Daily Archives

ସମ୍ବଲପୁରରେ ଜବତ ହେଲା ୨୫୦୦୦ ପ୍ୟାକେଟ୍ ନକଲି ସର୍ଫ ଏକ୍ସେଲ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁରରେ ନକଲି ଡିଟର୍ଜେଣ୍ଟ ଗୋଦାମ ଉପରେ ଚଢାଉ । ଅଇଁଠାପାଲି ପୋଲିସ ନକଲି କାରଖାନା ଉପରେ ଚଢାଉ କରି ପାଖାପାଖି ୨୫୦୦୦ ପ୍ୟାକେଟ୍‌ ସର୍ଫ ଜବତ କରିଥିବା ବେଳେ ନକଲି ସର୍ଫ ତିଆରି କରୁଥିବା ଗୋଦାମ ମାଲିକ ଆଶିଷ ଅଗ୍ରଓ୍ବାଲଙ୍କ ଠାରୁ ୨୩୯ ବ୍ୟାଗ୍‌ ଜବତ
Read More...

ହାର୍ଡକୋର୍‌ କୋଇଲା ଲୁଟ୍‌ ହେଉଥିବା ବେଳେ ଧରିଲା ଏସଟିଏଫ୍‌

କଟକ : ଏସଟିଏଫ ହାବୁଡରେ କୋଇଲା ଚୋର । କଟକ ଚୈାଦ୍ୱାର ଅଞ୍ଚଳରେ ଏସଟିଏଫ ବଡ ଧରଣର ଚଢାଉ କରି ଦାମୀ ହାର୍ଡକୋର କୋଇଲା ଜବତ କରିଛି । ଏସବୁ କୋଇଲା ଗୁଡିକୁ ବେଆଇନ୍‌ ଭାବେ ଡିପୋରେ ବାହାର କରାଯାଇ ପୁଣି ଓଦା କୋଇଲା ଲୋଡ୍‌ କରି ଦାମୀ ଲୋଡ୍‌ କରି ଚାଲାଣ କରାଯାଉଥିବା ସୂଚନା ମିଳିଛି । କୋଇଲା
Read More...

ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ-କଣ୍ଟାବାଞ୍ଜି ଓ ବଡଗମଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ମନିଗାଁ ଗ୍ରାମରେ ମଣିଶ୍ରୀ ଫୁଟବଳ କ୍ଲବ ପକ୍ଷରୁ ଚାଲିଥିବା ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିନରେ ପହଂଚିଛି । ଏହି ଅବସରରେ ଆୟୋଜିତ ଆଜିର ଏହି ଷଷ୍ଠ
Read More...

ଫେବୃୟାରୀ ମାସରୁ ଆରମ୍ଭ ହେବ କୋସଲ ଯୁବ ଜାଗରଣ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱତନ୍ତ୍ର କୋସଲ ରାଜ୍ୟ ଗଠନ, ସ୍ଥାନୀୟ ନିଯୁକ୍ତି ତଥା ଏ ଅଂଚଳର ବିଶ୍ୱବିଦ୍ୟାଳୟମାନଙ୍କ ଏ ଅଞ୍ଚଳର ଛାତ୍ରମାନଙ୍କ ପାଇଁ ୮୦% ସ୍ଥାନ ସଂରକ୍ଷଣର ଦାବୀ ନେଇ ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ କୋସଲ ଯୁବ ସମନ୍ୱୟ ସମିତି ତରଫରୁ ଏକ ଯୁବ ସମ୍ମିଳନୀ
Read More...

ଝିଙ୍କରପାଲି ଗ୍ରାମରେ ଥିବା ପୁରାତନ ଐତିହ୍ୟ ଶିଳାଲେଖର ଦୃଷ୍ଟି ଆକର୍ଷଣ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଅଧିନ ଝିଙ୍କରପାଲି ଗ୍ରାମରେ ଥିବା ପୁରାତନ କୀର୍ତ୍ତିରାଜିର ପୁନରୁଦ୍ଧାର ପାଇଁ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ବ ଗବେଷଣା ପ୍ରତିଷ୍ଠାନ ପ୍ରତିନିଧି ଦଳଙ୍କ ଦ୍ବାରା ସର୍ବେକ୍ଷଣ କରାଯାଇ ଏହାର ପୁନରୁଦ୍ଧାର କରିବା ପାଇଁ ରାଜ୍ୟ
Read More...

