Browsing Tag

sambalpur news

କୋଭିଡ୍ ହସ୍ପିଟାଲରେ ମୃତ ମହିଳାଙ୍କ ବେକରୁ ସୁନା ମାଳି ଗାଏବ ଅଭଯୋଗ

ସମ୍ବଲପୁର, (ଦାମୋଦର ପଣ୍ଡା) : ବିସ୍ମିତ ହେଲା ଭଳି ଘଟଣା। ସମ୍ବଲପୁର କୋଭିଡ୍ ହସ୍ପିଟାଲରେ ରବିବାର ମୃତ୍ୟୁ ବରଣ କରିଥିବା ଜଣେ ମହିଳାଙ୍କ ବେକରୁ ସୁନା ମାଳି ଗାଏବ । ତାଙ୍କ ପୁଅ ଅଭିଷେକ ମୋହନା ଟାଉନ୍ ଥାନାରେ ଅଭଯୋଗ କରିଛନ୍ତି । ତାଙ୍କୁ ମା’ଙ୍କ ଶବ ହସ୍ତାନ୍ତର କଲାବେଳେ ମାଳି ବେକରେ ନ
Read More...

ହୀରାକୁଦସ୍ଥିତ ହିଣ୍ଡାଲକୋରୁ ନିଶୃତ ଫ୍ଲୋରାଇଡ୍ ଗ୍ୟାସ୍ ନିକଟସ୍ଥ ଶହ ଶହ ଏକର ଚାଷକୁ ଜାଳି ଦେଉଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ହୀରାକୁଦସ୍ଥିତ ହିଣ୍ଡାଲକୋରୁ ନିଶୃତ ଫ୍ଲୋରାଇଡ୍ ଗ୍ୟାସ୍ ନିକଟସ୍ଥ ୨୫୦ ଏକର ଚାଷକୁ ଜାଳି ଦେଉଛି, ଏହା କେବଳ ଏଇ ବର୍ଷର ସମସ୍ୟା ନୁହେଁ,୨୦୦୩ ରୁ ପ୍ରତିବର୍ଷର ଘଟଣା। ଏନ୍‌ଜିଟି.ର ସ୍ପଷ୍ଟ ନିର୍ଦ୍ଦେଶ କଂପାନୀ ଶୁଣୁନୁହେଁ ବୋଲି କ୍ଷତିଗ୍ରସ୍ତ ଚାଷୀମାନେ
Read More...

ଆଖାଡା ଓସ୍ତାଦ ପୀତାମ୍ବର ରାଏଙ୍କ ପରଲୋକ

ସମ୍ବଲପୁର(ଦାମୋଦର ପଣ୍ଡା) ସମଲେଶ୍ୱରୀ ମନ୍ଦିରର ଆଖାଡା ଓସ୍ତାଦ ତଥା ପୂର୍ବତନ ରାଜସ୍ବ ଇନ୍ସପେକ୍ଟର ପୀତାମ୍ବର ରାଏ (୬୮)ଙ୍କ ପରଲୋକ ହୋଇଛି । ସେ ନିଜ ଅନ୍ତେ ପତ୍ନୀ, ୩ ଝିଅ ଓ ୩ ପୁଅକୁ ଛାଡି ଯାଇଛନ୍ତି । ପୀତାମ୍ବର ରାଏ ୧୯୯୩ ମସିହାରେ ସମଲେଶ୍ୱରୀ ମନ୍ଦିରର ଆଖଡ଼ା ଓସ୍ତାଦ ଭାବେ
Read More...

ସମ୍ବଲପୁରରେ କରୋନା ସଂକ୍ରମଣ ସ୍ଥିତି ଅସମ୍ଭାଳ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର କୋଭିଡ୍ ହସ୍ପିଟାଲରେ ଶନିବାର ଆଉ ତିନି ଜଣଙ୍କ ମୃତ୍ୟୁ ଘଟିଛି ଓ ଏଠି ମୃତ୍ୟୁ ସଂଖ୍ୟା ୪୧ ରେ ପହଞ୍ଚିଛି। ସାହୁ କଲୋନୀର ଜଣେ ମହିଳା ଭୀମସାରକୁ ଯକ୍ଷ୍ମା ରୋଗର ଚିକିତ୍ସା ପାଇଁ ଯାଇଥିବା ବେଳେ ତାଙ୍କ କରୋନା ପୋଜିଟିଭ୍ ବାହାରିବାରୁ ସମ୍ବଲପୁର
Read More...

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କବିତା ଜଲାନ୍

ସମ୍ବଲପୁର, (ଦାମୋଦର ପଣ୍ଡା) : ଉତ୍ତରାଞ୍ଚଳ ଡିଆଇଜି ଭାବେ ସମ୍ବଲପୁର ସ୍ଥିତ କାର୍ୟ୍ୟାଳୟରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୦୩ ବ୍ୟାଚ ଆପିଏସ ଅଫିସର କବିତା ଜଲାନ୍ । ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ସେହି ସ୍ଥାନରେ ଏସଟିଏଫ ଡିଆଇଜି
Read More...

