Browsing Tag

bhubaneswar news

ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଲୋଗୋର ଟ୍ୟାଗ୍‌ଲାଇନ୍ – ‘ଭାଷା ହିଁ ଭବିଷ୍ୟତ’ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କଲେ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’ । ଏହି
Read More...

ଗୁଗଲ୍‌ ମ୍ୟାପିଂରୁ ଚିହ୍ନଟ ହେବେ ଅପରାଧୀ

ଭୁବନେଶ୍ୱର : ଅପରାଧୀଙ୍କୁ ଧରିବାକୁ କମିଶନରେଟ ପୋଲିସ ନୂଆ ପନ୍ଥା ଆପଣାଇଛି । ଗୁଗଲ ମ୍ୟାପିଂ ଦ୍ୱାରା ଅଭିଯୁକ୍ତଙ୍କୁ ସହଜରେ ଚିହ୍ନଟ କରିବା ସହ ଧରିବାକୁ ଯୋଜନା ହୋଇଛି । ଏନେଇ ଗୁଗଲ୍‌ ଆପ୍ଲିକେସନ୍‌ରେ କ୍ରାଇମ୍‌ ମ୍ୟାପିଂ ଟେକ୍‌ନିକ୍‌କୁ ଆପଣାଯିବା ସହ ବିଭିନ୍ନ ଟେଲିକମ୍‌ ସଂସ୍ଥାର
Read More...

ଭୁବନେଶ୍ୱରରେ ବ୍ଲକିଂ-ଚେକିଂ କଡ଼ାକଡି

ଭୁବନେଶ୍ୱର : ଭୁବନେଶ୍ୱରରେ ବ୍ଲକିଂ ଆଉ ଚେକିଂକୁ ଜୋରଦାର କରାଯାଇଛି । ବିଭିନ୍ନ ଛକରେ କମିଶନରେଟ ପୋଲିସ ଗାଡି ଅଟକାଇ ଚାଳକଙ୍କ ଗାଡି ଯାଞ୍ଚ କରାଯାଇଛି । ଏଥିସହିତ ଗାଡି ଚାଳକମାନେ କେତେ ପରିମାଣର ମଦ୍ୟପାନ କରି ଗାଡି ଚଳାଉଛନ୍ତି ତାହା ମଧ୍ୟ ଯାଞ୍ଚ ହୋଇଛି । ଖବର ଅନୁଯାୟୀ, ବୁଧବାର
Read More...

ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଲେ ନର୍ସିଂ ଓ ପାରାମେଡିକାଲ ଛାତ୍ରଛାତ୍ରୀ

ପିଲାମାନଙ୍କୁ ଭଲ ପାଠ ପଢିବାକୁ, ଭଲ ଟ୍ରେନିଂ ନେଇ ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀଆପଣମାନଙ୍କ ଅନୁରୋଧ ମୁଖ୍ୟମନ୍ତ୍ରୀ ତୁରନ୍ତ ରକ୍ଷା କରିଛନ୍ତି, ଆପଣମାନେ ଭଲ କାମ କରି ଓଡିଶାର ନାଁ ରଖନ୍ତୁ – ୫-ଟି ଅଧ୍ୟକ୍ଷ ଭୁବନେଶ୍ୱର : ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ
Read More...

ମାଲକାନଗିରି ବିମାନ ବନ୍ଦର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରୂପାନ୍ତର ପଥେ ମାଲକାନଗିରିଆକାଶପଥରେ ଯୋଡି ହେଲା ମାଲକାନଗିରି୨୩୩ ଏକର ପରିବ୍ୟାପ୍ତ ଅଞ୍ଚଳରେ ରନୱେ ନିର୍ମିତ, ୭୦ କୋଟି ଟଙ୍କା ଖର୍ଚ୍ଚମାଲକାନଗିରି ଜିଲ୍ଲାରେ ସପ୍ତଧାରା ନଦୀରେ ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନଖର୍ଚ୍ଚ ହେବ ୪,୦୦୦ କୋଟି ଟଙ୍କା,
Read More...

୪୧ ଗ୍ରାମ୍ ବ୍ରାଉନସୁଗାର ଜବତ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଖବର ମିଳିଛି । ଏହି ବ୍ରାଉନସୁଗାର ଜବତ କରିଛି କମିଶନରେଟ୍ ପୋଲିସ । ଏହା ସହ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ପୋଲିସ ଗିରଫ କରିଥିବା ସୂଚନା ରହିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଅଧିକ
Read More...

ସହରକୁ ଗିଳି ଦେଲାଣି ପ୍ରଦୂଷଣ

ଭୁବନେଶ୍ୱର : ଟ୍ୱିନ୍‌ ସିଟି ପବନରେ ମାଡ଼ିଗଲାଣି ପ୍ରଦୂଷଣ । ଏୟାର କ୍ୱାଲିଟି ଇନଡେକ୍ସ ୩୦୦ ପାର୍‌ କରିଗଲାଣି । ଅପରାହ୍ନ ୪ଟା ସୁଦ୍ଧା ଭୁବନେଶ୍ୱରରେ ଏକ୍ୟୁଆଇ ୩୧୧ ଥିବାବେଳେ କଟକରେ ଥିଲା ୩୨୦ । ଉଭୟ ମହାନଗରରେ ବାୟୁ ପ୍ରଦୂଷଣ ସ୍ତର ଅତି ଖରାପ ଶ୍ରେଣୀର । ନିଜେ କେନ୍ଦ୍ର ପ୍ରଦୂଷଣ
Read More...

ଆହୁରି ଦୁଇ ଦିନ ଘନ କୁହୁଡି

ଭୁବନେଶ୍ୱର : ରାଜ୍ୟରେ ଆହୁରି ଦୁଇ ଦିନ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେବ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼,
Read More...

ଭୁବନେଶ୍ୱରର ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱର ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ । କଳ୍ପନା ଛକରେ ଥିବା ତୃପ୍ତି ରେଷ୍ଟୁରାଣ୍ଡରେ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ କଳ୍ପନା ଛକରେ ଥିବା ତୃପ୍ତି ରେଷ୍ଟୁରାଣ୍ଡରେ ନିଆଁ
Read More...

ଅମଲ ଅନୁଷ୍ଠାନ ତରଫରୁ ବିଶ୍ୱ ବ୍ରେଲ୍‌ ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୃଷ୍ଟିହୀନ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀମାନଙ୍କ ଶାରୀରିକ, ମାନସିକ, ଆଧ୍ୟାତ୍ମିକ, ବୌଦ୍ଧିକ ଓ ଦକ୍ଷତା ବିକାଶ ପାଇଁ କାର୍ଯ୍ୟରତ ଅଗ୍ରଣୀ ଗୋ-ସେବା ପ୍ରତିଷ୍ଠାନ ଆନନ୍ଦ ମାର୍ଗ ଏକାଡେମୀ ଅଫ ଲାଇଟ୍ (ଅମଲ୍) ଭୁବନେଶ୍ୱର ତରଫରୁ ବିଶ୍ୱ ବ୍ରେଲ୍ ଦିବସ ୨୦୨୪
Read More...