Browsing Tag

padampur news

ଗୋଡ ଭାଙ୍ଗିଥିବା ଲୋକଙ୍କୁ ସାହଯ୍ୟ କଲେ ନବ ନିର୍ବାଚିତ ସରପଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୋଡ ଭାଙ୍ଗିଥିବା ଲୋକଙ୍କୁ ସାହଯ୍ୟ କଲେ ନବ ନିର୍ବାଚିତ ସରପଞ୍ଚ ପହିଲମାନ ସିଂ ବରିହା । ପଦ୍ମପୁର ଉପଖଣ୍ଡ ବ୍ଲକ୍ ଫିରିଙ୍ଗିମାଲ ଗ୍ରାମ ପଞ୍ଚାୟତ ନବ ନିର୍ବାଚିତ ସରପଂଚ ପହିଲମାନ ସିଂ ବରିହା ତାଙ୍କର ବାସ ଭବନକୁ ଯାଇ ଆଜି ତାଙ୍କର ସ୍ଵାସ୍ଥ୍ୟାବସ୍ଥା…
Read More...

ଲକ୍ଷେଘର ଗଣ୍ଡାସମାଜ ଦ୍ୱାରା ଆମ୍ବେଦକର ଜୟନ୍ତୀ ଉତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜ ଦ୍ୱାରା ବାବା ସାହେବ ଆମ୍ବେଦକରଙ୍କର ୧୩୧ତମ ଜୟନ୍ତୀ ପାଳନ କରାଯାଇଛି । ଉପଖଣ୍ଡସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ସଭାପତି ତେଜରାଜ ସୁନା ସର୍ବ ପ୍ରଥମେ ପଦ୍ମପୁର ସହର ପ୍ରେବେଶ ପଥରେ ଥିବା ବାବା ସାହେବଙ୍କର…
Read More...

ଟୁର୍ଚାରେ ପାଇପ ଜଳ ଯୋଗାଣ : ନିମ୍ନ ମାନର କାମ ଯୋଗୁଁ ପାଇପ ଫାଟି ପାଣି ଲିକ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଗୌରେନମୁଣ୍ଡା ଗ୍ରାମ ପଞ୍ଚାୟତ ଟୁର୍ଚାରେ ହୋଇଥିବା ଜଳ ଯୋଗାଣରେ ନିମ୍ନ ମାନର କାମ ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଲିକ ହେଉଛି । ଏହାଦ୍ୱାରା ଜଳ ଯୋଗାଣ ବନ୍ଦ ହୋଇଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା…
Read More...

ସ୍ୱର୍ଗୀୟା ସୁଭାଷିଣୀ ପାଣିଗ୍ରାହୀଙ୍କ ତିରୋଧାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଯମୁନା କନ୍ଧୁଣୀ ବାଳିକା ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟରେ ଦୀର୍ଘ ଦିନ ଧରି ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ସ୍ୱର୍ଗୀୟା ସୁଭାଷିନୀ ପାଣିଗ୍ରାହୀଙ୍କ ତିରୋଧାନ ଦିବସରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ…
Read More...

ମାନସିଂହ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ଷୋଡଶ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସଂଧ୍ୟା ୭ ଘଣ୍ଟା ସମୟରେ ମାନସିଂହ ସାହିତ୍ୟ ସଂସଦ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଷୋଡଶ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅସରରେ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକା ଶ୍ରୀମତୀ ପ୍ରଣତି ମହାପାତ୍ର ଯୋଗ ଦେଇ ଆଜିର ଯୁବ ସାହିତ୍ୟିକମାନଙ୍କୁ…
Read More...

ସାପଲହରଠାରେ ସରସ୍ୱତୀ ଶିଶୁ ମନ୍ଦିରରେ ଛାତ୍ର ଛାତ୍ରୀଙ୍କ ଶ୍ରୀରାମ ନବମୀ ଉତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସାପଲହର ଗ୍ରାମଠାରେ ଲଖମରା ଶିଶୁ ବିଦ୍ୟା ମନ୍ଦିରଙ୍କ ଆନୁକୂଲ୍ୟରେ ସାପଲହରଠାରେ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା । ଏଥିରେ ଶିଶୁ ବିଦ୍ୟା ମନ୍ଦିରର ଭାଇଭଉଣୀମାନେ ଉପସ୍ଥିତ ରହି ରାମ, ଲକ୍ଷ୍ମଣ, ସୀତା, ହନୁମାନ ଆଦି…
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଉପଲକ୍ଷେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଅଧ୍ୟକ୍ଷତାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାିଛି । ଏକ ସୁନ୍ଦର ରଥରେ ଶ୍ରୀ ଗୋପାଳଜୀ ମନ୍ଦିରରୁ ଭଗବାନଙ୍କ ମୂର୍ତ୍ତିକୁ…
Read More...

ଝାରବନ୍ଧ ବ୍ଲକର ବିକଳ ଚିତ୍ର : ସୌର ବିଜୁଳି ଭରଷାରେ ଚାଲିଛି ବିଭିନ୍ନ କାର୍ଯ୍ୟାଳୟ, ଦୈନିକ ସର୍ବାଧିକ ୬ ଘଣ୍ଟା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ବ୍ଲକ ଓଡ଼ିଶାର ଏକ ଉପାନ୍ତ ଅଞ୍ଚଳ ଭାବରେ ବେଶ ଜଣାଶୁଣା । ଏଠାରେ ଲୋକମାନେ ବିଭିନ୍ନ ପ୍ରକାରର ଶୋଷଣ, ଅନ୍ୟାୟ ତଥା ଅତ୍ୟାଚାରର ଶିକାର ହୋଇ ଆସୁଛନ୍ତି ଯାହାକି ଗ୍ରୀଷ୍ମଋତୁରେ ସୀମା ଉଲ୍ଲଂଘନ କରିଯାଇଛି । ଅଞ୍ଚଳରେ…
Read More...

ପାଇକମାଲ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଛି ଟାଟା ପାୱାର : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : କିଛିଦିନ ପରେ ହେବ ମ୍ୟାଟ୍ରିକ ପରୀକ୍ଷା, ଛାତ୍ରଛାତ୍ରୀ ମାନେ ପାଠପଢ଼ା ଚିନ୍ତାରେ ଥିବା ବେଳେ ସେମାନଙ୍କ ସହ ଖେଳ ଖେଳୁଛି ଟାଟା ପାୱାର ବୋଲି ମତ ପ୍ରକାଶ ପାଉଛି । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳରେ ରାତି ସମୟରେ ବିଜୁଳି…
Read More...

ଅଳିଆ ଆବର୍ଜନାର ସହର ପାଲଟିଛି ପାଇକମାଲ : ଅବହେଳିତ ନୃସିଂହନାଥ ପୀଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସଦର ଗ୍ରାମ ରାଜ୍ୟ ତଥା ରାଜ୍ୟ ବାହାରେ ଏକ ଚୀର ପରିଚିତ ନାମ କାରଣ ଏହି ସହର ସହ ଯୋଡ଼ି ହୋଇ ରହିଛି ପଶ୍ଚିମ ଓଡ଼ିଶାର ଅନନ୍ୟ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ଏହି ଅନନ୍ୟ ପର୍ଯ୍ୟଟନସ୍ଥଳୀକୁ ନିତିଦିନ…
Read More...