ମହାନଦୀର ପଛୁଆ ପାଣି ପ୍ରବେଶ କରି ତଳି ଅଞ୍ଚଳ ଜଳମଗ୍ନ

ସମ୍ବଲପୁର, (ଦାମୋଦର ପଣ୍ଡା) : ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଜି ସକାଳ ୮-୩୦ ସମୟରେ ହୀରାକୁଦ ଜଳଭଣ୍ଡାରର ଦୁଇଟି ଅଧିକ ଗେଟ୍ ଖୋଲାଯାଇଛି । ମୋଟ ୪୪ ଟି ଗେଟ୍ ଦ୍ଵାରା ମାତ୍ର ୬ ଲକ୍ଷ ୯୪ ହଜାର ୨ ଶହ ଘନ ଫୁଟ ଜଳ ନିଷ୍କାସନ ହେଉଥିବା ବେଳେ ୮ ଲକ୍ଷ ୫୩ ହଜାର ୨୯ ଘନଫୁଟ ଜଳ ପ୍ରବେଶ କରୁଛି।
Read More...

ସମ୍ବଲପୁରରେ କୋଭିଡ : ସ୍ଥିତି ଉଦ୍‌ବେଗଜନକ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର କୋଭିଡ ହସ୍ପିଟାଲରେ ଗତ ଶୁକ୍ରବାର ଆଉ ତିନି ଜଣଙ୍କ ମୃତ୍ୟୁ ହୋଇ ମାସକ ଭିତରେ ୩୮ ଜଣଙ୍କ ଜୀବନ ଗଲାଣି। ମୃତ୍ୟୁ ସଂଖ୍ୟା ବଢିବାର କାରଣ ଅନୁଧ୍ୟାନ ପାଇଁ ଏକ ଟିମ୍ ଆସି ସରକାରଙ୍କ ରିପୋର୍ଟ ଦେବାର ଥିଲା, ମାତ୍ର ଏଯାଏଁ ଆସିନାହାନ୍ତି। ଏହାର କାରଣ
Read More...

ହୀରାକୁଦର ୨୪ ଗେଟ୍‌ ଖୋଲା : ତଳମୁଣ୍ଡକୁ ବନ୍ୟା ଆତଙ୍କ

ସମ୍ବଲପୁର, (ଦାମୋଦର ପଣ୍ଡା) : ଉପରମୁଣ୍ଡରୁ ପାଣି ଛୁଟୁଛି ହୀରାକୁଦ ଡେମ୍‌କୁ । ତେବେ ଜଳ ନିଷ୍କାସନ ପାଇଁ ବର୍ତ୍ତମାନ ସୁଦ୍ଧା ୨୪ଟି ଗେଟ୍‌ ଖୋଲା ସରିଥିବା ବେଳେ ତଳମୁଣ୍ଡକୁ ବନ୍ୟା ଆତଙ୍କ ଦେଖାଦେଇଛି । ନଦୀକୂଳିଆ ଅଂଚଳରେ ଆଶଙ୍କା ବେଶୀ ବଢ଼ିଛି ।
Read More...

କୋରେକ୍ସ କାରବାର ସହର ତଥା ଗ୍ରାମାଞ୍ଚଳରେ ବଢ଼ୁଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ଯୁବପିଢିଙ୍କ ଦ୍ଵାରା ଆଦୃତ ନିଶା କୋରେକ୍ସ କାରବାର ସହର ତଥା ଗ୍ରାମାଞ୍ଚଳରେ ବ୍ୟାପକ ଉପଲବ୍ଧ ହେଉଛି, ଯଦିଓ ପୋଲିସ ଚଢଉ କରି ଜବତ କରିବା ସହ ଅପରାଧୀଙ୍କୁ ଗିରଫ କରିଛି। ଗତ ଦୁଇମାସ ଭିତରେ ୬୦୦୦ ରୁ ଅଧିକ ବୋତଲ ଧରିସ।ରିଛି ଓ ୧୮ ଜଣଙ୍କୁ ଗିରଫ କରିଛି,
Read More...

ହୀରାକୁଦ ଡ଼୍ୟାମ୍‌ : ଆଉ ୪ ଗେଟ୍‌ ଖୋଲାଗଲା

ସମ୍ବଲପୁର, (ଦାମୋଦର ପଣ୍ଡା) : ହୀରାକୁଦ ବନ୍ଧନିର୍ମାଣ ଉପର ପାର୍ଶ୍ଵରେ ପ୍ରବଳ ବର୍ଷା ଯୋଗୁଁ ଏବେ ବନ୍ଧର ୪ ଟି ଗେଟ୍ ଅଧିକ ଖୋଲା ଯାଇଛି, ମୋଟ ୧୬ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ଏବେ ୫ ଲକ୍ଷ ୨୪ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୮ କ୍ୟୁସେକ
Read More...