Daily Archives

କରମତଲା ବିଦ୍ୟୁତ ଗ୍ରୀଡ଼ ନିଯୁକ୍ତି ଚୟନରେ ଅନିୟମିତତା ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲାଠାରେ ନୂତନ ଭାବରେ କାର୍ଯ୍ୟକ୍ଷମ ହୋଇଥିବା ବିଦ୍ୟୁତ ଗ୍ରୀଡ଼ରେ କିଛି ଦିନ ତଳେ ନିଯୁକ୍ତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ହେଲେ ଏହି ନିଯୁକ୍ତି ଚୟନ ପ୍ରକ୍ରିୟାରେ ଅନେକ ଅନିୟମିତତା କରାଯାଉଥିବା ଅଭିଯୋଗ
Read More...

ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରିରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ମାଓବାଦୀଙ୍କୁ ଦମନ ନେଇ ମାଲକାନଗିରି ଜିଲ୍ଲା ପୁଲିସର ଜୋର୍‌ଦାର୍‌ ଚଢାଉ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପୁଲିସ, ଏସ୍‌ଓଜି,
Read More...

ସ୍ୱର୍ଗୀୟ ଡା. ଉଷା ଅଗ୍ରୱାଲଙ୍କ ସ୍ମୁତି ଉପଲକ୍ଷେ ଆୟୁର୍ବେଦ ମହାବିଦ୍ୟାଳୟକୁ ଥଣ୍ତା ପାନୀୟ ଜଳ ମେସିନ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟକୁ ସମାଜସେବୀ ଡା. ସୁରେଶ ଅଗ୍ରୱାଲ ଗତକାଲି ଏକ ଥଣ୍ତା ପାନୀୟ ଜଳ ମେସିନ ପ୍ରଦାନ କରିଛନ୍ତି । ତାଙ୍କର ସହଧର୍ମୀଣୀ ସ୍ୱର୍ଗୀୟ ଡା. ଉଷା ଅଗ୍ରୱାଲଙ୍କ ସ୍ମୁତି ଉଦ୍ଦେଶରେ ଏହା ପ୍ରଦାନ କରିଛନ୍ତି ବୋଲି
Read More...

ବରଗଡ଼ ଘୁଲିପାଲି ଛକଠାରେ ବୋଲେରୋ ଦୁର୍ଘଟଣାରେ ଛତିଶଗଡ଼ ରାଜ୍ୟର ୧୩ ଜଣ ଯାତ୍ରୀ ଆହତ

ବରଗଡ଼, (ନିରୋଜ କୁମାର ପାଣୀ) : ଜାତୀୟ ରାଜପଥ ରାସ୍ତାରେ ହଠାତ୍‌ ଦୌଡ଼ି ଆସିଥିବା ଗାଈକୁ ବଞ୍ଚାଇବାକୁ ଯାଇ ବୋଲେରୋ ଗାଡି ଦୁର୍ଘଟଣାଗସ୍ତ ହୋଇ ୧୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଘଟଣା ସ୍ଥଳକୁ ସଙ୍ଗେ ସଙ୍ଗେ ସମାଜସେବୀ
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ‘ଜୟ ଯବାନ ଜୟ କିଷାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ "ଜୟ ଯବାନ ଜୟ କିଷାନ" କାର୍ଯ୍ୟକ୍ରମ ଆସନ୍ତା ୧୭ ତାରିଖ ଦିନ ୧୦ ଘଣ୍ଟା ସମୟରେ ବରଗଡ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଯବାନ ଓ କିଷାନମାନଙ୍କୁ
Read More...

ପାଟଣାଗଡ଼ ଲୋକପ୍ରିୟ ବିଧାୟକ ସରୋଜ କୁମାର ମେହେରଙ୍କ ୪୩ ତମ ଜନ୍ମ ଦିନ ପାଳିତ ସହ ନୂଆଁଖାଇ ଭେଟଘାଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଲୋକପ୍ରିୟ ବିଧାୟକ ସରୋଜ କୁମାର ମେହେରଙ୍କ ୪୩ତମ ଜନ୍ମ ଦିନ ପାଳିତ ଅବସରରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଠାରେ ଅନୁଷ୍ଠିତ ଜନ୍ମ ଦିନ ଉତ୍ସବ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବିଧାୟକ ସରୋଜ
Read More...

ଚୋରା ମଦଭାଟି ଉପରେ ଅବକାରୀ ବିଭାଗର ଚଢ଼ାଉ

ନୀଳଗିରି : ଚୋରାମଦ ଭାଟି ଉପରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଶିଆଡିମାଳ, ବନ୍ଧସାହି ଓ କୁମ୍ବାରସାହି ଗ୍ରାମରେ ବାଲେଶ୍ଵର ଅବକାରୀ ମୋବାଇଲ ଟିମ୍ ଓ ନୀଳଗିରି ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଚଢ଼ାଉ ହୋଇଥିବା ଜଣାପଡିଛି । ମୋଟ ୧୩ ହଜାର ୫୦୦
Read More...

ଉଦ୍ଧାର ହେଲା ଭାସି ଯାଇଥିବା ବାପ-ପୁଅଙ୍କ ମୃତଦେହ

ଯାଜପୁର : ବନ୍ୟାଜଳରେ ଭାସି ଯାଇଥିବା ବାପ-ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଗତକାଲି ଯାଜପୁର ଜିଲ୍ଲାର ବରୀ ବ୍ଲକ ବାଲିଆ ଗଙ୍ଗାଧରପୁର ଗ୍ରାମର କିଶୋର ସିଂହ ଓ ପୁଅ କୈଳାସ ସିଂହ ବନ୍ୟାଜଳରେ ଭାସି ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କିଶୋର ଗାଈକୁ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣ ଆକ୍ରନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୧୮କୁ ବୃଦ୍ଧି ପାଇଛି । ସୂଚନା ମୁତାବକ ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୨ ଜଣ ରହିଥିବା ବେଳେ
Read More...

ଗତ ୨୪ ଘଂଟାରେ ୫୮୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୭ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୯୬୩ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୪୪ ଜଣ ଆଂଚଳିକ
Read More...