Browsing Tag

bramhapur news

୧୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ମହିଳା ଥାନାର ଜଣେ ଏ.ଏସ୍.ଆଇ. ଭିଜିଲାନ୍ସ ଦ୍ୱାରା ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହିଳା ଥାନାର ଜଣେ କାର୍ଯ୍ୟରତ ଏ.ଏସ୍.ଆଇ. ବବିତା ସୁନାଙ୍କୁ ଭିଜିଲାନ୍ସ ବୁଧବାର ଗିରଫ କରିଥିବା ଜଣାପଡ଼ିଛି । ଖବର ନେବାରେ ଜଣାଯାଇଛି ଯେ' ମ୍ୟାଡମ୍ ଜଣଙ୍କ ଏକ ମାମଲାରେ ସହାୟତା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ପୂର୍ବରୁ ଲାଞ୍ଚ ମାଗିବା
Read More...

ଦିବ୍ୟସିଂହପୁର ଓ ଭାଗିରଥିପୁରରେ ଶୀତଳଷଷ୍ଠୀ ଯାତ୍ରା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦିବ୍ୟସିଂହପୁର ଠାରେ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ବର୍ଣ୍ଣାଢ଼୍ୟ ଉତ୍ସବ ପାଳନ ଏକ ନିଆରା ପରମ୍ପରା, ଯାହା ପ୍ରାୟତଃ ୩୦୦ ଶହ ବର୍ଷର ପ୍ରାଚୀନ ପରମ୍ପରା ଅଟେ । ରୀତିନୀତି
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଅନ୍ତଃ ୧୫ ବର୍ଷୀୟ ସିଏମ୍ କପ୍ ଫୁଟବଲ୍ ଚାମ୍ପିୟନସିପ୍ ସଂଗଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଅନ୍ତଃ ୧୫ ବର୍ଷୀୟ ସିଏମ୍ କପ୍ ଫୁଟବଲ୍ ଚାମ୍ପିୟନସିପ୍ ମଙ୍ଗଳବାର ବ୍ରହ୍ମପୁର ଜୋନ୍‌ର ଶେଷ ଦିନରେ ପହଁଚିଥିଲା । ଶେଷ ଦିନରେ ମ୍ୟାଚ ଖେଳା ଯାଇଥିଲା କଳାହାଣ୍ଡି ଓ ନବରଙ୍ଗପୁର ମଧ୍ୟରେ । ଉଭୟ ଦଳ ମଧ୍ୟରେ ଏକ ରୋମାଞ୍ଚକ
Read More...

ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଉନ୍ନତ ପ୍ରାକୃତିକ ଶୋଭାବର୍ଦ୍ଧନ ସହ ମୁକ୍ତ ବିଶୁଦ୍ଧ ଜଳବାୟୁର ଆନୟନ ନିମନ୍ତେ ଏବଂ ପରିବେଶ ସୁରକ୍ଷା କରିବା ଦିଗରେ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଟ୍ରଷ୍ଟ ପକ୍ଷରୁ ଗଞ୍ଜାମ ଜିଲ୍ଲାର
Read More...

କେରାଣ୍ଡିତୋଳାର ଶୀତଳଷଷ୍ଠୀ ଯାତ୍ରାକୁ ବିଧାୟକଙ୍କ ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ସମାହିତ ହୋଇଆସୁଥିବା ପ୍ରସିଦ୍ଧ ଶିବବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ ଅବସରରେ ଆୟୋଜିତ ପର୍ବ ସମ୍ଭାରରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇଛନ୍ତି । ଏହି
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ : ଯୁବକ ମୃତ

ବ୍ରହ୍ମପୁର : ବ୍ରହ୍ମପୁରରେ ଅଶାନ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ଗଡ଼ିଲା ମୁଣ୍ଡ । ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିର ହାଉସ ଆପାର୍ଟମେଣ୍ଟ ଆଗରେ ଦୁଇ ଯୁବକ ଖଣ୍ଡାରେ ଆକ୍ରମଣ । ଘଟଣାସ୍ଥଳରେ ବିଦ୍ୟାଧର ପାଣିଗ୍ରାହୀ ଓରଫ ଲଡୁ(୨୧) ମୃତ୍ୟୁ ଘଟିଛି ।
Read More...

ଗଞ୍ଜାମ ଜିଲ୍ଲାକୁ ନୂତନ ପବ୍ଲିକ ପ୍ରସିକ୍ୟୁଟର ଭାବେ ବିଶ୍ୱଜିତ ବରାଳଙ୍କର ଯୋଗଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ନ୍ୟାୟିକ ବ୍ୟବସ୍ଥାରେ ନୂତନ ପବ୍ଲିକ ପ୍ରସିକ୍ୟୁଟର ଭାବେ ବିଶ୍ୱଜିତ ବରାଳଙ୍କର ସୋମବାର ଯୋଗଦାନ ହୋଇଛି । ବିଧିବଦ୍ଧ ଭାବେ ତାଙ୍କର କାର୍ଯ୍ୟଭାର ଆନୁଷ୍ଠାନିକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ'
Read More...

ମେଧା ପାଟେକରଙ୍କ ତିନିଦିନିଅ ଓଡ଼ିଶା ଗସ୍ତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦେଶର ବିଶିଷ୍ଠ ପରିବେଶବିତ୍‌? ତଥା ନର୍ମଦା ବଞ୍ଚାଅ ଆନ୍ଦୋଳନ ନେତ୍ରୀ ସୁଶ୍ରୀ ମେଧା ପାଟେକରଙ୍କ ଜୁନ ୫ରୁ ୭ ତାରିଖ ତିନିଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଜୁନ ୫ ତାରିଖରେ ସେ ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର ସିଜିମାଳି ସୁରକ୍ଷା ତଥା ମା'
Read More...

ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀ ମୃତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁର ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ମୃତ ସ୍ୱାମୀଙ୍କ ବୟସ ୩୫ ଏବଂ ତାଙ୍କ ନାମ କାଳିଆ ସେଠୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।
Read More...

ଆୟ ବହିର୍ଭୁତ ସମ୍ପତ୍ତି ହଡ଼ପ ମାମଲାରେ ଏନ୍. ଦିଲ୍ଲୀପ କୁମାର ଚୌଧୁରୀ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାସ୍ତା ଓ କୋଠାବାଡ଼ି ତଥା ପୂର୍ତ୍ତ ବିଭାଗ, ବ୍ରହ୍ମପୁର ଡିଭିଜନ-୧, ସହକାରୀ ନିର୍ବାହୀ ଯନ୍ତ୍ରୀ, ଏନ୍. ଦିଲ୍ଲୀପ କୁମାର ଚୌଧୁରୀ, ଆୟ ବହିର୍ଭୁତ ସମ୍ପତ୍ତି ହଡ଼ପ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଭିଜିଲାନ୍ସ ଚଢ଼ାଉ
Read More...