Yearly Archives

2020

ଉଡାନ୍‌ ୪.୦ରେ ୭୮ଟି ନୂଆ ରୁଟ ଅନୁମୋଦିତ

• ୭୬୬ଟି ରୁଟ୍‌କୁ ମଞ୍ଜୁରି• ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଓ ଦ୍ୱୀପଗୁଡିକୁ ଯୋଗାଯୋଗ ସୁବିଧାନୂଆଦିଲ୍ଲୀ, (ପିଆଇବି) : ଆଞ୍ଚଳିକ ସଂଯୋଗ ଯୋଜନା (ଆରସିଏସ୍‌) ଅଧୀନରେ ‘ଉଡେ ଦେଶକୀ ଆମ୍‌ ନାଗରିକ’ ବା ଉଡାନ୍‌ କାର୍ୟ୍ୟକ୍ରମର ଚତୁର୍ଥ ପର୍ୟ୍ୟାୟରେ ୭୮୭ଟି ନୂଆ ବିମାନପଥକୁ ଅନୁମୋଦନ
Read More...

କୋରେକ୍ସ କାରବାର ସହର ତଥା ଗ୍ରାମାଞ୍ଚଳରେ ବଢ଼ୁଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ଯୁବପିଢିଙ୍କ ଦ୍ଵାରା ଆଦୃତ ନିଶା କୋରେକ୍ସ କାରବାର ସହର ତଥା ଗ୍ରାମାଞ୍ଚଳରେ ବ୍ୟାପକ ଉପଲବ୍ଧ ହେଉଛି, ଯଦିଓ ପୋଲିସ ଚଢଉ କରି ଜବତ କରିବା ସହ ଅପରାଧୀଙ୍କୁ ଗିରଫ କରିଛି। ଗତ ଦୁଇମାସ ଭିତରେ ୬୦୦୦ ରୁ ଅଧିକ ବୋତଲ ଧରିସ।ରିଛି ଓ ୧୮ ଜଣଙ୍କୁ ଗିରଫ କରିଛି,
Read More...

ପାଣିରେ ଭାସିଗଲା ୪ବର୍ଷର ଶିଶୁ କନ୍ୟା

ବରଗଡ଼, (ଗୋପୀନାଥ ସାହୁ) : ସେଲ୍‌ଫି ନେବା ପଡ଼ିଲା ମହଙ୍ଗା । ସେଲ୍‌ଫି ନେବା ସମୟରେ ବରଗଡ଼ ବ୍ଲକ ସରଲା ଦନ୍ତାନଦୀରେ ପଡ଼ି ନିଖୋଜ ହେଲେ ୪ ବର୍ଷ ଛୋଟ ଝିଅ । ପ୍ରାପ୍ତସୂଚନାରୁ ଜଣାଯାଏ, ଜଣେ ବ୍ୟକ୍ତି ନଈ ବଢ଼ି ଦେଖାଇବା ପାଇଁ ନେଇ ଯାଇଥିଲେ ଝିଅକୁ ଦନ୍ତାନଦୀ । ସମ୍ପୃକ୍ତ ବ୍ୟକ୍ତିଙ୍କର
Read More...

ଲଗାଣ ବର୍ଷାରେ ବେହାଲ ଆଗଲପୁର ବ୍ଲକରେ ଜନଜୀବନ ଅସ୍ତବ୍ୟସ୍ତ : ଉତ୍ତାଲି ଜୋର ପୋଲ ଉପରେ ବହିଲା ୫ଫୁଟ ର ପାଣି

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁରଠାରୁ ଚେରୁପାଲିକୁ ଯାଇଥିବା ରାଜପଥର ଆଗଲପୁର ପୋଲ ଉପରେ ଗତକାଲି ଦିନ ଗୋଟାଏ ପରେ ହଠାତ ପାଣି ବହିବା ଆରମ୍ଭ କରିଥିଲା । ୫ଫୁଟର ପାଣି ଯାଉଥିବାବେଳେ ସନ୍ଧ୍ୟା ବେଳକୁ ପାଣି ୧୦ ଫୁଟ ଉପରେ ରହିଥିବା ଦେଖାଯାଉଥିଲା । ଫଳରେ ରାସ୍ତାର ଉଭୟ
Read More...

