ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ଓ ବଦଳି

ନୂଆଦିଲ୍ଲୀ, (ପିଆଇବି) : ଗୋଆର ରାଜ୍ୟପାଳ ଶ୍ରୀ ସତ୍ୟପାଲ ମଲ୍ଳିକଙ୍କୁ ବଦଳି କରାଯାଇ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିୟାରୀ ନିଜ ଦାୟିତ୍ୱ ସହ ଗୋଆ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏହି ଆଦେଶ ଉଭୟ ନିଜ ନିଜର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କାର୍ୟ୍ୟକାରୀ ହେବ ।

Leave A Reply

Your email address will not be published.