ଆଜି ଦେଶରେ ୬୪,୫୩୧ ଏବଂ ଓଡ଼ିଶାରେ ୨୫୮୯ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟାରେ ଦେଶରେ ୬୪,୫୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ୧୦୯୨ ଜଣଙ୍କ ପ୍ରାଣହାନୀ ଘଟିଛି କରୋନା ସଂକ୍ରମଣରେ । ଓଡ଼ିଶାରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ । ପୁଣି ସଂକ୍ରମିତ ହୋଇଛନ୍ତି ଗତ ୨୪ ଘଂଟାରେ ୨୫୮୯ ଜଣ ।!-->…
Read More...
Read More...