Daily Archives

ଏକାଦଶ ମାଁ କନ୍ଧେନବୁଢି ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ଘଣ୍ଟାପଡାକୁ ହରାଇ ତୁଷୁରା ବିଜୟୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ କୁରୁକୁପା ଖେଳ ପଡିଆରେ ଆୟୋଜିତ ହୋଇଥିବା ଏକାଦଶ ମାଁ କନ୍ଧେନବୁଢି ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସର ପ୍ରଥମ ସେମିଫାଇନାଲ ଖେଳ ଘଣ୍ଟାପଡା ଏବଂ ବାଲିଖମାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ୧-୦ଗୋଲରେ
Read More...

ଚାଷୀ ପୁଅ ଉଡାଇବେ ଯୁଦ୍ଧ ବିମାନ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଉପାନ୍ତ ସୁଖାସୋଢା ଗ୍ରାମର ଚାଷୀ ପୁଅ ମନୋଜ ସାହୁ(୧୯) ଉଡାଇବେ ଯୁଦ୍ଧ ବିମାନ । ମନୋଜ ନିକଟରେ ହୋଇଥିବା ବାୟୁସେନାର ପରୀକ୍ଷାର ଉତ୍ତୀର୍ଣ ହୋଇଛନ୍ତି । ଆସନ୍ତା ୨୪ ତାରିଖ ଭୁବନେଶ୍ୱରରେ କାମରେ ଯୋଗଦେବେ । ଏହାପରେ କର୍ଣ୍ଣାଟକରେ ଟ୍ରେନିଂ
Read More...

ଲଳିତ ନାୟକଙ୍କ ପରଲୋକରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଦେଓଗାଁ ଶାଖା ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ପରଲୋକରେ ଦେଓଗାଁ ଵିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଦେଓଗାଁ ବସଷ୍ଟାଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସ୍ୱର୍ଗତ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଅମର
Read More...

ଫେବ୍ରୁଆରୀ ଗାଇଡଲାଇନ୍ : ୧ ତାରିଖରୁ ଖୋଲିବ ଅଙ୍ଗନୱାଡି କେନ୍ଦ୍ର, ବାହାଘର ଓ ଶେଷକୃତ୍ୟରେ ୫୦୦ ଲୋକଙ୍କୁ ଅନୁମତି

ଭୁବନେଶ୍ୱର : ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧ ତାରିଖରୁ ରାଜ୍ୟରେ ଖୋଲିବ ଅଙ୍ଗନୱାଡି କେନ୍ଦ୍ର । କୋଭିଡ୍ କଟକଣା ଭିତରେ ଖୋଲିବ ଅଙ୍ଗନୱାଡି ଓ ପାଠପଢ଼ା ଯିବ । ସେହିପରି ବାହାଘର ଓ ଶେଷକୃତ୍ୟରେ ଲୋକଙ୍କ ଯୋଗଦାନ ସଂଖ୍ୟାରେ ବୃଦ୍ଧି କରିଛନ୍ତି
Read More...

ଗୋ ଖାଦ୍ୟ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ୨ ହଜାର କିଲୋର ଗଞ୍ଜେଇ ଜବତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ କନିଷି ନିକଟରୁ ୨ ହଜାର କିଲୋର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ । ଖବର ଅନୁଯାୟୀ, ରାଜ୍ୟ ବାହାରକୁ ବେଧଡ଼କ ଭାବେ ଚାଲିଛି ଗଞ୍ଜେଇ କାରବାର । ଯାହାର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ ।
Read More...

ପାରାଦୀପରେ ପହଞ୍ଚିଲା ଆଇଓସିଏଲ୍‌ ପାରାଦୀପ ରିଫାଇନାରୀର ସୁପର କ୍ରିଟିକାଲ ଓଡିସିି

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଏଲ୍‌ଆଣ୍ଡଟି ମୋଡୁଲାର ଫାବ୍ରିକେସନ ଫାସିଲିଟି ଦ୍ୱାରା ନିର୍ମିତ ସୁପର କ୍ରିଟିକାଲ୍‌ ଓଭର ଡିମେନ୍‌ସନ୍‌ କନସାଇନ୍‌ମେଣ୍ଟ (ଓଡିସି) ଜାନୁଆରୀ ୨୮, ୨୦୨୧ରେ ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ଆସି ପହଞ୍ଚିଛି । ଏହି କନ୍‌ସାଇନ୍‌ମେଣ୍ଟ
Read More...

ପାରାଦୀପ ବନ୍ଦର ଜିଲ୍ଲା ଫୁଟବଲ ଟିମ୍‌ ଚୟନ ଫେବୃଆରୀ ୪ରେ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଫୁଟବଲ୍‌ ଆସୋସିଏସନ ଓଡିଶା ଦ୍ୱାରା ଫେବୃଆରୀ ୭, ୨୦୨୧ରେ ଆୟୋଜନ ହେବାକୁ ଥିବା ପୁରୁଷ ସିିନିୟର ଆନ୍ତଃ ଜିଲ୍ଲା ଫୁଟବଲ୍‌ ଟିମ୍‌ ପାଇଁ ପାରାଦୀପ ବନ୍ଦର ଜିଲ୍ଲା ଖେଳାଳୀ ଚୟନ ଆସନ୍ତା ଫେବୃଆରୀ ମାସ ୪ ତାରିଖ ୨୦୨୧ ୯ଘଟିକା ସମୟରେ ପାରାଦୀପ
Read More...

ପାରାଦୀପ ଇଫ୍‌କୋ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଜାନୁଆରୀ ୨୬ ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୋଭିଡ୍‌-୧୯ ଅନୁଶୀଳନ ପୂର୍ବକ ଦେଶରେ ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଇଫ୍‌କୋ ପାରାଦୀପ ୟୁନିଟ୍‌ ପକ୍ଷରୁ ମଙ୍ଗଳବାର ଦିନ ସାଧାରଣତନ୍ତ୍ର ଦିବସ ପାଳିତ
Read More...

ନେଟ୍‌ୱର୍କ ସମସ୍ୟା ପାଇଁ ଲୋକେ ହଇରାଣ

କନ୍ଧମାଳ : କନ୍ଧମାଳ ଜି‌ଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ରହିଛି ନେଟ୍‌ୱର୍କ ସମସ୍ୟା । ଚକାପାଦ ବ୍ଲକର ଏପରି ଅନେକ ଗ୍ରାମ ରହିଛି ଯେଉଁଠି ଲୋକେ ନେଟ୍‌ୱର୍କ ପାଇଁ ହଇରାଣ ହେଉଛନ୍ତି । ଚକାପାଦ ବ୍ଲକର ପ୍ରାୟ ୫ ପଞ୍ଚାୟତବାସୀ କୌଣସି ମୋବାଇଲ ନେଟ୍‌ୱର୍କ ପାଉନାହାନ୍ତି । ଫଳରେ ସେମାନେ
Read More...