ସମ୍ବଲପୁରରେ କରୋନା ସ୍ଥିତି ଅସମ୍ଭାଳ
ସମ୍ବଲପୁର (ଦାମୋଦର ପଣ୍ଡା) : ସମ୍ବଲପୁର ସହରରେ ପୁଣି ମା’ ଓ ପୁଅଙ୍କ କରୋନାରେ ମୃତ୍ୟୁ ଘଟିଛି ଏବଂ ଝିଅ କୋଭିଡ୍ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଛି । ପୁର୍ବରୁ ଜଣେ ଡାକ୍ତର ଓ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ଗତ ବୁଧବାର ମୋଟ ୧୦୭ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଭୀମସାର୍ ର ୨୫ ଜଣ!-->…
Read More...
Read More...