ଚିରନ୍ତନ ମାନବୀୟ ମୂଲ୍ୟବୋଧର କଥା କହେ ମନୋଜ ଦାସଙ୍କ ସାହିତ୍ୟ
କଂଟାବାଞ୍ଜି : ଚିରନ୍ତନ ମାନବୀୟ ମୂଲ୍ୟବୋଧର କଥା କହେ ମନୋଜ ଦାସଙ୍କ ସାହିତ୍ୟ । ମାନବୀୟ ନିତିବୋଧ ଓ ରୁଚି ବୋଧକୁ ନେଇ ଅତ୍ୟନ୍ତ ସୁକୁମାର ଶୈଳୀରେ ମନୋଜ ଦାସ ଉପସ୍ଥାପିତ କରନ୍ତି ଗପଗୁଡିକୁ । ତାଙ୍କର ଗପ ଗୁଡିକର ଲୌକିକ, ଅଲୌକିକ, ଇହଲୋକ ଓ ପରଲୋକର ପରିବେଶ ପାଠକଙ୍କୁ ମୁଗ୍ଧ କରେ ।!-->…
Read More...
Read More...