Daily Archives

ବଲାଙ୍ଗିର ଜିଲ୍ଲାସ୍ତରୀୟ ସର୍ବ ପ୍ରଥମ ଚେସ୍‌ ଚାମ୍ପିଆନସିପ୍‌ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଚେସ୍‌ ଏସୋସିଏସନ ଆନୂକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଗତ ୨୩ ତାରିଖରେ ଉଦ୍‌ଘାଟିତ ହୋଇଥିବା ଜିଲ୍ଲା ସ୍ତରୀୟ ସର୍ବ ପ୍ରଥମ ଚେସ୍‌ ଚାମ୍ପିଆନସିପ୍‌ ତା ୨୪.୦୧.୨୦୨୧ ରାତ୍ର ୯ ଘଣ୍ଟାରେ ଉଦ୍‌ଯାପିତ ହୋଇଯାଇଛି । ଚେସ୍‌ ଏସୋସିଏସନ ସମ୍ପାଦକ
Read More...

ଝାରବନ୍ଧ ଆଞ୍ଚଳିକ ବ୍ରାହ୍ମଣ ସମାଜର ଗାୟତ୍ରୀ ମଣ୍ଡପ ପ୍ରତିଷ୍ଠା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଧ ସ୍ଥିତ ପାହାଡ଼ ଶୀର୍ଷରେ ଥିବା ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଆଞ୍ଚଳିକ ବ୍ରାହ୍ମଣ ସମାଜର ବାର୍ଷିକ ସଭା ଏବଂ ଗାୟତ୍ରୀ ମଣ୍ଡପର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆଞ୍ଚଳିକ ବ୍ରାହ୍ମଣ ସମାଜର ସଭାପତି ଝସକେତନ
Read More...

ଏଫଡିଆର ଓ ଖଳା କାମ ଆରମ୍ଭ ନ ହେଲେ ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ବନ୍ଦ ଧମକକୁ ସମର୍ଥନ ଦେଲା ବ୍ଲକ ସରପଞ୍ଚ ସଂଘ :…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକରେ ବର୍ଷ ବର୍ଷ ହେଲା ୧୧ଟି ଖଳା କାମ ଆରମ୍ଭ ହୋଇନାହିଁ । ୨୦୧୯ ଅଗଷ୍ଟ ବର୍ଷାରେ ନଷ୍ଟ ହୋଇଥିବା ରାସ୍ତା, ଅଙ୍ଗନୱାଡୀ କୋଠା ମରାମତି ପାଇଁ ପର୍ଯ୍ୟପ୍ତ ପରିମାଣରେ ଅନୁଦାନ ଆସି ପଡ଼ିରହିଛି । ବ୍ଳକ ପ୍ରଶାସନ ପକ୍ଷରୁ ଫାଇଲ ଖୋଳା ଯାଇଥିଲେ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଗଙ୍ଗାସାଗର ଗ୍ରା.ପ., ବେଲପଡା ବ୍ଲକ ବେଲପଡା ଗ୍ରା.ପ. ଏବଂ ପୁଇଁନ୍ତଲା ବ୍ଲକ ଡୁଙ୍ଗୁରୀପାଲି ଗ୍ରା.ପ.ରୁ ଜଣେ ଲେଖାଏଁ
Read More...

ବିମାନ ଦୁର୍ଘଟଣାରେ ଫୁଟବଲ୍ କ୍ଲବର ୪ ଜଣ ଖେଳାଳିଙ୍କ ମୃତ୍ୟୁ

ବ୍ରାଜିଲ : ବିମାନ ଦୁର୍ଘଟଣାରେ ଫୁଟବଲ୍ କ୍ଲବର ୪ ଜଣ ଖେଳାଳିଙ୍କ ମୃତ୍ୟୁ ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଏକ ଫୁଟବଲ୍ କ୍ଲବର ୪ ଜଣ ଖେଳାଳି କରୋନା ସଂକ୍ରମିତ ଥିଲେ । ତେଣୁ ତା‌ଙ୍କୁ କ୍ବାରେଣ୍ଟାଇନରେ ରଖା ଯାଇଥିବାରୁ ତାଙ୍କୁ ଅଲଗା ଏକ ଘରୋଇ ବିମାନରେ ଗତ ରବିବାର
Read More...

