Monthly Archives

September 2020

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଚଳିତ ବର୍ଷର ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଲା । ଗତ ବର୍ଷ ତୁଳନାରେ ଏବର୍ଷ କଳାରେ ପାସ୍‌ ହାର ୧.୬୭% ଓ ଧନ୍ଦାମୂଳକରେ ୪.୯୧% ବୃଦ୍ଧି ପାଇଛି । ଚଳିତ ବର୍ଷ ଯୁକ୍ତ୨ କଳାରେ ପାସ୍‌ ହାର
Read More...

ଜାମଖୁଟା ବନ୍ଧ ମାଟି କାମରେ ପାରିଶ୍ରମିକ ମିଳିନାହିଁ ଶ୍ରମିକଙ୍କୁ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉକ୍ତ ରାମୁଡ ଗ୍ରାମର ଦାରିଦ୍ର ସୀମାରେଖା ତଳେ ଥିବା ଲୋକେ ଲକ୍‌ଡ଼ାଉନ୍‌ ସମୟରୁ ଜାମଖୁଟା ବନ୍ଧ ମାଟି କାମ (ମାଟି ବୋହି) ଆଜି ପର୍ଯ୍ୟନ୍ତ ପାରିଶ୍ରମିକ ପାଇବାରୁ ବଞ୍ଚିତ
Read More...

ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସମ୍ବଲପୁର ଗସ୍ତ

ସମ୍ବଲପୁର (ଦାମୋଦର ପଣ୍ଡା) : ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସମ୍ବଲପୁର ଗସ୍ତ କରି ବୁର୍ଲା ଭିମସାର କୋଭିଡ଼ ପରିଚାଳନା ସ୍ଥିତିର ସମୀକ୍ଷା କରିଛନ୍ତିି । ସମ୍ବଲପୁର ଜ଼ିଲ୍ଲାରେ କୋଭିଡ଼-୧୯ ସ୍ଥିତିର ସମୀକ୍ଷା ଓ ଏହାର ମୁକାବିଲା ପାଇଁ ନିଆ ଯାଉଥିବା ପଦକ୍ଷେପ ସହିତ ଭବିଷ୍ୟତ
Read More...

‘ଶିକ୍ଷାନୀତିକୁ ନେଇ ରାଜନୀତି ନହେଉ’

● ମସ୍କାଗୁଡ଼ା କ୍ଲଷ୍ଟର୍ ସ୍ତରୀୟ ଭର୍ଚୁଆଲ୍ ଗୁରୁଦିବସ ସମାରୋହକଳାହାଣ୍ଡିର,(କେପିଏନ୍‌ଏସ୍‌): ଶିକ୍ଷାନୀତିରେ ସଂସ୍କାର ଅପରିହାର୍ୟ୍ୟ । ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବା ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ । ଏଥିରେ ରାଜନୀତି ନକରି ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷାନୀତିରେ
Read More...

ଅଟାଙ୍ଗଗୁଡ଼ା କ୍ଲଷ୍ଟର ଦ୍ୱାରା ଡିଜିଟାଲ୍ ଗୁରୁଦିବସ ପାଳିତ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଶିକ୍ଷା ହିଁ ବିକାଶର ମୂଳାଧାର। ଏହା ବିନା ମଣିଷର ସର୍ବାଙ୍ଗୀନ ବିକାଶ ସମ୍ଭବ ନୁହଁ। ତେବେ ଛାତ୍ରଛାତ୍ରୀ ମଧ୍ୟରେ ମାଟିପ୍ରୀତି ଜାଗ୍ରତ ସହ ଦେଶନିର୍ମାଣ ପାଇଁ ସେମାନଙ୍କ ବ୍ୟକ୍ତିତ୍ୱ ଗଠନ ଦିଗରେ ଶିକ୍ଷକଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ଅତୁଳନୀୟ ବୋଲି
Read More...

