ଆଜି ବଲାଙ୍ଗିର ଜିଲ୍ଲାରେ ୭୬ ଆକ୍ରାନ୍ତ : ୩୨ ବଲାଙ୍ଗିର ପୌରାଂଚଳରୁ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରେ ୭୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୨ ଜଣ ସାମିଲ୍ ଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ଖଲିଆପାଲିରୁ ୧, ରାଧାରାଣୀପଡ଼ାରୁ ୪, ସୁଦପଡ଼ାରୁ ୪, ତାଲପାଲିପଡ଼ାରୁ ୧,!-->…
Read More...
Read More...