Browsing Tag

titilagada news

ଲାୟନ୍ସ କ୍ଲବର ଡିଜିଙ୍କ ଅଫିସିଆଲ ଭିଜିଟ

ଲାୟନସ ଡେନର ନବୀକରଣ ଗୃହଉତ୍ସବ,ଚାର୍ଟର ନାଇଟ ଓ ଦିୱାଲି ମିଲନ ପାଳିତ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସନ୍ଧ୍ୟା ସାତଟା ସମୟରେ ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଚାର୍ଟର ନାଇଟ ଓ ଦିୱାଲି ମିଲନ ସଭାପତି ଶ୍ରୀ ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ
Read More...

ଟିଟିଲାଗଡ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସକାଳ ୧୧ଟା ସମୟରେ ଅତି ଆକର୍ଷଣୀୟ ଭାବେ ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ଟିଟିଲାଗଡ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ,
Read More...

ଭିଜିଲାନ୍ସ ହାତରେ ଧରାପଡିଲେ ଟିଟିଲାଗଡ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁଡ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଚାଲିଥିବା ବେଳେ ଟିଟିଲାଗଡ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଟିଟିଲାଗଡ଼ କାର୍ଯ୍ୟାଳୟରେ ବଡମାଳ ନିକଟସ୍ଥ ଡୁମାଲପଡ଼ା
Read More...

ଟିଟିଲାଗଡ ପୋଲିସ ପକ୍ଷରୁ ଡିଏଭି ମହାବିଦ୍ୟାଳୟ ଓ ମହେଶ୍ୱର ହିନ୍ଦୀ ହାଇସ୍କୁଲଠାରେ ସାଇବର ସୁରକ୍ଷା ଅଭିଯାନ ୨୦୨୫

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିକାଲି ଅନ୍‌ଲାଇନ ଦ୍ଵାରା ସମସ୍ତ ଆର୍ଥିକ ଦେଣନେଣ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଉଛି । ଏହାର ଫାଇଦା ନେଇ ସାଇବର ଅପରାଧୀ ନିଜର ସ୍ୱାର୍ଥ ହାସଲ ପାଇଁ ଲୋକଙ୍କୁ ଫୋନ କରି ଓଟିପି ମାଗି ତାଙ୍କ ଆକାଉଣ୍ଟ ଖାଲି କରୁଥିବା ନୀତିଦିନ
Read More...

ବୋଲେରୋକୁ ଧକ୍କା ଦେଲା କାର ଗୁରୁତରଙ୍କୁ ବଲାଙ୍ଗିର ସ୍ଥାନାନ୍ତର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧବାର ସକାଳ ୮ଟା ୩୦ ସମୟରେ ସଇଁତଲା ନବୀନ ଛକଠାରେ ଟିଟିଲାଗଡ ପଟୁ ସମାଜସେବୀ ହିଫ୍‌ଯୁଲ ରେହମାନ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆଙ୍କ ସହ ଟିଟିଲାଗଡରୁ ବାହାରି ବଲାଙ୍ଗିର ପଟେ ଯାଉଥିବା ବେଳେ ସଇଁତଳା ବ୍ଲକ ନବୀନ ଛକଠାରେ ଡିଯାୟାର କାର ନମ୍ବର ଓଡ଼ି ୧୬ ଏଚ
Read More...

ଓଡ଼ିଶା ସରକାରଙ୍କ ଆଦର୍ଶ ଗ୍ରାମ ପରିଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଗତ ଶୁକ୍ରବାର ଦିନ ଟିଟିଲାଗଡ଼ ବ୍ଲକ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ସରକାରଙ୍କ ଆଦର୍ଶ ଗ୍ରାମ ପରିଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ବୈଠକରେ ବିଡ଼ିଓ ଚନ୍ଦ୍ରମଣି ନାଗ, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ ଏବଂ ଜିଲ୍ଲାର ଏନ୍‌ଆର୍‌ଏମ୍‌ ଏକ୍ସପର୍ଟ
Read More...

ଭାରତ ବିକାସ ପରିଷଦ ଦ୍ୱାରା ‘ସର୍ବଶ୍ରେଷ୍ଠ ଛାତ୍ର ଓ ‘ସର୍ବଶ୍ରେଷ୍ଠ ଶିକ୍ଷିକା ପୁରସ୍କାର’

ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲର ସରୋଜିନୀ ପଟ୍ଟନାୟକଙ୍କୁ ସର୍ବଶ୍ରେଷ୍ଠ ଶିକ୍ଷୟତ୍ରୀ ସମ୍ମାନ ଓ ଦଶମ ଶ୍ରେଣୀର ଛାତ୍ର ଅଭିଜିତ ସିଂଙ୍କୁ ସର୍ବ ଶ୍ରେଷ୍ଠ ଛାତ୍ର ସମ୍ମାନ ମିଳିଛି। ଏହି ପୁରସ୍କାର ତାଙ୍କୁ ଶିକ୍ଷାଗତ ଉତ୍କୃଷ୍ଟତା, ଶିସ୍ତ ଓ ଉତ୍ତମ ଚରିତ୍ର ପାଇଁ ପ୍ରଦାନ କରାଯାଇଛି।ଏହି
Read More...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ମାନରେ ସମ୍ମାନିତ ହେଲେ ଟିଟିଲାଗଡ଼ର ଶିକ୍ଷୟତ୍ରୀ ନିରୁପମା ତ୍ରିପାଠୀ ଓ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ବଲାଙ୍ଗିରର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଟିଟିଲାଗଡ଼ ଘଣ୍ଟାଶୁଣି ସରକାରୀ ଉଚ୍ଚ
Read More...

ବାଇକ ଚୋରି ଅଭିଯୋଗରେ ନୀଳଚକ୍ର ନଗରର ଲକି ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କତରକେଲା ଗ୍ରାମର ବୈଭବ ଚରଣ କଟାଙ୍କ ବାଇକ ଘର ସମ୍ମୁଖରେ ଥିବାବେଳେ ୧୦ ତାରିଖ ରାତି ପାଖାପାଖି ୧୧, ୩୦ଟା ସମୟରେ କେହି ଚୋରି କରି ନେଇଥିବା ନେଇ ଟିଟିଲାଗଡ଼ ଥାନାରେ ଏତଲା ଦେଇଥିଲେ ଏତଲାକୁ ଆଧାର କରି ଟିଟିଲାଗଡ଼ ଥାନାଧିକାରି କଲ୍ୟାଣୀ ବେହେରା ଏହାର
Read More...

ଅଦିନିଆ ବର୍ଷା ଯୋଗୁଁ ପଥର୍ଲା ଗ୍ରାମର ଚାଷୀ ହତାଶ : ସରକାରଙ୍କୁ ସହାୟତା ପାଇଁ ନିବେଦନ କଲେ ଜିଲ୍ଲା ପରିଷଦ ସଞ୍ଜୟ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମପଞ୍ଚାୟତର ପଥର୍ଲା ଗ୍ରାମର ଚାଷୀଙ୍କ ପାଇଁ ଅଦିନିଆ ଦୁଃଖ ଆସିଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଲ ଫସଲ ଆଶାରେ ଚାଷ କରିଥିଲେ । ଧାନ ଠିକ ଆଦାୟ ହେବା ପୂର୍ବରୁ ଅଦିନିଆ ବର୍ଷା ଯୋଗୁଁ ବହୁତ ଚାଷୀଙ୍କ
Read More...