ବହୁ ପ୍ରତୀକ୍ଷିତ ଫିଲ୍ମ ଆରଆରଆରର ରିଲିଜ୍‌ ତାରିଖ ଘୋଷଣା

ମୁମ୍ବାଇ : ବହୁ ପ୍ରତୀକ୍ଷିତ ଫିଲ୍ମ ଆରଆରଆରର ରିଲିଜ୍‌ ତାରିଖ ଘୋଷଣା ହୋଇଛି । ଏହି ଫିଲ୍ମଟି ଏସଏସ ରାଜମୌଲୀ‌ଙ୍କ ନିର୍ଦ୍ଦେଶିତ । ଯାହାକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ଏହି ଅବସରରେ ଫିଲ୍ମର ନୂତନ ପୋଷ୍ଟର ମଧ୍ୟ ରିଲିଜ ହୋଇଛି । ଦକ୍ଷିଣ ଭାରତର ସୁପରଷ୍ଟାର
Read More...

ରାସ୍ତା ରୋକିଲେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଓଡିଶାର ଭାତ ହାଣ୍ଡି ବରଗଡ ଜିଲ୍ଲାର ଏକ ଚିର ମରୁଡି ପ୍ରପୀଡିତ ଅଂଚଳ । ପ୍ରତିବର୍ଷ ଚାଷୀ ଚାଷ କାମ ପାଇଁ ବର୍ଷା ଉପରେ ନିର୍ଭର କରେ । ପରିଶ୍ରମ କରି ନିଜ ଅମଳ ଧାନକୁ ବିକ୍ରି କରି ପରିବା୍‌ରର ପେଟ ପୋଷଣ ପାଇଁ ସ୍ୱପ୍ନ ସଜାଏ । ହେଲେ
Read More...

କୃଷିଭିତ୍ତିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ମକର ବିଶେଷାଙ୍କ ଲୋକାର୍ପିତ

କଟକ, (ଚକ୍ରବର୍ତ୍ତୀ ଓତା) : କୃଷିକୁ ଓଡ଼ିଶାର ଜନସଂସ୍କୃତିର ଆଧାର ବୋଲି ବିବେଚନା କରାଯାଏ । ଚାଷ ନଥିଲେ ଜୀବ ନଥାନ୍ତା । ଓଡ଼ିଶା ସର୍ବଭାରତୀୟ ସ୍ତରରେ କୃଷିରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ କୃଷିକର୍ମଣ ପୁରସ୍କାରରେ ପୁରସ୍କୃତ । କୃଷିର ବିକାଶ, କୃଷକର ବିକାଶ ଏହି ସ୍ଲୋଗାନକୁ ନେଇ
Read More...

ସୁବର୍ଣ୍ଣପୁରଠାରେ ଜାତୀୟ ଭୋଟର ଦିବସ ପାଳିତ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ଭାରତ ବର୍ଷର ଗଣତାନ୍ତ୍ରିକ ଅସ୍ମିତା ଓ ଜନଗଣଙ୍କ ଭୋଟ ଅଧିକାରକୁ ଅକ୍ଷୁଣ୍ଣ ରଖିବା ଲକ୍ଷ୍ୟରେ ଆଜି ଜାତୀୟ ଭୋଟର ଦିବସ ସୁବର୍ଣ୍ଣପୁରଠାରେ ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଜାତୀୟ ଭୋଟର
Read More...

ଜାତୀୟ ବାଳିକା ଦିବସ ପାଳିତ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ଅନ୍ତର୍ଗତ କମସରା ଗ୍ରାମର ବିଦ୍ୟାଳୟରେ ଆଜି ଜାତୀୟ ବାଳିକା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗାଁ ଦାଣ୍ଡରେ ପରିକ୍ରମା କରି ଝିଅମାନଙ୍କ ପାଠପଢ଼ା, ସାହସିକତା କାର୍ୟ୍ୟ ଇତ୍ୟାଦି ବିଷୟରେ ଉଦାହରଣ ଦେଇ
Read More...