବେ ଠାରୁ ବିଜେଡ଼ି ଅଂଟା ଭିଡ଼ିଥିବା ଦେଖିବାକୁ ମିଳିଛି । ଆଜି
Read More...

ଅଗ୍ନିକାଣ୍ଡରେ ୩ ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ବହଲପଦର ଗାଁରେ ଆଜି ପୂର୍ବାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆକସ୍ମିକ ଭାବେ ଲାଗିଥିବା ନିଆଁରେ ୩ଟି ପରିବାରର ୫ ବଖରା ଘର ସାଂଗକୁ ଘରେଥିବା ଧାନ, ଚାଉଳ ଏବଂ ଆସବାପତ୍ର ସାଂଗକୁ ଲକ୍ଷାଧିକ
Read More...

ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ମହିଳାଙ୍କ ଭିତରେ ଥିବା ପ୍ରତିଭା ଓ ଦକ୍ଷତାର ବିକାଶ ସହ ସାମାଜିକ ଉନ୍ନୟନରେ ମହିଳାଙ୍କ ଭାଗିଦାରୀ ଓ ଭୂମିକା ଅନିର୍ବାଯ୍ୟ ବୋଲି ମତ ପ୍ରକାଶ ପାଇଛି । ଏହି
Read More...

୧୫୦ ଖଣ୍ଡ ବଲି ବୋଝେଇ ଟ୍ରାକ୍ଟର ଜବତ୍‌ କଲା ବଲାଙ୍ଗିର ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) :୧୫୦ ଖଣ୍ଡ ବଲି ବୋଝେଇ ଏକ ଟ୍ରାକ୍ଟର ଜବତ୍‌ କରିଛି ବଲାଙ୍ଗିର ବନ ବିଭାଗ । ସୂଚନା ଅନୁସାରେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗିରବନ ବିଭାଗ ଗତକାଲି ଅପରାହ୍ନରେ ନିକଟସ୍ଥ ଭୀମଡ଼ୁଙ୍ଗୁରି ଗାଁରେ ଚଢ଼ାଉ କରି ୧୫୦ ଖଣ୍ଡ ଗ୍ରୀନ୍‌ ପୋଲ୍‌(ବଲି) ବୋଝେଇ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣେ ଗିରଫ

ଗଜପତି : ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ଗୁଲୁବା ପଞ୍ଚାୟତ ବର୍ଲାଗୁଡା ଗାଁରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଗଞ୍ଜେଇ ବିକ୍ରି ପାଇଁ ଘରେ ରଖିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ଗୁଲୁବା ପଞ୍ଚାୟତ ବର୍ଲାଗୁଡା
Read More...