Browsing Tag

titilagada news

ମହାଶିବରାତ୍ରି ପାଇଁ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ରାଜ୍ୟରେ ଥିବା ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ସହରର କୁମୁଡା ପାହାଡ଼ ଉପରେ ପ୍ରଭୁ ଧବଳେଶ୍ଵର ବାବାଙ୍କ ପୀଠ ଅବସ୍ଥିତ । ଏହି ମନ୍ଦିରର ବିଶେଷତ୍ଵ ହେଲା ପାହାଡ ଭିତର ଗୁମ୍ଫାରେ ଆବିର୍ଭାବ ହୋଇଛନ୍ତି ପ୍ରଭୁ ଧବଳେଶ୍ଵର । ଏହି
Read More...

ବରିଷ୍ଠ ନାଗରିକ ରାମଚନ୍ଦ୍ର ସାହୁଙ୍କ ଅଭିନବ ପ୍ରତିବାଦ – ଧୋକା ଦେଲେ ମୋଦି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ରାମଚନ୍ଦ୍ର ସାହୁ, ସ୍ଵାଧୀନ ପଡ଼ାର ବାସିନ୍ଦା । ତାଙ୍କର ବୟସ ପାଖାପାଖି ୭୪ ବର୍ଷ । ଷାଠିଏ ବର୍ଷରୁ ଅଶି ବର୍ଷ ଭିତରେ ରହିଥିବା ବୃଦ୍ଧଙ୍କୁ ତିନି ହଜାର ଟଙ୍କା ଦେବାକୁ ନିର୍ବାଚନୀ ସମୟରେ ପ୍ରତିଶ୍ରୁତି ଦେଇଥିଲେ ମୋଦି କିନ୍ତୁ ଆଜି
Read More...

ମନ୍ତ୍ରୀ ଟୁକୁନି ସାହୁଙ୍କୁ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (ଗୁରୁଦୟାଲ ହଂସ) : ଆଜି ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ତାଙ୍କ ଟିଟିଲାଗଡ ସ୍ଥିତ ବାସ ଭବନରେ ଭେଟି ଜିଲ୍ଲାର ଚାଷୀ ସମୁହଙ୍କୁ ତୁରନ୍ତ କୃଷି ବୀମା ରାଶି ପ୍ରଦାନ କରାଯିବାକୁ ଏବଂ ମରୁଡି ସହାୟତା ପ୍ରଦାନ
Read More...

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ/ସିନ୍ଧେକେଲା, (କେପିଏନ୍‌ଏସ୍‌) : ଟିଟିଲାଗଡ- କେସିଙ୍ଗା ରେଳ ଧାରଣାର ୨୦୬ ନଂ ମାଇଲ ଖୁଣ୍ଟ ନିକଟରୁ ଜିଆର୍‌ପି ପୋଲିସ ଏକ ମୃତଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଟିଟିଲାଗଡ ହାଇସ୍କୁଲପଡା ନିବାସୀ ମ୍ୟାନେଜର ପୁଟେଲଙ୍କ ପୁଅ ଉତ୍ତମ ପୁଟେଲ(୩୨ ବର୍ଷ) ଏବଂ ସେ ଗତ ରାତିରେ
Read More...