ସମ୍ବଲପୁରରେ କରୋନା ସ୍ଥିତି ବେହାଲ୍ : ବୁଧବାର ଯାଏଁ ୧୦୨୨ ଆକ୍ରାନ୍ତ ଚିହ୍ନଟ
ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁରରେ ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ବେହାଲ୍ ହେବାରେ ଲାଗିଛି । ଗତକାଲି ଯାଏଁ ୧୦୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ନୂଆ ୩୬ ଜଣଙ୍କ ମଧ୍ୟରୁ ୧୯ ଜଣ ସମ୍ବଲପୁର ମହାନଗର ନିଗମ ଅଂଚଳର ଅଟନ୍ତି । ତେବେ ସହର ମଧ୍ୟରେ କରୋନା ସଂକ୍ରମଣକୁ!-->…
Read More...
Read More...