ଅରଣ୍ୟ ରୋଦନ : ଶୁଭ୍ରାଂଶୁ ଶେଖର ପଣ୍ଡା

କିଏ ଶୁଣିବ ଏକାକୀ ରୋଦନ କଲେଘଂଚ ଅରଣ୍ୟ ଭିତରେଏକାନ୍ତରେ ନୀରବତା ଖାଁ ଖାଁଗହଳ ପତ୍ର ଲତା ଡାଳ ବୃକ୍ଷଝରଣାର କଳ କଳରେଜୀବନର ଆଶା ସଂଚରି ଯିବାରଉପକ୍ରମ ଏବେଅନେକ କଦମ୍ବଫୁଟିବାର ବେଳକୁ ରକ୍ତ ସଂଚରି ଯାଉଛିସମଗ୍ର ଶରୀର ଭିତରେମୋର ଆଖିରେ ଆଖିଏ ଲୁହକେତେ କାଳ ଝରିବ ଏମିତିଶୂନ୍ୟ ଆକାଶର ଦିଗ୍
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ : ବିକ୍ଷୋଭ ପ୍ରଦର୍ଶନ କଲେ ଗ୍ରାମବାସୀ

ଟିଟିଲାଗଡ ( ଗୌରବ ଦରଜୀ) : ଟିଟିଲାଗଡ ନିକଟସ୍ଥ ସିକିର୍ ଗ୍ରାମରେ ହୋଇଛି ଏକ ଦୁର୍ଘଟଣା । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଶିକିର୍ ଗ୍ରାମର ଅଜିତ୍ ନାଗ ନାମକ ଏକ ଯୁବକ କାଠ ବୋଝେଇ ଅଟୋ ଗାଡ଼ିରେ ଆସୁଥିବା ସମୟରେ ଲୁହ ଛଡ ବୋଝେଇ ଏକ ଟ୍ରାକ୍ଟର ସହ ଦୁର୍ଘଟଣା ହୋଇଥିଲା । ଟ୍ରାକ୍ଟରରେ
Read More...

ତୁଷୁରା ଏଆରଷ୍ଟ୍ରିପକୁ ସଂପ୍ରସାରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦେଲେ କଳିକେଶ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସ୍ଥିତ ତୁଷୁରା ଏଆରଷ୍ଟ୍ରିପକୁ ସଂପ୍ରସାରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଦେଇ ଅନୁରୋଧ ଜଣାଇଛନ୍ତି ପୁର୍ବତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ । ତୁଷୁରା ଏଆରଷ୍ଟ୍ରିପକୁ୍ ଉଡ଼ାନ ଯୋଜନାରେ ସାମିଲ କରିବା ସହ ଏହାର
Read More...

କରୋନା କଟକଣା ନାଁରେ ପୋଲିସର ଦବଂଗଗିରିକୁ ପ୍ରତିବାଦ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କରୋନା କଟକଣା ନାଁରେ ପୋଲିସର ଦବଂଗଗିରିକୁ ପ୍ରତିବାଦ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଲୋକେ । ଗତକାଲି ସଂଧ୍ୟା ସମୟରେ ବୀରମହାରାଜପୁର ଥାନାରୁ ପିସିଆର ଭେନ ବାହାରି ବୀରମହାରାଜପୁର ସାଂବାଦିକ ଭବନ ନିକଟରେ ଏକ ଜଳଖିଆ ଠେଲା ଦୋକାନ ଆଗରେ
Read More...

ଗୁରୁଶିଷ୍ୟର ସମ୍ପର୍କ ଯୁଗ ଯୁଗର ଏକ ପବିତ୍ର ସମ୍ପର୍କ

କଣ୍ଟାବାଞ୍ଜି,(କେପିଏନ୍‌ଏସ୍‌) : ଗୁରୁଶିଷ୍ୟର ସମ୍ପର୍କ ଯୁଗ ଯୁଗର ଏକ ପବିତ୍ର ସମ୍ପର୍କ । କେଉଁ ଆବହମାନ କାଳରୁ ଏହି ସମ୍ପର୍କଟି ମଣିଷ ଜାତିକୁ ବାଟ ଦେଖାଇ ଆସିଛି । ସୂଚନାଯୋଗ୍ୟ ଯେ କେ.ଭି ମହାବିଦ୍ୟାଳୟ ଠାରେ ଗୁଗୁଲ ମିଟରେ ଭରଚୁଏଲ ଗୁରୁ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର
Read More...