Browsing Tag

mundpada news

ସଂଜ୍ଞାହୀନ ଅବସ୍ଥାରେ ରାସ୍ତା କଡରୁ ନିଖୋଜ ନାବାଳିକା ଉଦ୍ଧାର

ବୌଦ୍ଧ, (ବଂଶୀଧର ମାଝୀ) : ଗତକାଲି ସନ୍ଧ୍ୟାରେ ବୌଦ୍ଧ ବ୍ଲକ୍‌ ମୁଣ୍ଡାପଡା ଗ୍ରାମ ପଞ୍ଚାୟତର ବାରପୁଡୁଗ୍‌ - ତରଭା ରାସ୍ତା ଉପରେ ଅଚେତ ଅବସ୍ଥାରେ ପଡିଥିବା ଜଣେ ନାବାଳିକା ଉଦ୍ଧାର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମୁଣ୍ଡାପଡା ଗ୍ରାମର ହାଇସ୍କୁଲ ପଢୁଆ ଜଣେ ନାବାଳିକା
Read More...