ଦିନକରେ ୫ ପଜିଟିଭ୍ ପରେ ଦେଓଗାଁ ପଞ୍ଚାୟତକୁ ୭୨ ଘଣ୍ଟା ସଟଡାଉନ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଓଗାଁ ସଦର ପଞ୍ଚାୟତରେ ଗୁରୁବାର ଦିନ ୫ ଜଣ କରୋନା ପଜିଟିଭ୍ ବୋଲି ଜଣାପଡିବା ପରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଦେଓଗାଁ ସରପଞ୍ଚ ସମ୍ପୂର୍ଣ୍ଣ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଦେଓଗାଁ ସରପଞ୍ଚ ନିନା
Read More...

ଅଧିକାରୀଙ୍କ ଅବହେଳା ଓ କିଛି ଅସାଧୁ ବ୍ୟକ୍ତିଙ୍କ କାର୍ୟ୍ୟକଳାପ ଯୋଗୁଁ ନିର୍ୟ୍ୟାତିତ ହେଉଛନ୍ତି ପଡାବାସୀ

ବଙ୍ଗୋମୁଣ୍ଡା, (ଦୀପକ କୁମାର ପାଣିଗ୍ରାହୀ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଖ୍ୟ କାର୍ୟ୍ୟାଳୟରେ ଥିବା ଆଦର୍ଶପଡା ଠାରୁ ଗ୍ରାମ ମୁଖ୍ୟ ରାସ୍ତାକୁ ସଂଯୋଗ କରିଥିବା ରାସ୍ତାରେ ଆଂଠୁଏରୁ ଅଧିକ ନାଳ ନର୍ଦମା ପାଣି ଜମା ହୋଇଅଛି । ଏହି ରାସ୍ତାରେ ନିତି ଦିନ ହଜାର ହଜାର ଜନସାଧାରଣ
Read More...

ଲୋକ ଉନ୍ନତି ସଂଗଠନ ପକ୍ଷରୁ ଶିକ୍ଷା ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ବାଗତ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଯାଇଥିଲା। ହେଲେ ଏହି ବ୍ୟବସ୍ଥାରେ ବହୁ ବିଦ୍ୟାର୍ଥୀ ପାଠପଢ଼ାରୁ ବଞ୍ଚିତ ହୋଇଥିବାରୁ ପାଠପଢ଼ା ଏବେ ଠପ୍ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ
Read More...

ହୀରାକୁଦ ଡ଼୍ୟାମ୍‌ : ଆଉ ୪ ଗେଟ୍‌ ଖୋଲାଗଲା

ସମ୍ବଲପୁର, (ଦାମୋଦର ପଣ୍ଡା) : ହୀରାକୁଦ ବନ୍ଧନିର୍ମାଣ ଉପର ପାର୍ଶ୍ଵରେ ପ୍ରବଳ ବର୍ଷା ଯୋଗୁଁ ଏବେ ବନ୍ଧର ୪ ଟି ଗେଟ୍ ଅଧିକ ଖୋଲା ଯାଇଛି, ମୋଟ ୧୬ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ଏବେ ୫ ଲକ୍ଷ ୨୪ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୮ କ୍ୟୁସେକ
Read More...

ମୋ ବଗିଚାର ସଫଳ ରୂପାୟନ ନିମନ୍ତେ ପ୍ରଶିକ୍ଷଣ ଶିବିର

କନ୍ଧମାଳ, (କେପିଏନ୍‌ଏସ୍‌) : ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାଙ୍କ ନିର୍ଦେଶ ପ୍ରକାରେ ଗତ ଦୁଇ ଦିନ ଧରି ମୋ ଉପକାରୀ ବଗିଚାର ସଫଳ ରୂପାୟନ ନିମନ୍ତେ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଗୃହଠାରେ ଆୟୋଜନ କରାଯାଇଛି । ଏହି ଶିବିରରେ ବ୍ଲକ ଗୋଷ୍ଠୀ
Read More...

ଲଗାଣ ବର୍ଷାରେ ଜନସାଧାରଣ ଅସ୍ତବ୍ୟସ୍ତ

ଖଜୁରୀପଡ଼ା,(କେପିଏନ୍‌ଏସ୍‌) : ଖଜୁରୀପଡ଼ା ବ୍ଲକର ସମସ୍ତ ଅଂଚଳରେ ଲଘୁଚାପଜନିତ ବର୍ଷାର ପରିମାଣ ବଢିଚାଲିବା ସହ ବିଭିନ୍ନ ଅଂଚଳରେ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ଜଣାପଡିଛି । ଆଜି ରାତିରୁ ଲଗାଣ ବର୍ଷାର ପ୍ରଭାବରେ ଜନଜୀବନ ସମ୍ପୂର୍ଣ୍ଣ ଭାବେ ଅସ୍ତବ୍ୟସ୍ତ ହୋଇ ଯାଇଥିବା ବେଳେ
Read More...