ସ୍କୁଲ ଘର ଭାଙ୍ଗି ସଂଗୃହୀତ ସାମଗ୍ରୀ ବୋହିନେଲେ ସରପଞ୍ଚଙ୍କ ସ୍ୱାମୀ : ଜିଲ୍ଲାପାଳ ଓ ଶିକ୍ଷା ଅଧିକାରୀଙ୍କୁ ଜଣାଇଲେ…
ବୌଦ୍ଧ, (ବଂଶୀଧର ମାଝୀ) : କୋରୋନା କାଳରେ ଶିକ୍ଷା ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହୋଇପଡିଛି । କୋରୋନା ସଂକ୍ରମଣକୁ ଅଙ୍କୁଶ ଲଗାଇବା ପାଇଁ ସରକାର ବିଦ୍ୟାଳୟଗୁଡିକୁ ଅର୍ନିଧିଷ୍ଟ କାଳ ଯାଏଁ ବନ୍ଦ କରିଦେଇଛନ୍ତି ।ମାତ୍ର ଏଭଳି ଧର୍ମସଙ୍କଟ ଜନିତ ସମୟରେ ବୌଦ୍ଧ ଜିଲ୍ଲାର ଉପାନ୍ତ ଆଦିବାସୀ!-->…
Read More...
Read More...