Browsing Tag

padampur news

କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ର ଅଷ୍ଟାଦଶ ମହାସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ୍ ମାଣ୍ତୋସିଲ ସାଇ ତରଫରୁ ଅଂଳାଯୁବା ମହାମାୟା ଶୁଶିଳା ଦେବୀ ନରସିଂ ଛାତ୍ରୀନିବାସ ପରିସରରେ କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ର ଅଷ୍ଟାଦଶ ମହାସଭା ଆଜି ଅନୁଷ୍ଠିତ ହୋଇଯାଇଛି । ମହାସଭା ସଭାପତି ରମହରି ସାହୁଙ୍କ ସଭାପତିତ୍ୱରେ
Read More...

ପଦ୍ମପୁର ଟାଉନ କ୍ଲବ ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବ ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ଶିବିରରେ ମୋଟ ୪୦୬ ଜଣଙ୍କର ମାଗଣା ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ସେମାନଙ୍କ
Read More...

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥଗିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଚେତନ ହେମା ଢୋଲବନ୍ଧ ଦ୍ୱାରା ଆସନ୍ତା ୩୦ ତାରିଖରୁ ହେବାକୁ ଥିବା ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଲଘୁଚାପ ଜନିତ ବର୍ଷା କାରଣରୁ ସ୍ଥଗିତ ରଖାଯାଇଛି । ଖୁବ ଶୀଘ୍ର ପାଗ ଭଲ ରହିଲେ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ପ୍ରକାଶ ।
Read More...

ପଦ୍ମପୁର ଭୁଲିଆ ଧର୍ମଶାଳାଠାରେ ଦିବ୍ୟାଙ୍ଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋରାସମ୍ବର ଦିବ୍ୟାଙ୍ଗ ବିକାଶ ମଞ୍ଚ ପକ୍ଷରୁ ପଦ୍ମପୁର ଭୁଲିଆ ଧର୍ମଶାଳାଠାରେ ଆନ୍ତ୍ରଜାତିକ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଡିସେମ୍ବର ୩ରେ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳନ କରୁଥିବା ବେଳେ କିଛି ଅସୁବିଧାର କାରଣ ଯୋଗୁଁ ଗତକାଲି ପାଳନ
Read More...

କ୍ରିଷ୍ଣା କପ୍ : ଉପରବାହାଲ-ବାଟତେରମା ଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନ ପ୍ରଥମ ସେମି ଫାଇନାଲ ମ୍ୟାଚରେ ଉପରବାହାଲ ଦଳ ଖଲାବାହାଲ ଦଳକୁ ହରାଇ ଏବଂ ଦ୍ବିତୀୟ ସେମି ଫାଇନାଲ ମ୍ୟାଚରେ
Read More...

‘ସଚେତନ ହେମା’ ଢୋଲବନ୍ଧ ଆୟୋଜିତ ଦ୍ଵିତୀୟ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ଆସନ୍ତା ଡିସେମ୍ବର ୩୦ରୁ ୩୧…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ଆସନ୍ତା ଡିସେମ୍ବର ୩୦ ଓ ୩୧ ଦୁଇଦିନ ଧରି ମହାସମାରୋହରେ ନାଟ୍ୟ କଳାର ଜୟଗାନ କରି ଗ୍ରାମୀଣ ପରିବେଶ
Read More...

ମିଠାପାଲି ପଞ୍ଚାୟତରେ ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ରାଜୀବ ଭବନଠାରେ ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମିଠାପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ସହଦେବ ଧରୁଆଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।
Read More...

ଉତ୍କଳୀୟମ୍ ଫାଉଣ୍ଡେସନ୍ ଦ୍ୱାରା ସମ୍ମାନିତ ହେଲେ ସମାଜସେବୀ ରଶ୍ମିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଉତ୍କଳୀୟମ୍ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ୱାରା ରାଜ୍ୟସ୍ତରୀୟ କରୋନା ଯୋଦ୍ଧା ସମ୍ମାନ - ୨୦୨୧ କାର୍ଯ୍ୟକ୍ରମ ଉତ୍କଳ ସାମ୍ବାଦିକ ସଂଘ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର କରୋନା ଯୋଦ୍ଧା ଯଥା ପୋଲିସ, ଡାକ୍ତର,
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନ ୧୧ ଟାରେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ସଭାଗୃହରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ, ପାଇକମାଲ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ରାସନ କାର୍ଡ଼ରେ ଦୁର୍ନୀତିର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜଗଲପାଟ ଗ୍ରାମ ପଞ୍ଚାୟତରେ ବାରମ୍ବାର ଦୁର୍ନୀତି ବଢ଼ିବାରେ ଲାଗିଛି । କିଛିଦିନ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଡ଼ସାହାଜବାହାଲର କିଛି ଜଣ ଦୁର୍ନୀତିର ପ୍ରତିବାଦରେ କିରାସିନି ଢାଳି ହେଇ
Read More...