ପାଣିରେ ଭାସିଗଲା ୪ବର୍ଷର ଶିଶୁ କନ୍ୟା

ବରଗଡ଼, (ଗୋପୀନାଥ ସାହୁ) : ସେଲ୍‌ଫି ନେବା ପଡ଼ିଲା ମହଙ୍ଗା । ସେଲ୍‌ଫି ନେବା ସମୟରେ ବରଗଡ଼ ବ୍ଲକ ସରଲା ଦନ୍ତାନଦୀରେ ପଡ଼ି ନିଖୋଜ ହେଲେ ୪ ବର୍ଷ ଛୋଟ ଝିଅ । ପ୍ରାପ୍ତସୂଚନାରୁ ଜଣାଯାଏ, ଜଣେ ବ୍ୟକ୍ତି ନଈ ବଢ଼ି ଦେଖାଇବା ପାଇଁ ନେଇ ଯାଇଥିଲେ ଝିଅକୁ ଦନ୍ତାନଦୀ । ସମ୍ପୃକ୍ତ ବ୍ୟକ୍ତିଙ୍କର ଅବହେଲନା ଯୋଗୁଁ ଝିଅ ପାଣିରେ ପଡ଼ିଗଲା ।

Leave A Reply

Your email address will not be published.