ପଦ୍ମପୁରରେ କରୋନା ଟୀକାକରଣ ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସାରା ଦେଶରେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କ୍ରମରେ ଆଜି ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟ ଏମସିଏଚ ବିଲଡିଂ ଟୀକାକରଣ କେନ୍ଦ୍ରରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦାନକରି
Read More...

ପି.ଆର.ହାଇସ୍କୁଲ ଶତବାର୍ଷିକ ମୁଖ୍ୟ ଗେଟ୍‌ ଉଦ୍‌ଘାଟିତ : ପି.ଆର.ଆଇସ୍କୁଲକୁ ଏକ ଉତ୍ତମ ଶିକ୍ଷାନୁଷ୍ଠାନରେ ପରିଣତ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ୧୦୦ ବର୍ଷ ପୂରଣ କରିସାରିଥିବା ପଶ୍ଚିମ ଓଡିଶାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ପୃଥ୍ୱୀରାଜ ହାଇସ୍କୁଲର ଶତବାର୍ଷିକୀ ମୁଖ୍ୟ ଗେଟ୍‌ର ଶୁଭ ଉଦ୍‌ଘାଟନ ବଲାଙ୍ଗିରର ବିଧାୟକ ତଥା ସ୍କୁଲର ପୁରାତନ ଛାତ୍ର ନରସିଂହ ମିଶ୍ରଙ୍କ ଦ୍ୱାରା ହୋଇଯାଇଅଛି । ୩୪ଲକ୍ଷ
Read More...

ଚାକିରି କରାଇ ଦେବା ନାଁରେ ୪୦ ହଜାର ଟଙ୍କା ନେଇ ଦୁଇ ଯୁବତୀଙ୍କୁ ବନ୍ଦ ଘରେ ଭର୍ତ୍ତି

ରାଉରକେଲା : ଚାକିରି କରାଇ ଦେବା ନାଁରେ ଦୁଇ ଜଣ ଯୁବତୀଙ୍କ ଠାରୁ ଏକ କମ୍ପାନି ୪୦ ହଜାର ଟଙ୍କାନେଇ ବେଆଇନ ଭାବେ ଏକ ବନ୍ଦଘରେ ଭର୍ତ୍ତି କରି ଅଟକ ରଖିଥିଲା । ଅଭିଯୋଗ ହେବାଫଳରେ ଯୁବତୀ ଦ୍ୱୟଙ୍କୁ ଉଦ୍ଧାର କରିଛି ରାଉରକେଲା ଏବଂ କୁଆରମୁଣ୍ଡା ପୁଲିସ । ଏହି ଯୁବତୀ ଦ୍ୱୟଙ୍କୁ କୁଆରମୁଣ୍ଡା
Read More...

ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

• ଭାରତ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳତାର ସହିତ କରୋନାର ମୁକାବିଲା କରିଛି : ପ୍ରଧାନମନ୍ତ୍ରୀ• ଏଭଳି ସ୍ତରର ଟୀକାକରଣ ଅଭିଯାନ ବିଶ୍ୱ କେବେ ଦେଖିନାହିଁ• ସାରା ବିଶ୍ୱ ଭାରତର କରୋନା ମୁକାବିଲାକୁ ପ୍ରଶଂସା କରୁଛି• ଅଗ୍ରଣୀ କରୋନା ଯୋଦ୍ଧାଙ୍କ ପ୍ରତି ଜଣାଇଲେ ଶ୍ରଦ୍ଧାଞ୍ଜଳି
Read More...

ଟେଲର୍‌ ମେସିନ୍‌ ଧରି ମାଗଣାରେ ସିଲେଇ କରୁଛନ୍ତି ସୋନୁ ସୁଦ୍‌

ମୁମ୍ବାଇ: ସୋନୁ ସୁଦ୍‌ଙ୍କର ଏକ ନୂଆ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ଆପଣ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ପାଇବେ । ଭିଡିଓଟିକୁ ସୋନୁ ସୁଦ୍‌ ନିଜେ ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ସେୟାର୍‌ କରିଛନ୍ତି । ସେ ସେଥିରେ ଏକ ଟେଲର୍‌ ମେସିନ୍‌
Read More...