ବିଜେପୁର ହଟୁଆ ସମାଜର ବୈଠକ : ନାରାୟଣ ସଭାପତି, ରାଜେଶ୍ୱର ସଂପାଦକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ଏନ୍ଏସି ସଦରମହକୁମାର ଦାମୋଦର କଟା ଉପକଣ୍ଠ ଗୋପଟିକ୍ରା ନିତ୍ୟାନନ୍ଦ ଆଶ୍ରମରେ ହଟୁଆ ସମାଜର ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଇଷ୍ଟଦେବୀ ଚର୍ଚ୍ଚିକାଙ୍କ ନିକଟରେ ଧୂପ ପୁଷ୍ପ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବରିଷ୍ଠ!-->…
Read More...
Read More...