Daily Archives

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୫୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ
Read More...

ପଢନା ଲିଖ୍‌ନା ଅଭିଯାନ ତରଫରୁ ମ.ରାମପୁରରେ ପଥପ୍ରାନ୍ତ ନାଟକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଠାକୁର ଚରଣ ସାହୁଙ୍କ ତତ୍ୱାବଧାନରେ ଗତକାଲି ପଢନା ଲିଖ୍‌ନା ଅଭିଯାନ ତରଫରୁ ପଥପ୍ରାନ୍ତ ନାଟକ ଉକିଆ ମଞ୍ଚସ୍ଥ ହୋଇଯାଇଛି । ଉକିଆ ନାଟକ ମାଧ୍ୟମରେ ଶିକ୍ଷାର ମହତ୍ତ୍ୱ ସହିତ ସଂପୂର୍ଣ୍ଣ ସାକ୍ଷର
Read More...

ଗଞ୍ଜାମ ବ୍ଲକରେ ନବନିର୍ବାଚିତ ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ନବନିର୍ବାଚିତ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ବିଡ଼ିଓ ବିଶ୍ୱଜିତ ରାୟ, ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ପୂର୍ବତନ ବ୍ଲକ ଅଧକ୍ଷ
Read More...

ଶ୍ରୀ ରାମେଶ୍ୱର, କପିଳେଶ୍ୱର, ମା’ ଦଣ୍ଡକାଳୀ ଓ ଗ୍ରାମଦେବୀଙ୍କ ନୂତନ ବିଗ୍ରହ ଓ ପ୍ରସାଦ ପ୍ରତିଷ୍ଠା ମହୋତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ବରଦା ଗ୍ରାମରେ ଶ୍ରୀ ରାମେଶ୍ୱର, କପିଳେଶ୍ୱର, ମା' ଦଣ୍ଡକାଳୀ, ଗ୍ରାମଦେବୀଙ୍କ ନୂତନ ବିଗ୍ରହ ଓ ନବନିର୍ମିତ ପ୍ରସାଦ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଆୟୋଜିତ ହେଉଛି । ଏହି ଅବସରରେ ପୁଣ୍ୟତୋୟା ଋଷିକୂଲ୍ୟା
Read More...

ବିଦ୍ୟାଳୟରେ ଅଧିକ ଇଂରାଜୀ ପ୍ରୟୋଗ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ: (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ଉଚ୍ଚ ବିଦ୍ୟାଳୟ ସଭା କକ୍ଷରେ ପ୍ରଧାନ ଶିକ୍ଷକ, ବିଜ୍ଞାନ, ଇଂରାଜୀ ଶିକ୍ଷକ ଓ ଶିକ୍ଷା ସଂଯୋଜକମାନଙ୍କ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା
Read More...

ଦୁଇ ଦିନିଆଁ ପରିବେଶ ସମ୍ବନ୍ଧିତ ଜୈବିକ କୃଷି ଉପରେ ତାଲିମ ପ୍ରଦାନ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଚଚରାଭଟ୍ଟାଠାରେ ୨ ଦିନିଆଁ ପରିବେଶ ସମ୍ବନ୍ଧିତ ଜୈବିକ କୃଷି ଉପରେ ତାଲିମ କାର୍ଯ୍ୟକ୍ରମ ଆର୍‌ସିଡିସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖପ୍ରାଖୋଲ ଖାଦ୍ୟ ସୁରକ୍ଷା ମହାସଂଘ ଖପ୍ରାଖୋଲ
Read More...

ଭାଜପା ପକ୍ଷରୁ ଛତ୍ରପୁରରେ ସିନେତାରକା ଅମ୍ଲାନଙ୍କ ଭୋଟ ପ୍ରଚାର ଜମିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦରର ଅଧ୍ୟକ୍ଷ ଆସନଟି ବିଜେପି ହାତକୁ ଚାଲି ଆସିଯିବକି, ଏକଥା ଚାରିଆଡ଼େ ଗୁଜବ ଗୁଞ୍ଜରୀତ କରୁଛି । କାହିଁକି ନା ଛତ୍ରପୁରର ଯୁବପିଢ଼ୀ, ସାଧାରଣ ନାଗରିକ, ବିଭିନ୍ନ ୱାର୍ଡର ଦମ୍ପତି,
Read More...

ବରିଷ୍ଠ ସମାଜସେବୀଙ୍କ ପରଲୋକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳର ବରିଷ୍ଠ ସମାଜସେବୀ ଓ ବରିଷ୍ଠ କଂଗ୍ରେସ ନେତା ବିନୋଦ ବିହାରୀ ଯାଦବଙ୍କ ୯୦ ବର୍ଷ ବୟସରେ ପରଲୋକ ଘଟିଥିବା ଜଣାପଡିଛି । ତଙ୍କର ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଲି ଯାଇଛି । ସେ ସିନାପାଲି ବ୍ଲକ କଂଗ୍ରେସ କମିଟିର
Read More...

ସହରାଞ୍ଚଳ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ .ସତ୍ୟନାରାୟଣ ରେଡ୍ଡୀ) : ସହରାଞ୍ଚଳ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥି ସକାଶେ ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ
Read More...

ସଂକୁଳ ସ୍ତରୀୟ ତ୍ରୀଦିବସୀୟ ଜାତୀୟ ଶିକ୍ଷାନୀତି ପ୍ରଶିକ୍ଷଣ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିରଠାରେ ସଂକୁଳ ସ୍ତରୀୟ ତ୍ରୀଦିବସୀୟ ଜାତୀୟ ଶିକ୍ଷାନୀତି -୨୦୨୦ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣରେ ଦ୍ୱାଦଶ କୁମାର ପଧାନ (ସ୍ଥାନୀୟ ସଭାପତି ତଥା
Read More...